ଚୁଆପାଣିରେ ଶୋଷ ମେଣ୍ଟୁଛି
କାଳିଆପାଣି,୩୦।୧୦(ଡି.ଏନ.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପ୍ରାଥମିକତା ରହିଛି। ହେଲେ ତାହା ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଲୋକେ ଚୁଆପାଣିରେ ଶୋଷ ମେଣ୍ଟାଉଛନ୍ତି। ଯାଜପୁର ଜିଲା ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏପରି…
ଭାଜପା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ପଟ୍ଟାମୁଣ୍ଡାଇ, ୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ତେଣୁ ଘଟଣାର ସିବିଆଇ ତଦନ୍ତ କରିବା ସହ ଗୃହରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର…
ଶସ୍ତା ପ୍ଲାଏରେ ଝରକା, କବାଟ ନିର୍ମିତ
ପାରାଦୀପ ,୩୦।୧୦(ସ୍ବ.ପ୍ର.): ପାରାଦୀପର ଏକମାତ୍ର କଲେଜ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମରାମତି ବାବଦ ଖର୍ଚ୍ଚକୁ ନେଇ ମାସେ ହେବ ବିବାଦ ଲାଗିରହିଛି। ୨୩ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ମରାମତି କରାଯାଇଛି। ମାତ୍ର କାର୍ଯ୍ୟ ଶେଷ ହେବା ପରେ ତାହା…
ଗୁଣ୍ଡିଚା ମନ୍ଦିରକୁ ବାଇକ୍ରେ ପଶିଲେ ଜେଟିପି
ପୁରୀ ଅଫିସ,୩୦।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଗୁରୁବାର ରାତିରେ ଜଣେ ଖାକି ପୋଷାକଧାରୀ ବ୍ୟକ୍ତି ବାଇକ୍ ଚଳାଇ ପ୍ରବେଶ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଳରେ ଏହି ଘଟଣା ସାମ୍ନାକୁ ଆସିଛି। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା…
ମହାପ୍ରଭୁଙ୍କୁ ଦର୍ଶନ କଲେ ୨ କେନ୍ଦ୍ରମନ୍ତ୍ରୀ
ପୁରୀ ଅଫିସ,୩୦।୧୦: କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାଦାରାଓ ଧାନ୍ଭେ ଶୁକ୍ରବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଦ୍ୱୟ ଏକ ହେଲିକପ୍ଟରରେ ଆସି…
ଓଡ଼ିଶା, ଝାଡ଼ଖଣ୍ଡରେ ହେବ ୪୧ ମେଗାୱାଟ୍ ସୋଲାର୍ ପ୍ରକଳ୍ପ
ଯାଜପୁର ଅଫିସ,୩୦।୧୦: ଓଡ଼ିଶା ଓ ଝାଡ଼ଖଣ୍ଡରେ ଗ୍ରୀଡ୍ ସଂଯୋଗ ଭିିତ୍ତିକ ୪୧ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର୍ ପ୍ରକଳ୍ପ ସ୍ଥାପନ କରିବାକୁ ଟାଟା ଷ୍ଟିଲ୍ ଓ ଟାଟା ପାୱାର ମଧ୍ୟରେ ଏକ ୨୫ ବର୍ଷିଆ ଶକ୍ତି କିଣା ବୁଝାମଣା (ପିପିଏ)ରେ ଚୁକ୍ତି…
ଆଜି ଏସ୍ଆର୍ସି ନିଷ୍ପତ୍ତି ନେବେ
କଟକ ଅଫିସ,୩୦।୧୦: ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ରାଜ୍ୟରେ ସବୁଜ ବାଣ ବିକ୍ରିନେଇ ନିଷ୍ପତ୍ତି ନେବେ। ଏନେଇ ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି…
ଆଜି ଭଦ୍ରକ, ବାଲେଶ୍ୱର ୬ ଘଣ୍ଟିଆ ବନ୍ଦ
ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୩୦।୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଶନିବାର ଭଦ୍ରକ ଓ ବାଲେଶ୍ୱର ଜିଲା ୬ ଘଣ୍ଟିଆ ବନ୍ଦ ପାଇଁ ଭାଜପା ପକ୍ଷରୁ ଡାକରା…
କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’
କେନ୍ଦୁଝର, ୩୦।୧୦ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ମିଶନ ଶକ୍ତି…
‘ଲଙ୍ଗ୍-ରେଞ୍ଜ ବମ୍’ର ଉଡ଼ାଣ ପରୀକ୍ଷଣ ସଫଳ
ବାଲେଶ୍ୱର ଅଫିସ,୩୦।୧୦: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍ଡିଓ) ପରିସରରୁ ଶୁକ୍ରବାର ଲଙ୍ଗ-ରେଞ୍ଜ ବମ୍ (ଏଲ୍ଆର୍ବି)ର ଉଡାଣ ପରୀକ୍ଷଣ ସଫଳ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିଲା। ତେବେ ଏହି…
ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ
ଉମରକୋଟ, ୨୯।୧୦(ସ୍ବ.ପ୍ର.) ପୁଅ ଭୁଲିଗଲେ ସ୍ନେହ ଶ୍ରଦ୍ଧା। ସାମାନ୍ୟ କଥାରେ ରାଗର ବଶବର୍ତ୍ତୀ ହୋଇ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ ପୁଅ। ଏପରି ଏକ ଅଭାବନୀୟ ଘଟଣା ଶୁକ୍ରବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା…
କେନ୍ଦୁଝରରେ ‘ମାଣ୍ଡିଆ ଶକ୍ତି କାଫେ’
କେନ୍ଦୁଝର,୨୯।୧୦(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟର ପ୍ରଥମ ମାଣ୍ଡିଆ ଶକ୍ତି କାଫେ ଭର୍ଚୁଆଲ ମୋଡ୍ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ମିଶନ ଶକ୍ତି କମିଶନର ସୁଜାତା…

