ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ୨ ଫଟୋ ସାମ୍ବାଦିକଙ୍କୁ କରୋନା
ବ୍ରହ୍ମପୁର ଅଫିସ,୧୧ା୭- ବ୍ରହ୍ମପୁର ମହାନଗର ଅଞ୍ଚଳରେ କାର୍ଯ୍ୟରତ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ୨ଜଣ ଫଟୋ ସାମ୍ବାଦିକ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରେ କୌଣସ ଲକ୍ଷଣ ନଥିଲା। ଖବର...
ଲକ୍ଡାଉନ୍ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର
ଜଗତ୍ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍ଡାଉନ୍, ଶଟ୍ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ ହୋଇ ବସିଛନ୍ତି। କିନ୍ତୁ ଏପରି ଏକ ସଙ୍କଟ ସମୟକୁ ସୁଯୋଗରେ ପରିଣତ କରିଦେଇଛନ୍ତି...
ମୁକେଶ ଜୈନ ଗିରଫ
ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନଙ୍କୁ ଗିରଫ କରାଯାଇଛି। କଟକ କ୍ରାଇମବ୍ରାଞ୍ଚ ମୁକେଶଙ୍କୁ...
ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ
କେନ୍ଦୁଝର,୧୧ା୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ମଧ୍ୟରେ ଜିଲାସ୍ତରୀୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ...
ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ଘଟଣା: ଗୁଆଲି ଫରେଷ୍ଟର, ଫରେଷ୍ଟଗାର୍ଡ ନିଲମ୍ବିତ
କେନ୍ଦୁଝର,୧୧ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଏକ ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଗୁଆଲି ଫରେଷ୍ଟର ବିଦ୍ୟାଧର ବେହେରା ଏବଂ ରୁଗୁଡି ଫରେଷ୍ଟଗାର୍ଡ...
ଖଟିଆରେ ବୁହାହେଲେ ରୋଗୀ
ଚାନ୍ଦବାଲି,୧୧ା୭(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଜଣେ ମହିଳା ଗୋଗୀଙ୍କୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ପ୍ରାୟ ୩ କି.ମି ଦୂର ମୁଖ୍ୟ ରାସ୍ତାକୁ ଆଣି ସେଠାରୁ ଘରୋଇ ଗାଡ଼ିରେ ଡାକ୍ତରଖାନାକୁ ନେବା ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ଜିଲା ଚାନ୍ଦବାଲି...
ପ୍ରେମ ଆଗରେ ହାର ମାନିଲା ସୀମା ବିବାଦ: ବିଦେଶିନୀଙ୍କ ହାତ ଧରିଲେ କ୍ଷୀରୋଦ
ଖଇରା, ୧୧ା୭(ଡି.ଏନ.ଏ.)-ଭାରତ-ନେପାଳ ସୀମା ବିବାଦ ହେଉ କି କରୋନା ଲକଡାଉନ କଟକଣା ସବୁ ସମସ୍ୟା ପ୍ରେମ ଆଗରେ ହାର ମାନିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଲେଶ୍ବର ଜିଲା ଖଇରା ବ୍ଲକ ଗୋଳିହା ଗ୍ରାମର କ୍ଷିରୋଦ ସିଅ ନାମକ ଯୁବକ ତାଙ୍କ...
ସ୍ବାବ୍ ଟେଷ୍ଟ ପାଇଁ ଡରୁଛନ୍ତି ଲୋକେ୍
ସିମୁଳିଆ,୧୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକର ସଦର ମହକୁମା ମାର୍କୋଣା ପଞ୍ଚାୟତର ୬ନଂ. ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇ ରାସ୍ତା ସିଲ୍...
ନର୍ସିିଂହୋମ୍ ସିଲ୍ କଲା ପ୍ରଶାସନ
ଯୋଡ଼ା,୧୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଓ ବଡବିଲ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ଯୋଡ଼ା ସହରରେ ଥିବା ଏକ ନର୍ସିିଂହୋମ୍କୁ ଆସିଥିବା ବଡବିଲ ଭଦ୍ରାସାହି ଅଞ୍ଚଳର ଜଣେ ରୋଗୀଙ୍କଠାରେ କରୋନା ପଜିଟିଭ...
କୁଚିଣ୍ଡା ବିଇଓଙ୍କୁ ବାଟରୁ ଉଠାଇ ନେଲା ଭିଜିଲାନ୍ସ
ସମ୍ବଲପୁର/କୁଚିଣ୍ଡା, ୧୦।୭ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ପ୍ରଫୁଲ୍ଲ କୁମାର ନାୟକଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ...
ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ
ସମ୍ବଲପୁର,୧୦ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ବାଇପାସ୍ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ କେତେକ ଅଚିହ୍ନା ଯୁବକ ଉଠାଇ ନେଇଛନ୍ତି। ଏହି ବ୍ୟବସାୟୀ ଜଣକ ହେଲେ ଅଇଁଠାପାଲି ଥାନା ନୂଆପଡାର ନରେଶ ଅଗ୍ରୱାଲ (୬୩)।...
ପ୍ଲାଜମା ଥେରାପିର ହବ୍ ହେବ ଏସ୍ସିବି
ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ଆଦି ୪ଟି ହସ୍ପିଟାଲରେ ପ୍ଲାଜମା ଥେରାପିର ବ୍ୟବସ୍ଥା...
Archives


