ଆମ ଜିଲା ଖବର

କେନ୍ଦୁଝରରେ ଅସୁରକ୍ଷିତ ହାତୀ

କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ...

ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭:  କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ କଟକଣା ଲାଗିଥିବା ବେଳେ ୪ ମାସ ହେଲା ଧର୍ମାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ ଆଦି...

୨ ଘରୋଇ ହସ୍ପିଟାଲ୍‌ ସିଲ୍‌

ବାରିପଦା ଅଫିସ,୧୬ା୭- ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ଓ ଇନ୍‌ଫେକଶନ ପ୍ରିଭନେଶନ୍‌ କଣ୍ଟ୍ରୋଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବୁଧବାର ମୟୂରଭଞ୍ଜ ଜିଲା ପ୍ରଶାସନ ବାରିପଦା ସହରରେ ଥିବା ଘରୋଇ ହସ୍ପିଟାଲ ଜୟା ଓ ଗାୟତ୍ରୀକୁ ସିଲ୍‌ କରିଛି। ଅପରାହ୍ନ ୫ଟାରେ...

ବ୍ୟାରିକେଡ୍‌ ଡେଉଁଛନ୍ତି ଅମାନିଆ: ତାଗିଦ୍‌ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର

ଆର.ଉଦୟଗିରି,୧୫ା୭(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିଲା ପ୍ରଶାସନ। ପ୍ରବେଶ ପଥରେର ବ୍ୟାରିକେଡ୍‌ କରି...

ପୁଣି ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ ଅଫିସ,୧୫ା୭:ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି। ତେଣୁ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେମାନଙ୍କୁ ପୁଣି ଥରେ ହୋମିଓପାଥି ଔଷଧ ବଣ୍ଟନ କରାଯିବ। ଆସନ୍ତା ୧୭ ଓ...

କ୍ଲିନିକ୍‌ ସିଲ୍‌, ଡାକ୍ତର ଗିରଫ

ଶେରଗଡ଼,୧୫ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍‌ କଟକଣା ନ ମାନି କ୍ଲିନିକ୍‌ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା ବେଳେ ଡାକ୍ତରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଡାକ୍ତର ହେଲେ...

ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ

କଳିଙ୍ଗନଗର, ୧୫।୭ (ଡି.ଏନ୍‌.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଛତରା ଗ୍ରାମର ଯୁବକ କାର୍ତ୍ତିକ କେରେଇ(୨୪) ଏକ ଟାଙ୍ଗିଆରେ ସେହି ଗ୍ରାମର ଜଣେ...

ହଳବେଳେ ଜମିରୁ ବାହାରିଲେ ଭଗବାନ…

କଣାସ,୧୫।୭(ସ୍ବ.ପ୍ର.)-କଣାସ ବ୍ଲକ ଅନ୍ତର୍ଗତ ସାହୁପଡା ପଞ୍ଚାୟତର ଟଣମଣ ଗ୍ରାମରେ ବୁଧବାର ଜଣେ ଚାଷୀ ଜମିରେ ହଳ କରୁଥିବା ସମୟରେ ଏକ ଶିବ ଲିଙ୍ଗ ବାହାରିଥିବା ଜଣାପଡିଛି। ସୂଚନାମୁତାବକ, ଉକ୍ତ ଗ୍ରାମର କାଳୁଚରଣ ପରିଡ଼ା ବୁଧବାର ମଧ୍ୟାହ୍ନ ସମୟରେ ନିଜ ଚାଷ...

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ହୋଟେଲ ସିଲ୍‌

ବଡ଼ବିଲ,୧୫ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ମ୍ରିନାଲ କଲୋନୀସ୍ଥିତ ହୋଟେଲ ନୀଳକଣ୍ଠରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ହୋଟେଲ ମାଲିକଙ୍କ ସମେତ ୧୦ ଜୁଆଡ଼ିଙ୍କୁ ଗିରଫ କରିଛି। ବେଆଇନ ଜୁଆଖେଳ ଓ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ଉକ୍ତ...

୧୭ରୁ ଫୁଲବାଣୀ, ବାଲିଗୁଡ଼ା ୪ ଦିନ ଶଟ୍‌ଡାଉନ୍‌: ସିଲ୍‌ ହେବ ପ୍ରବେଶ ପଥ

ବାଲିଗୁଡା,୧୫।୭(ଡି.ଏନ.ଏ.): କନ୍ଧମାଳ ଜିଲା ଫୁଲବାଣୀ ପୌରପରିଷଦ ଓ ବାଲିଗୁଡା ଏନ୍‌ଏସି ଅଞ୍ଚଳକୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ କରାଯିବ। ଏ ନେଇ ଜିଲା ପ୍ରଶାସନ ନିଷ୍ପତି ନେଇଛି। ମଙ୍ଗଳବାର ରାତିରେ...

୧୬ରୁ ପୁରୁଷୋତ୍ତମପୁର ସହର ଶଟ୍‌ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପୁରୁଷୋତ୍ତମପୁର...

କଟକ ସହରରେ ଆଜି ପୁଣି ୪ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି

କଟକ ଅଫିସ,୧୫ା୭: ବୁଧବାର କଟକ ସହରରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫କୁ ବୃଦ୍ଧି ପାଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨ଟି ଇନ୍‌ଷ୍ଟିଚ୍ୟୁଶନାଲ କେସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri