ଖୋର୍ଦ୍ଧା ଏସ୍ପିଙ୍କୁ କରୋନା
ଖୋର୍ଦ୍ଧା ଅଫିସ,୬।୮: ଖୋର୍ଦ୍ଧା ଜିଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ଜିଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ବାଇଁ ଗୁରୁବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାପିଡ୍ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଏସ୍ପି ସ୍ପଷ୍ଟ କରିଛନ୍ତି।...
ଖୋଲାଯାଉଛି ତାଳଧ୍ୱଜ ରଥ
ପୁରୀ ଅଫିସ,୬।୮: ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥ ଖୋଲା କାର୍ଯ୍ୟ ଜାରି ରହିଛି। ବୁଧବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଶେଷ ହୋଇଥିବା ବେଳେ ଗୁରୁବାର ସକାଳୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଆରମ୍ଭ ହୋଇଛି। ଦର୍ପଦଳନ...
ପାହାଡ଼ରେ ଗୁମ୍ଫା ଠାବ
ନୟାଗଡ଼ ଅଫିସ/ରଣପୁର, ୬ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ନିକଟ ମେଳାତଇଲା ପାହାଡରେ ଏକ ପୁରାତନ ଗୁମ୍ଫା ଠାବ ହୋଇଛି। ଗୁମ୍ଫାଟିରେ ବୈଷ୍ଣବଦେବୀ ପୂଜା ପାଉଛନ୍ତି। ଜଣେ ଛେଳି ଚରାଳି ଗୁମ୍ଫାଟିକୁ ଦେଖିବା ପରେ ଏହା...
କଟକଣା କୋହଳ ସତ୍ତ୍ବେ ବସ୍ ବନ୍ଦ
କଟକ ଅଫିସ,୬ା୮: କରୋନା କଟକଣା କୋହଳ ସତ୍ତ୍ୱେ ବସ୍ ସେବା ବନ୍ଦ ରହିଛି। ମାର୍ଚ୍ଚରୁ ଘରୋଇ ବସ୍ଗୁଡ଼ିକ ବାଦାମବାଡ଼ି-ଲିଙ୍କ୍ରୋଡ ମୁଖ୍ୟରାସ୍ତା କଡ଼ରେ ପଡ଼ିରହି ଖତ ଖାଉଛି। ସରକାରୀ ବସ୍ ସେବାର ମଧ୍ୟ ସମଦଶା। କଟକରୁ କୌଣସି ବସ୍ ଗଡୁ ନ...
ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ
ଯାଜପୁର ଅଫିସ୍,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ ଶିଳ୍ପ ସ୍ଥାପନ କରିବାକୁ ଆସିଥିବା ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥାମାନେ ସେହିଭଳି ପ୍ରତିଶ୍ରୁତି...
ଟ୍ରଲିରେ ବୁହାହେଲା ମୃତଦେହ
କୋଣାର୍କ,୬ା୮(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମିତ ସହ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକେ ଭୟରେ ସାଧାରଣ ରୋଗରେ ମୃତବ୍ୟକ୍ତିଙ୍କୁ ମଧ୍ୟ ସ୍ପର୍ଶ କରୁ ନାହାନ୍ତି। ଏଭଳି ଜଣଙ୍କ ମୃତଦେହକୁ ଉଠାଇବାରେ ଗ୍ରାମବାସୀ ସହାୟତା ନ କରିବାରୁ ଶେଷରେ ଏକ ଟ୍ରଲି ଜରିଆରେ...
୪ ଶହ ମିଟର ଛାଡ଼ିଦେଲେ, ପୋଲ କଲେନି
ବଇଣ୍ଡା, ୬ା୮(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର କୁରୁମଟାପ ଛକଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସମ୍ପୂର୍ଣ୍ଣ ପକ୍କା କରାଯାଉ ନାହିଁ। ନିର୍ମାଣ କାର୍ଯ୍ୟ ବେଳେ ୪ ଶହ ମିଟର ଛାଡ଼ି ଦିଆଯାଇଥିବାରୁ ଯାତୟାତରେ ଅସୁବିଧା ଉପୁଜୁଛି। ସେହିପରି ଏକ...
କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ
କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂଚନା ଦେଇଛି। ଉଭୟ ସୀମା ତନଖି କାର୍ଯ୍ୟରେ ନିୟୋଜିତ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର...
ଜଗନ୍ନାଥ ଅବତାରୀ, ରାମ ଅବତାର
ପୁରୀ ଅଫିସ, ୬।୮: ଅଯୋଧ୍ୟାରେ ବୁଧବାର ରାମମନ୍ଦିରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ସ୍ଥାନ ଭଳି ପୁରୀରେ ମଧ୍ୟ ଏହି ଉତ୍ସବକୁ ନେଇ ଏକ ଭାବାତ୍ମକ ପରିବେଶ ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ...
କୋଭିଡ୍ ଯୋଦ୍ଧାଙ୍କ ସହ କଥାହେଲେ ଡିଜିପି
କଟକ ଅଫିସ,୬ା୮: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୋଲିସ ବିଭାଗର କୋଭିଡ୍ ଯୋଦ୍ଧାଙ୍କ ସହ ବୁଧବାର ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୪ଟି ଜିଲାର ପୋଲିସ କୋଭିଡ୍ ଯୋଦ୍ଧାମାନେ ସାମିଲ ହୋଇଥିଲେ।...
ଭଦ୍ରକ ଗାନ୍ଧୀପଡ଼ିଆରେ ଭୂମିପୂଜନ: ୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ
ଭଦ୍ରକ ଅଫିସ,୬ା୮- ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକୁ ଅଧିକ ସ୍ମରଣୀୟ ଏବଂ ସ୍ବାଗତ କରିବା ଉଦ୍ଦେଶ୍ୟରେ ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି...
ସଙ୍କଟରେ କୁମ୍ଭକାର ପରିବାର
କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା...
Archives


