ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା
ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ…
ସିଆରପିଏଫ୍ କ୍ୟାମ୍ପରେ ଏସ୍ଆଇଙ୍କୁ ପିଟିପିଟି ମାରିଦେଲେ
ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଏସ୍ଆଇ ରମେଶ ଚନ୍ଦ୍ର। ଅନ୍ୟ…
ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର
ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି। ଅଭିଯୋଗ…
ଦାରିଙ୍ଗବାଡ଼ିରେ କୋହଲା ପାଗ
ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ କମିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏପରିକି ଶନିବାର ଏବଂ ରବିବାର ଛୁଟିଦିନ…
ପିପିଲିରେ ସିରିଜ୍ଲୁଟ୍: ବାଦ୍ପଡ଼ିଲେନି ଭଗବାନ୍
ନିମାପଡ଼ା,୨୬।୧୨(ଡି.ଏନ୍.ଏ.): ପୁରୀ ଜିଲା ପିପିଲି ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ମାତିଛନ୍ତି। ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଛନ୍ତି। ଏହି ଲୁଟରୁ ବାଦ ପଡ଼ି ନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ ଏବଂ ସାଧାରଣ ଗରିବ ପରିବାର। ପଞ୍ଚାୟତ…
୨ ମାଲବାହୀ ଟ୍ରେନ୍ ମୁଁହାମୁହିଁ
ରାଉରକେଲା ଅଫିସ, ୨୬।୧୨: ରାଞ୍ଚି ଡିଭିଜନରେ ଦୁଇଟି ମାଲ୍ବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବ୍ରେକ ଫେଲ୍ରୁ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଞ୍ଚି ଡିଭିଜନର ପକାର…
ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ
ଲେଫ୍ରିପଡ଼ା,୨୬ା୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଦଲକି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ସୁରଜ ବାର୍ଲା(୪୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ…
‘ମୁଁ ବଞ୍ଚିଛି, ମୋତେ ନେଇ ଯାଅ ସୁମିତ’
ବ୍ରହ୍ମପୁର ଅଫିସ,୨୬।୧୨: ବ୍ରହ୍ମପୁର ବ୍ରହ୍ମାନଗରର ତପସ୍ବିନୀ ରବିବାର କୋହଭରା କଣ୍ଠରେ କହିଛନ୍ତି, ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ତାଙ୍କୁ ବହୁତ ବିଶ୍ୱାସ କରେ । ଯାହାଙ୍କୁ ବିଶ୍ୱାସ କରି ହାତଧରି ବାହା ହୋଇଥିଲି ସେ ମୋତେ ବରବାଦ କରିବାକୁ…
ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ
ସୋରଡ଼ା,୨୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସମର୍ଥକମାନେ ବିଜେଡିି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ଗନିଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ମେଡିକାଲରେ ରୋଗୀଙ୍କୁ ଫଳ…
କେନ୍ଦୁଝରରେ ପ୍ରଥମ କୁହୁଡ଼ି
କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ହୋଇଯାଇଥିବା ସତ୍ତ୍ୱେ ମୁଖ୍ୟ ରାସ୍ତାରେ ଲାଇଟ୍ ବନ୍ଦ ହୋଇଯାଇଥିବା ବେଳେ ଶହେ…
୩ ବର୍ଷ ହେଲା ଆରମ୍ଭ ହୋଇପାରୁନି ନିର୍ମାଣ
ସିମୁଳିଆ, ୨୬ା୧୨(ଡି.ଏନ.ଏ.) ୧୯୮୫ରୁ ବର୍ଷ ବର୍ଷ ଧରି ଅନ୍ୟ ବ୍ଲକ ଅଧୀନରେ ସିମୁଳିଆ ସହକାରୀ ଉଦ୍ୟାନ କୃଷିବିଭାଗ ପରିଚାଳିତ ହେବା ପରେ ଗତ ୨୦୧୪ରୁ ସିମୁଳିଆ ବ୍ଲକରେ ସ୍ବତନ୍ତ୍ର ଭାବେ ଏହି ବିଭାଗ କାର୍ଯ୍ୟ କରୁଛି। ୨୦୧୪ ନଭେମ୍ବରରୁ ସହକାରୀ ଉଦ୍ୟାନ…
ଜିରୋନାଇଟ୍ ସେଲିବ୍ରେଶନକୁ ନା
ଢେଙ୍କାନାଳ ଅଫିସ, ୨୬ା୧୨: ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍। ଓଡ଼ିଶାର ଶିଶୁଙ୍କୁ ସଂକ୍ରମିତ କଲାଣି ଏହି ମାରାତ୍ମକ ଭୂତାଣୁ। ଭୋଜିଭାତ, ସମାବେଶ, ଗହଳି ବଢ଼ିଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ଭିଡ଼ ଏଡ଼ାଇବାକୁ ସତର୍କ କରାଇ ସାରିଲେଣି ବିଶେଷଜ୍ଞ।…

