ଆମ ଜିଲା ଖବର

ବେକାବୁ କରୋନା: କୋରାପୁଟ ଜିଲାରୁ ଆଉ ୬୯ ପଜିଟିଭ୍‌

କୋରାପୁଟ,୨୭।୯,(ସ୍ବ.ପ୍ର.): କୋରାପୁଟ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବା ବେଳେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି। ରବିବାର ଜିଲାରେ କରୋନାରେ ଆଉ ୬୯ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ...

ଗୁରୁତର ଅବସ୍ଥାରେ ପଡ଼ିରହିଛି ହାତୀ: ପହଞ୍ଚି ନାହାନ୍ତି ଡାକ୍ତରୀ ଟିମ୍‌

ଚୌଦ୍ୱାର,୨୭ା୯(ଡି.ଏନ୍‌.ଏ): କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ମଙ୍ଗରାଜପୁର ଡମଡମଣୀ ଜଙ୍ଗଲରେ ଏକ ମାଈ ହାତୀ ଗୁରୁତର ଅବସ୍ଥାରେ ପଡିରହିଛି । ଡମଡମଣୀ ଜଙ୍ଗଲ ନିକଟରେ ଥିବା ଆଦୀବାସୀ ବହୁଳ ବାଞ୍ଜିଆମ୍ବା ଗ୍ରାମର କିଛି ଲୋକ ଶନିବାର ସନ୍ଧ୍ୟାରେ ହାତୀଟି ପଡିଥିବା...

ବରଗଡ଼ରେ ପୁଣି ୧୫୪ ଜଣଙ୍କୁ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ଟପିଲା

ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଏହା ଜିଲାବାସୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡିଛି। ରବିବାର ଜିଲାରେ...

ଚାଲିଛି ବେଳାଭୂମି ରାସ୍ତା ଫୁଟ୍‌ପାଥ ନିର୍ମାଣ

ପୁରୀ ଅଫିସ,୨୭ା୯: ବିଭିନ୍ନ ସମୟରେ ସମୁଦ୍ର ଜୁଆର କୂଳ ଲଂଘୁଛି। ବେଳେ ବେଳେ ଉଚ୍ଚ ଜୁଆର ରାସ୍ତା କଡ଼ ଫୁଟ୍‌ପାଥ ପାଖକୁ ମାଡ଼ି ଆସୁଛି। ଫଳରେ ରାସ୍ତା ନଷ୍ଟ ହେଉଛି। ତେଣୁ ବର୍ତ୍ତମାନ ବେଳାଭୂମି ରାସ୍ତା ସମ୍ପ୍ରସାରଣ ସମେତ ରାସ୍ତାକଡ଼...

ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଧାରାରେ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।...

ଗାର୍ଡୱାଲରେ ଅଟକିଛି ଚିଲିକା ରିଙ୍ଗ୍‌ ବନ୍ଧ

ବ୍ରହ୍ମଗିରି,୨୭ା୯(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଅରଖକୁଦା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁ ଚିଲିକା ଉପକୂଳରେ ରହିଛି। ବନ୍ୟା, ବାତ୍ୟା, ଲଗାଣ ବର୍ଷା ହେଲେ ପ୍ରାୟ ସମୟ ଏହି ଗାଁରେ ଚିଲିକାର ଜୁଆର ପାଣି ପଶିଥାଏ। ତେଣୁ...

ବସ୍ତି ଅଞ୍ଚଳର ଯୁବ ରାପର କୃଷ୍ଣ

ପୁରୀ ଅଫିସ,୨୭ା୯: ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା। ରାପକୁ ନେଇ ଆଗକୁ ବଢିବାର ଅଦମ୍ୟ ସାହସ ବାନ୍ଧିଛନ୍ତି। ଦାରିଦ୍ର୍ୟତାର କଷାଘାତରେ ପେଶି ହେଉଥିଲେ ବି ଏହି ଯୁବ ରାପରଙ୍କ ମଧ୍ୟରେ ଅସରନ୍ତି ଆଶା ଓ ସ୍ବପ୍ନ ଉଙ୍କିମାରୁଛି।...

ଅଚଳ ବୋର୍‌ଓ୍ବେଲ୍‌ରେ ବଢ଼ିବ ଭୂତଳ ଜଳସ୍ତର

ଯାଜପୁର ଅଫିସ,୨୭ା୯: ସମ୍ପ୍ରତି ରାଜ୍ୟ ଓ ଦେଶର ଏକ ବଡ଼ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ। ଏହି ସମସ୍ୟାର ସମାଧାନ କିପରି କରାଯିବ ସେନେଇ ବିିଭିନ୍ନ ଚିନ୍ତା ଓ ଯୋଜନା କରାଯାଉଛି। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବରୁ...

ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ଛେଣ୍ଡିପଦା, ୨୬ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଜରପଡା ଥାନା ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ରେଲଓ୍ବେ ଓଭର ବ୍ରିଜ ନିକଟରେ ଶନିବାର ଏକ ଟ୍ରକ୍‌ ସାମ୍‌ନା ପଟରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ...

ଟ୍ରକ ପଛକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୨ ଜଣଙ୍କ ଜୀବନ

ଗୋପାଳପୁର,୨୬ା୯- ଗଞ୍ଜାମ ଜିଲା ୧୬ନଂ. ଜାତୀୟ ରାଜପଥରେ ଶନିବାର ଗୋଳନ୍ଥରା ଥାନା ଅଟୋନଗର ନିକଟରେ ଟ୍ରକ୍‌ ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହେଲପର ଓ ଭଦ୍ରକ ଜିଲା ସଂଗ୍ରାମପୁର...

କଟକରୁ ଆଜି ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୯-କଟକ ସହରରୁ ଆଜି ଆଉ ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୮ ରହିଛି। ନୟାବଜାରରୁ ୮, ତୁଳସୀପୁରରୁ ୮, ଚାଉଳିଆଗଞ୍ଜରୁ ୭, ବିଡାନାସୀରୁ ୬, କଲ୍ୟାଣୀ...

କୋରାପୁଟରୁ ଆଜି ଆଉ ୩ ଜୀବନ ନେଲା କରୋନା, ୮୨ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ଶନିବାର ଆଉ ୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। ସେହିପରି ଆଜି ଆଉ ୮୨ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri