ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ
ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, ଭଦ୍ରକ...
କଟକ ସହରରୁ ୧୬୮ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୩।୧୦-କଟକ ସହରରୁ ଶନିବାର ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୯୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ...
ଯୋଡ଼ା ଗଣବଳାତ୍କାର ମାମଲା: ଏସ୍ପିଙ୍କୁ ଏନ୍ଏଚ୍ଆରସି ମାଗିଲେ ଅତିରିକ୍ତ ସୂଚନା
କେନ୍ଦୁଝର,୩ା୧୦(ସ୍ବ.ପ୍ର.): ଯୋଡ଼ା ଗଣବଳାତ୍କାର ମାମଲାରେ ପୀଡ଼ିତାଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଏସ୍ପିଙ୍କୁ ଚିଠି କରି ଅତିରିକ୍ତ ସୂଚନା ମାଗିଛନ୍ତି ା ଏହି ଗଣବଳାତ୍କାର ମାମଲାକୁ ନେଇ କମିଶନ କେସ୍ ନମ୍ବର ୨୫୬୧/୧୮-୭-୨୦୧୯ରେ କେସ...
ବରଗଡ଼ରେ ପୁଣି କଫ୍ସିରପ କାରବାର: ୨ ଗାଡ଼ି ଜବତ, ୫ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୩ା୧୦: ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ଗୋରୁ ମାର୍କେଟ ଅଞ୍ଚଳରୁ ବିପୁଳ ପରିମାଣରେ କଫ୍ ସିରପ ଜବତ କରିଛି। ଏହା ସହିତ ଏହି କାରବାରରେ ବ୍ୟବହୃତ ୨ଟି ୪ଚକିଆ ଗାଡ଼ିକୁ ଜବତ କରିବା ସହିତ ୫ ଅଭିଯୁକ୍ତଙ୍କୁ...
ଅକ୍ଟୋବରର ପ୍ରତ୍ୟେକ ଶନିବାର, ରବିବାର ବନ୍ଦ ରହିବ ଜି. ଉଦୟଗିରି ବଜାର
ଜି. ଉଦୟଗିରି, ୩।୧୦(ଡି. ଏନ୍. ଏ .): କନ୍ଧମାଳ ଜିଲା ଜି. ଉଦୟଗିରି ସହର ସମେତ ଗ୍ରାମାଞ୍ଚଳରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ନେଇ ଜି. ଉଦୟଗିରି ବ୍ୟବସାୟୀ ସଂଘ ଜି. ଉଦୟଗିରି...
ଅନ୍ଲାଇନ ଖେଳ ନିଶା: ମା’ ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କାଟି ଜୀବନ ହାରିଲେ ଛାତ୍ର
ଯୋଡ଼ା,୩।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗୌଡ଼ବସ୍ତିଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍ଲାଇନ ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କମାରଯୋଡ଼ାରେ ରହୁଥିବା ବିନୋଦ ଆପଟ୍ଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଯୋଡ଼ା...
ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଫାଶୀ ଦେବାକୁ ଦାବି...
ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍ ଆମ୍ବେଡକର ରାଇଟ୍ ଫୋରମ୍ ଏବଂ କଳାହାଣ୍ଡି ଦଳିତ ମଞ୍ଚ ତରଫରୁ ଗଣ ବିକ୍ଷୋଭ କରାଯାଇଛି। ଏଥିରେ ଏପିଆଇର ଛବିଲାଲ...
ନିଶା କାରବାର ଯୋଗୁ ବଢୁଛି ଅପରାଧ: ଏସ୍ପିଙ୍କୁ ଫେରାଦ ହେଲା ଅଭିଭାବକ ସଂଘ
ବରଗଡ଼ ଅଫିସ,୩।୧୦: ବରଗ ଜିଲାରେ ନିଶା କାରବାର ବଢି ଚାଲିଛି। କଫ ସିରପ୍, ନିଶା ବଟିକା ଆଦି ସେବନ କରି ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ଏପରିକି ଚୋରି, ଡକାୟତି, ଲୁଟପାଟଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଇ ଚାଲିଛନ୍ତି...
ବରଗଡ଼ରେ ୫ମାସର ଶିଶୁକୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୬୬୭୫ରେ ପହଞ୍ଚିଲା
ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶନିବାର ଜିଲାରେ ପୁଣି ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୫ମାସର ଶିଶୁ...
୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ
ପୁରୀ ଅଫିସ, ୩।୧୦: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍ ଅତ୍ୟନ୍ତ ଦୁଲର୍ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଆସୁଛି। ହେଲେ ରଘୁନାଥ ବେଶ ହେଉନାହିିଁ। ତଥ୍ୟ...
ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ
ଡେଲାଙ୍ଗ,୩।୧୦(ଡି.ଏନ୍.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ ଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ...
Archives


