ଆମ ଜିଲା ଖବର

ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାର ମାଗିଲେ ସୁରକ୍ଷା

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ ପରିବାର ଏବେ ରାସ୍ତାରେ ସୁରକ୍ଷା ପାଇଁ ବୁଲୁଛନ୍ତି। ଏନେଇ ସେମାନେ ଶୁଆକାଠି ଫାଣ୍ଡିକୁ ମଙ୍ଗଳବାର…

ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଛାଡ଼ି ଚାଳକ ଚମ୍ପଟ

କୋକସରା,୧୬ା୩(ଡି.ଏନ୍‌.ଏ.): କୋରାପୁଟ ଅଞ୍ଚଳରୁ କଳାହାଣ୍ଡି ପଟେ ଆସୁଥିବା ଏକ ବୋଲେରୋ ନମ୍ବର ଓ ୦୮ ସି ୪୨୮୪ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଟିମ୍‌ ଚଢ଼ାଉ…

ପର୍ଯ୍ୟଟନସ୍ଥଳୀ ଡୋକାରିଚଞ୍ଚରାର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ଅଧିକାରୀ

କୋକସରା,୧୬ା୩(ଡି.ଏନ୍‌.ଏ.): କୋକସରା ବ୍ଲକ ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରାରେ ବନ ବିଭାଗ ଅଧୀନରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ଦକ୍ଷିଣ ବନଖଣ୍ଡ…

ଧରିତ୍ରୀ ପ୍ରଭାବ: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ

ହାଟଡିହୀ୧୬ା୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢ଼ା ପଞ୍ଚାୟତ ୧୪ଟି ଓ୍ବାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର ,ସାଗରିକା ଜେନା,ସୁକାନ୍ତି ପାତ୍ର ମୋଟ୍‌ ୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଥିଲେ। ମୋଟ ୪୫୭୦ ଜଣ ମତଦାନ କରିଥିବା…

ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଷ୍ଟାର ପ୍ରଚାରକ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁଙ୍କ ପ୍ରଚାର ପାଇଁ ଷ୍ଟାର ପ୍ରଚାର ଭାବେ ଓଡ଼ିଆ ସିନେ ତାରକା ଓହ୍ଲାଇଛନ୍ତି। ସିନେଷ୍ଟାର ପୁପିନ୍ଦର ସିଂ, ଲିପ୍‌ସା ମିଶ୍ର, ପ୍ରିୟଙ୍କା ମହାପାତ୍ର ଓ କମେଡିଆନ ସୁମନ ମହାରଣା ବୁଧବାର ନିକୁଙ୍କ ପାଇଁ ୧୨…

ଗଛରେ ପିଟିହେଲା ବସ୍‌: ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ

କୋରାପୁଟ,୧୬ା୩(ସ୍ବ.ପ୍ର.): କୋରାପୁଟ ଦାମନଯୋଡ଼ିରୁ ଏକ ବସ୍‌ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲପରଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏହା ଏକ ଗଛରେ ପିଟି ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶର…

ଏପ୍ରିଲ ୪ରୁ ସକାଳୁଆ କୋର୍ଟ; ଜାଣନ୍ତୁ କେଉଁଠି ହେବନାହିଁ ଲାଗୁ

କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ…

ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ

କେସିଙ୍ଗା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ସରପଞ୍ଚ ହେମନ୍ତ ନାଗ୍‌ଙ୍କଠାରୁ ନୂଆ ସରପଞ୍ଚ ଝରଣା ବାଗ୍‌ ଦାୟିତ୍ୱ ନେଇଛନ୍ତି।…

ଅସୁସ୍ଥ, ବୟସ୍କ ବ୍ୟକ୍ତି ମନ୍ଦିର ନ ଆସିବାକୁ ପରାମର୍ଶ ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨ ଓ ୨୯ ଏବଂ ଆସନ୍ତା ଏପ୍ରିଲ ୫ ଏବଂ ୧୨ ତାରିଖରେ ପାଳିତ ହେବାକୁ ଥିବା ଚୈତ୍ର ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ବୁଧବାର…

ପରଲୋକରେ ପୂର୍ବତନ ସରପଞ୍ଚ

କର୍ଲାମୁଣ୍ଡା,୧୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକ(୪୩)ଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପାଇବା ପରେ ତେରେସିଂହା ଓ କର୍ଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ…

ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ

ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାନ ଜାମୁପଶି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାଜକିଶୋର ମୁଣ୍ଡା। ବୁଧବାର ସକାଳୁ ବକ୍ତିଙ୍କ ଘର ପାଖରେ…

ଏମିତି ବି ମୃତ୍ୟୁ ଆସେ: ଭତ୍ତା ଟଙ୍କା ଆଣିବା ହେଲା ସ୍ବପ୍ନ

ଖଇରା,୧୬।୩(ଡି.ଏନ୍‌.ଏ.): ମୃତ୍ୟୁ କାହାକୁ କେତେ ବେଳେ ମଧ୍ୟ କବଳିତ କରିପାରେ। ଭତ୍ତା ଆଣିବା ରହିଗଲା ସ୍ବପ୍ନରେ। ଅଧା ରାସ୍ତାରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ନୂଆଗାଁରେ। ଗ୍ରାମର ମାୟାଧର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?