ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ
ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାନସଙ୍କୁ ଚାନ୍ଦବାଲିରୁ…
ଗ୍ରାମବାସୀ ଗଢ଼ିଲେ ଡାକଘର
କେନ୍ଦ୍ରାପଡ଼ା ଅଫିସ,୧୮ା୩: କୁହାଯାଏ, ମିଳିତ ହାତ ବଳ ଯେମିତି ଶକ୍ତିଶାଳୀ, ତା’ର ଫଳ ବି ସେମିତି ମିଠା। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରାପଡ଼ା ବ୍ଲକ୍ ଅଧୀନ ଗୋଗୁଆ ଗ୍ରାମବାସୀ। ସେମାନଙ୍କ ମିଳିତ ଉଦ୍ୟମ, ଆର୍ଥିକ ସହାୟତା…
ପ୍ରଚାରରେ ମନ୍ତ୍ରୀ, ଏମ୍ପି
ବରଗଡ଼ ଅଫିସ୍/ବରପାଲି,୧୭।୩(ଡି.ଏନ.ଏ): ବରଗଡ଼ ଜିଲାରେ ଆସନ୍ତା ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ଗ୍ରହଣ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଜିଲାର ବରଗଡ଼ ମ୍ୟୁନିସିପାଲିଟି ସମେତ ବିଜେପୁର, ବରପାଲି ଏବଂ ପଦ୍ମପୁରରେ ଏହି…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ
ଜୟପୁର, ୧୭ା୩ (ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ବିଚାର ଗୁରୁବାର ଫାଷ୍ଟଟ୍ରାକ୍ ସ୍ପୋଶାଲ କୋର୍ଟରେ ହୋଇଛି। ଆଡହକ ଆଡିସନାଲ ସେସନ ଜଜ୍ ପ୍ରଦୀପ କୁମାର ସାସମଲ ମାମଲାର ରାୟ ଶୁଣାଣି…
ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଗୁରୁତର
ରାୟଗଡ଼ା ଅଫିସ,୧୭ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଦୟାନିଧି ବେହେରା, ସ୍ତ୍ରୀ ଲକ୍ଷ୍ମୀ, ବଡ଼ ବୋହୂ ସ୍ବପ୍ନା…
ଦୋଳଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
ଗଞ୍ଜାମ,୧୭।୫(ଡି.ଏନ୍.ଏ.): ଗଞ୍ଜାମ ସହରରେ ଚାଲିଛି ଦୋଳଯାତ୍ରା। ଏନେଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ସହରରେ କିପରି ଶାନ୍ତି ଶୃଙ୍ଖଳାକୁ ବଜାୟ ରହିବ ସେନେଇ ଗୁରୁବାର ସନ୍ଧ୍ୟାରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ଏହାର ସ୍ଥିତି ଅନୁଧ୍ୟାନ…
ପ୍ରେମ ପାଇଁ ହାରିଲେ ଜୀବନ
ଖଡ଼ିଆଳ,୧୭।୩(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ କୋଟାମାଲ ଗାଁର କମଳ ମାଝି। ପ୍ରେମ ସମ୍ପର୍କକୁ ନେଇ କମଳ ଆତ୍ମହତ୍ୟା କରିଥିବା ଜଣାପଡିଛି।…
ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା
ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍ସିଏଲ୍ ରାମପୁର କଲୋନୀ ଏମ୍କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ଠେଙ୍ଗାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ…
ଗାଧୋଇବା ବେଳେ ଚାଲିଗଲା ଜୀବନ
ଜଗତସିଂହପୁର ଅଫିସ, ୧୭।୩: ଜଗତସିଂହପୁର ଜଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଷଲ ମହାନଦୀ ଘାଟରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ…
ଘରେ ରଖିଥିଲେ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ, ବାନ୍ଧିଲା ପୋଲିସ
ଚିତ୍ରକୋଣ୍ଡା,୧୭ା୩(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଏସ୍ଡିପିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନାଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଚିତ୍ରକୋଣ୍ଡା ଥାନା…
କେସିଙ୍ଗା ଏନ୍ଏସିରେ ବିଜେଡିର ଜୋରଦାର ପ୍ରଚାର
କେସିଙ୍ଗା,୧୭ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ଜୋର୍ଦାର ପ୍ରଚାର ଚାଲିଛି। ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି କେସିଙ୍ଗା ଏନ୍ଏସିରେ ସେତିକି ଜୋରଦାର ପ୍ରଚାର ବିଜେଡି ପକ୍ଷରୁ ଚାଲିଛି। ଗୁରୁବାର ସହରର ୧୦ ଓ ୧୧ ଓ୍ବାର୍ଡରେ ଏନ୍ଏସିର ଅଧ୍ୟକ୍ଷ ପ୍ରାର୍ଥୀ…
ରାଜ୍ୟ ବାହାରୁ ଆସିବେ କଳାକାର
ଅନୁଗୋଳ ଅଫିସ,୧୭ା୩: କରୋନା ମହାମାରୀ ସଂକ୍ରମଣ କାରଣରୁ ଗତ ୨ବର୍ଷ ହେଲା ଅନୁଗୋଳ ଜିଲା ମହୋତ୍ସବ ଆୟୋଜନ ହୋଇପାରି ନ ଥିଲା। ହେଲେ ଚଳିତବର୍ଷ ଏହା ଧୁମ୍ଧାମରେ ଆୟୋଜନ କରାଯିବା। ଏପରି କି ରାଜ୍ୟ ବାହାରୁ କଳାକାରଙ୍କୁ ଆମନ୍ତ୍ରଣ କରାଯିବ। ଏଥିପାଇଁ…

