ଆମ ଜିଲା ଖବର

ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ସୁବର୍ଣ୍ଣପୁର ଜିଲା…

ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ଏଯାବତ୍‌ ୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ୨ ଜଣଙ୍କର ମୃତଦେହ ମିଳିଥିଲା। ନିଖୋଜ…

ଭାରସାମ୍ୟ ହରାଇ ଖାଲରେ ପଡିଲା ବାଇକ୍‌: ଜଣେ ମୃତ ଜଣେ ଗୁରୁତର

ମାଲକାନଗରି,୧୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ସଦର ବ୍ଲକ କଲେଜ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବାଇକ୍‌ ଖାଲରେ ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ କସାବାହାଲ ଗ୍ରାମର ସହଦେବ…

ହାତୀ ଉପଦ୍ରବ: ଅଭିଯୋଗ ଶୁଣୁନି ବନ ବିଭାଗ

ପଡ଼ିଆବାହାଲ,୧୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଦେଦାରନୂଆପାଲି ଅଞ୍ଚଳରେ ସାତଘରିଆ ହାତୀପଲ ୪ ଦିନ ହେଲା ଘୁରିବୁଲି ବ୍ୟାପକ ଧାନ ଚାଷ ନଷ୍ଟ କରୁଛନ୍ତି। ଗୁରୁବାର ସାତଘର ଥିଲାବେଳେ ଆଜି ଦୁଇ ଘର ସନ୍ଧ୍ୟା ସୁଦ୍ଧା କ୍ଷେତରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇ…

‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି । ଝିଅ ପକ୍ଷର କିଛି ଦୋଷ ନାହିଁ । ମୋ…

ଫୁଲକୋବି ଖାଇ ଦମ୍ପତି ଗୁରୁତର

ଆର୍‌.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି…

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ୍‌

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ଧକ୍କାରେ ଜଣେ ୧୯ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ…

ପୌରାଧ୍ୟକ୍ଷା ପ୍ରାର୍ଥନୀଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ,୧୮।୩(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପୌରାଧ୍ୟକ୍ଷା ସମେତ ୧୯ଟି ଓ୍ବାର୍ଡ କାଉନ୍‌ସିଲର ପଦବୀ ହାତେଇବା ପାଇଁ ତିନି ପ୍ରମୁଖ ବିଜେଡି,…

ପାରାଦୀପ ଗଡ ସବଷ୍ଟେସନରେ ଅଗ୍ନିକାଣ୍ଡ

ପାରାଦୀପ,୧୮।୩(ସ୍ବ.ପ୍ର.): ପାରାଦୀପଗଡ଼ ଠାରେ ଥିବା ୧୩୨ କେଭି ସବଷ୍ଟେଶନରେ ଶୁକ୍ରବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୌଭାଗ୍ୟ ବଶତଃ ଏଥିରେ କେହେି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ଖବରପାଇ ପାରାଦୀପ ବନ୍ଦର…

ଖରସ୍ରୋତାରେ ବୁଡ଼ି ଜଣେ ମୃତ, ୪ ନିଖୋଜ

ଯାଜପୁର ଅଫିସ,୧୮।୩: ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଶୁକ୍ରବାର ୬ ଜଣ ଯୁବକ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ୪ ଜଣ ଯୁବକ ନିଖୋଜ ଅଛନ୍ତି।…

ରାଉରକେଲାରେ ମୁଖ୍ୟ ଶାସନ,ଫାଇଭ-ଟି ସଚିବ: ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ

ସୁନ୍ଦରଗଡ଼ ଅଫିସ,୧୮।୩: ସୁନ୍ଦରଗଡ଼ ଜିଲା ରାଉରକେଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଯାଇଛନ୍ତି। ସେମାନେ ସେଠାରେ ପହଞ୍ଚି ବିପିୟୁଟି ପରିସରରେ ନିର୍ମିତ ଦେଶର ସର୍ବବୃହତ ହକି ଷ୍ଟାଡିୟମ କାର୍ଯ୍ୟ ତଦାରଖ…

ଏମ୍‌ବି ଛାତ୍ର ଅଧ୍ୟକ୍ଷ ପ୍ରାର୍ଥୀ: ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

କେସିଙ୍ଗା,୧୮।୩: ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୩ ପ୍ରମୁଖ ଦଳ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍‌ବିଏ ଛାତ୍ର ସଚିନ ଜୈନ ଭାଜପାରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?