ଶିକ୍ଷା ବିଭାଗରେ କଳାଦାଗ: ମହିଳା ସିଆରସିସିଙ୍କୁ ନିର୍ଯାତନା ଦେଇ ବନ୍ଧାହେଲେ ଡିଇଓ-ବିଇଓ-ପିଇଟି
ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ କାର୍ଯ୍ୟରତ ଜଣେ ମହିଳା ସିଆରସିସିଙ୍କୁ ନିର୍ଯାତନା ସହିତ ଅଶ୍ଳୀଳ ମେସେଜ୍ କରିବା ମହଙ୍ଗା ପଡିଛି। ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ…
ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା: ଭତ୍ତା ପାଇଁ ଦେଶୀଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ହିତାଧିକାରୀ
ନନ୍ଦପୁର,୩୦ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପରଜା ବଡ଼ପଡ଼ା ପଞ୍ଚାୟତର ବୃଦ୍ଧା, ବୃଦ୍ଧ, ବିଧବା, ଅସହାୟମାନଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଟଙ୍କା ଉଠାଣ ଲାଗି ଜୋଲାପୁଟ ଜଳଭଣ୍ଡାର ପାର ହେବାକୁ ବିପଦସଙ୍କୁଳ ଅବସ୍ଥାରେ ଦେଶୀଡଙ୍ଗା ଯାତ୍ରା କରିବାକୁ ପଡୁଛି।…
ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲା…
ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ରଖିବା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି…
ବଜ୍ରପାତରେ ୭ ଗୋରୁ ମୃତ: ସହାୟତା ଦାବି
ଟିକିରି,୩୦।୪(ପ୍ରଫୁଲ୍ଲ କୁମାର ବେହେରା):ରାୟଗଡ଼ା ଜିଲା କାଶିପୁର ବ୍ଲକ ଡଙ୍ଗା ସିଲ ପଞ୍ଚାୟତ ଅନ୍ତର୍ଗତ ଗୁଗାନ ଗ୍ରାମରେ ପ୍ରାକୃତିକ ଦୁର୍ଘଟଣା ବଜ୍ରପାତରେ ଗ୍ରାମର ମୋଟ ୭ ବଳଦ ଓ ଗାଈଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଅନନ୍ରାମ ମାଝୀଙ୍କ ୨ଟି ବଳଦ, ସୀତା ରାମ…
ବଜ୍ରପାତରେ ଜଳିଗଲା ଘର: ଆସବାବପତ୍ର ଜଳିପୋଡ଼ି ପାଉଁଶ
ପାଟଣା ,୩୦/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଝପା ସାହିରେ ବଜ୍ରପାତରେ ୫ ବଖରା ଆଜବେଷ୍ଟସ ଗୃହ ଜଳିପୋଡ଼ି ଭାଙ୍ଗିଯିବା ସହ ଆସବାବପତ୍ର ପୋଡ଼ିଯାଇଛି। କାଳବୈଶାଖୀ ପ୍ରଭାବ ବଜ୍ରପାତ ଘଟି ସାଗର ପାତ୍ରଙ୍କ…
ଆଜି ବି ଅନ୍ଧାରରେ ନେହେଲା: ଦୁର୍ଗମ ଅଞ୍ଚଳରେ ସାତସପନ ବିଜୁଳି
ଥୁଆମୂଳ ରାମପୁର,୩୦ା୪ (ଦୁର୍ଗା କୀର୍ତ୍ତି):ସରକାର ସବୁ ଗାଁକୁ ବିଜୁଳିର ନାରା ଦେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଏହା ଏବେ ବି ସାତସପନ। ସ୍ବାଧୀନତାର ୭ ଦଶନ୍ଧି ପରେ ବି ଏହି ଗାଁକୁ ବିଜୁଳି ଆଲୁଅ…
ଭିନ୍ନକ୍ଷମଙ୍କ ପାଖରେ ସରକାରୀ ସୁବିଧା ଅପହଞ୍ଚ: ଜିଲାପାଳଙ୍କ ଦ୍ୱାରସ୍ଥ
ନୂଆପଡ଼ା,୩୦ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗଁାର ଜଣେ ଭିନ୍ନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗଁାର ମକରନ ହଂସଙ୍କ କନିଷ୍ଠ ଝିଅ ଭିନ୍ନକ୍ଷମ ରୀନା ହଂସ (୨୯)। ତାଙ୍କ…
ନୃସିଂହ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼: ସକାଳୁ ସକାଳୁ ଘଟିଲା…
ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୃସିଂହ ଚତୁର୍ଦ୍ଧଶୀ ମହା ସମାରୋହରେ ପାଳିତ ହେଉଛି। ଏହି ଉପଲକ୍ଷେ ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗୁରୁବାର ସକାଳୁ ଚାରି…
ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ
ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ ଥିବା ଏକ ବାଛୁରୀକୁ ବାଘ ଖାଇ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ବାରପାହାଡ…
ଧାନବିକ୍ରି ନ ହେବା ଘଟଣାରେ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ: ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବରଗଡ,୩୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷର ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜିକୃତ ଚାଷୀଙ୍କୁ ଟୋକନ ପ୍ରଦାନ ସମ୍ପର୍କିତ ଏକ ମାମଲାର…
ଜିଲାସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ: ନୂଆ ଶିକ୍ଷାନୀତି ସମ୍ପର୍କରେ ଦିଆଯିବ ତାଲିମ
ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜିଲାସ୍ତରୀୟ ଆଚାର୍ଯ୍ୟାଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟଶାଳା ଶୁକ୍ରବାର ଉଦଯାପିତ ହେବା…
ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ ୨ ପଦସ୍ଥ ଅଧିକାରୀ ଏବଂ ଅନ୍ୟ ଜଣେ କର୍ମଚାରୀ ରହିଥିବା ସୂଚନା ମିଳିଛି।…

