ବକେୟା ବିଲ୍ ଆଦାୟ କରିବାକୁ ଯାଇ ମାଡ଼ ଖାଇଲେ
ସମ୍ବଲପୁର,୨୯ା୩ (ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍ କର୍ମଚାରୀମାନେ ବକେୟା ବିଦ୍ୟୁତ ବିଲ ସଂଗ୍ରହ କରିବାକୁ ସୁନ୍ଦରଗଡ ଜିଲା ଡିଭିଜନ ଗୋପାଳପୁର ସେକ୍ସନ ଅଧୀନ ତିସୁରିଆ ଗ୍ରାମକୁ ଯାଇଥିଲେ। ଉକ୍ତ ଗ୍ରାମର ୪ଜଣ ବ୍ୟକ୍ତି ଲାଇନମ୍ୟାନ କିଶୋର ଚନ୍ଦ୍ର ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏ…
ଥାନାରୁ ଖସି ପଳାଇଲେ ୩ ଅଭିଯୁକ୍ତ
ସମ୍ବଲପୁର,୨୯ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ କୋର୍ଟ ଚାଲାଣ ପୂର୍ବରୁ ଚମ୍ପଟ୍ ମାରିଛନ୍ତି। ସେମାନେ ହେଲେ ଝାକି କୁମାର, ସମୀର ଚୌଧୁରୀ ଓ ମହମ୍ମଦ ସକିଲ। କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଡାଇରି ଚାର୍ଜ ଅଫିସର (ଡିସିଓ)…
ବିଜେଡି ହାତରୁ ଖସିଲା ୩ ଏନ୍ଏସି
ଛତ୍ରପୁର,୨୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍ଏସି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସିଯାଇଛି। ଗତ ପୌର ନିର୍ବାଚନରେ ବିଜେଡି ଏହି ୩…
କେନ୍ଦ୍ରାପଡ଼ା ପ୍ରଶାସନର ନୂଆ ପ୍ରୟାସ ‘ପଲ୍ଲୀରେ ପ୍ରଶାସନ’
କେନ୍ଦ୍ରାପଡ଼ା ଅଫିସ, ୨୯ା୩:କରୋନା କଟକଣା ଯୋଗୁ ଦୀର୍ଘଦିନ ହେବ ପ୍ରଶାସନିକ ଜନଶୁଣାଣି ବନ୍ଦ ରହିଛି। ଲୋକମାନେ ନିଜ ଅଭାବ ଅଭିଯୋଗକୁ କାହା ଆଗରେ କହିବାକୁ ସୁଯୋଗ ପାଇନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ଅଧିକାଂଶ ସମୟ ଜିଲା ମୁଖ୍ୟାଳୟରେ ବ୍ୟସ୍ତ ରହୁଛନ୍ତି। ସେମାନେ ଲୋକଙ୍କ…
ପାରାଦୀପ ବନ୍ଦର ନାମ ବଦଳିଲା
ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ରଖାଯାଇଛି। ଏ ନେଇ ସୋମବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନୂତନ…
କାଠଯୋଡ଼ିିକୁ ପ୍ରଦୂଷିତ ପାଣି ଛାଡ଼ ନାହିଁ: ହାଇକୋର୍ଟ
କଟକ ଅଫିସ,୨୯ା୩:ଖାନ୍ନଗରଠାରେ କାଠଯୋଡ଼ି ନଦୀରେ ମିଶୁଥିବା ପ୍ରଦୂଷିତ ଜଳକୁ ବନ୍ଦ କରିବାକୁ ହାଇକୋର୍ଟ ସୋମବାର କଟକ ମହାନଗର ନିଗମ(ସିଏମ୍ସି)କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ…
ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ
ବେଲପଡା, ୨୯ା୩(ଡି.ଏନ୍.ଏ.):ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍ରେ…
ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ
ବେଲପଡା, ୨୮ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍ରେ…
ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ ଗିରଫ
ଦେବଗଡ଼,୨୮।୩(ଡି.ଏନ୍.ଏ.)-ନିଜକୁ ପିଏଲ୍ଏଫ୍ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍ ଇଣ୍ଡିଆ) ସଦସ୍ୟ ବୋଲି କହି ପିସ୍ତଲ ଦେଖାଇ ଭୟଭୀତ କରି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳର ଜଣେ ମହିଳାଙ୍କଠାରୁ ୧ଲକ୍ଷ ଟଙ୍କା ଦାବି କରୁଥିବା ଘଟଣାରେ ସୋମବାର ପୋଲିସ ଜଣେ ନବନିର୍ବାଚିତ…
ଖେଳିବାକୁ ଯାଇଥିବା ବେଳେ ଫୁଟିଲା ବୋମା:୩ ନାବାଳିକା ଗୁରୁତର
ଭଦ୍ରକ ଅଫିସ/ବନ୍ତ,୨୮।୩(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ତ୍ରିକୋଣା ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ ବୋମା ଫୁଟି ୩ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଏଥର ବି ଦଶାଶ୍ବମେଧ ଘାଟରେ ବୁଡ଼ ପକାଇବେନି ଶ୍ରଦ୍ଧାଳୁ: ଲାଗିଲା ୧୪୪ ଧାରା
ଯାଜପୁର ଅଫିସ,୨୮।୩: ଯାଜପୁର ଜିଲା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ ସ୍ନାନ ଯୋଗ ଥିବା ବେଳେ ଜିଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରେ ୧୪୪ ଧାରା…
ଶ୍ରମିକ ୟୁନିୟନର ରାଜପଥ ଅବରୋଧ
ହିଞ୍ଜିଳିକାଟୁ,୨୮।୩(ଡି.ଏନ୍.ଏ.): ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଘରୋଇକରଣ ବନ୍ଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର…

