ଗ୍ରୋସେରି ଦୋକାନରେ ମଦ ବିକ୍ରି
ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ…
ବ୍ୟାପୁଛି ଜଙ୍ଗଲ ନିଆଁ
ଛେଣ୍ଡିପଦା,୨୧।୪(ସ୍ବ.ପ୍ର.): ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି…
ପଥରରେ ନିର୍ମାଣ ହେବ ପୋତାଗଡ଼ ମୁଖ୍ୟ ଫାଟକ: ନିର୍ମାଣ କାର୍ଯ୍ୟ ଶୀଘ୍ର, ୬ କୋଟି ୯୭ ଲକ୍ଷ ବ୍ୟୟ ଅଟକଳ
ଗଞ୍ଜାମ,୨୧।୪(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ତହସିଲ ଅଫିସ…
ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ
ଛତ୍ରପୁର,୨୧।୪(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା ନିର୍ମାଣ ପରିକଳ୍ପନା କରାଯାଇଥିଲା। ତେବେ ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ଡିମାରକେଶନରେ…
ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତା ଦେଖାଇଲେ ବିଡିଓ
ଚମ୍ପୁଆ, ୨୧।୪(ଡି.ଏନ୍.ଏ.): ଅଫିସ କାର୍ଯ୍ୟରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡିରେ ଆଣି ମାନବିକତାର ନିଦର୍ଶନ ଦେଖାଇଛନ୍ତି ଚମ୍ପୁଆ ବିଡିଓ ଜ୍ୟୋତ୍ସ୍ନା ନାଏକ। ଖୁବ୍କମ୍ ଦିନ ଭିତରେ ଚମ୍ପୁଆ ବ୍ଲକର ଦାୟିତ୍ୱ ନେଇଥିବା ଜ୍ୟୋତ୍ସ୍ନାଙ୍କ ମାନବିକତା ପାଇଁ ତାଙ୍କୁ ଜନସାଧାରଣ ସାଧୁବାଦ…
ବେଆଇନ ଇଟାଭାଟି, ଲୋକେ ଅତିଷ୍ଠ
ପଦ୍ମପୁର,୨୧।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଧଡ଼କ ଭାବେ ଚାଲିଛି ବେଆଇନ ଇଟାଭାଟି। ନାୟକାଣିଡିହୀ, କରଞ୍ଜଆଡ଼ିଆ, ଗୋବିନ୍ଦପୁର, ବିଦେଇପୁର, ବିରସ, ବାଲିମେଦ, ଲକ୍ଷ୍ମୀଦାସପୁର, ଜଗନ୍ନାଥପ୍ରସାଦ, ରାଜଘରପୋଖରୀ ଓ ଆନ୍ଦୋଳା ପଞ୍ଚାୟତରେ ଶତାଧିକ ଇଟାଭାଟି ଗଢ଼ି ଉଠିଛି।…
ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ, ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍
ଫୁଲନଖରା,୨୧।୪(ଡି.ଏନ୍.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ଗୁରୁବାର ଭୋର ସମୟରେ ଏକ କାର ବ୍ରିଜ଼ ତଳକୁ ଖସିପଡିଛି। କାରରେ ୪ଜଣ ଯାତ୍ରୀ ଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ…
୮ଦିନ ମଧ୍ୟରେ ଯୋଗାଣ ନ ହେଲେ ଆନ୍ଦୋଳନ
ବାରିପଦା ଅଫିସ, ୨୧।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ପାନୀୟ ଜଳ ସଙ୍କଟକୁ ନେଇ ବୁଧବାର ଶତାଧିକ ମହିଳା ଗରା, ବାଲ୍ତି ଧରି ରାସ୍ତା ଅବରୋଧ କରିଛନ୍ତି ା ୮ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ପିଇବା ପାଣି ଯୋଗାଇ…
ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା
ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ ଲାଗିଛି। ଘନ ଘନ ବିଦ୍ୟୁତକାଟ୍ ଯୋଗୁ ପାଇପ୍ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି।…
ନିର୍ଦ୍ୱନ୍ଦ୍ୱରେ ଜିତିଲେ ଓସିମ ଏଜଦାନୀ କାଦ୍ରୀ
ଧାମନଗର, ୨୧।୪(ସ୍ବ.ପ୍ର./ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଏନ୍ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ୬ନଂ. ୱାର୍ଡର କାଉନ୍ସିଲର ଓସିମ ଏଜଦାନୀ କାଦ୍ରୀ(ନୁରାନି) ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଯେ, ଗତ ମାର୍ଚ୍ଚ ୨୪ରେ…
ଡିପିଆର୍ ଅନୁମୋଦନ ବିନା ଚାଲିଛି କାମ
ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ଏଥିଲାଗି ବୁଧବାର ନମୁନା ଆସି ପହଞ୍ଚିଛି। ଶ୍ରୀମନ୍ଦିର ନିକଟରେ ଏହି ନମୁନାକୁ ରଖାଯାଇଛି।…
ଖୋର୍ଦ୍ଧାରେ ଚାଲିଛି ଶତାଧିକ ବେଆଇନ ଖଣି, କ୍ରଶର
ଖୋର୍ଦ୍ଧା ଅଫିସ,୨୧ା୪: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚୋରା ଚାଲାଣ ବଢିବାରେ ଲାଗିଛି। ଏନ୍ଜିଟି ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ଆରମ୍ଭ ହୋଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଲଘୁ…

