ସ୍କୁଲ ବହି ବିକି ପ୍ରଧାନ ଶିକ୍ଷକ ନିଲମ୍ବିତ
ଟେନ୍ସା,୨୧।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ସିଂ ଛାତ୍ରୀଛାତ୍ରଙ୍କ ବହିକୁ କବାଡିବାଲାକୁ ବିକ୍ରି କରିଥିଲେ। ଏହି ଅଭିଯୋଗରେ କୋଇଡ଼ା ବିଇଓ ମହମ୍ମଦ ଏସ.ରେହେମାନ ଗୁରୁବାର ପ୍ରଧାନ ଶିକ୍ଷକ ସିଂଙ୍କୁ ନିଲମ୍ବିତ କରିଛନ୍ତି।…
ବାପ-ପୁଅଙ୍କୁ ହତ୍ୟା
ବରଗଡ଼ ଅଫିସ୍,୨୧।୪: ବରଗଡ଼ ଟାଉନ ଥାନା ଅଧୀନ ରୁହୁଣିଆ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ…
ଜେଲ ଗଲେ ବଳାତ୍କାରୀ
ବ୍ରହ୍ମପୁର ଅଫିସ,୨୧ା୪: ନାବାଳିକାଙ୍କୁ ଅପହରଣ ବଳାତ୍କାର ମାମଲାରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରିକି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଜଣକ ଗୋପାଳପୁର ଅଞ୍ଚଳର ଜୟସେନ ବେହେରା। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ…
ଅଟୋକୁ ଧକ୍କା ଦେଲା ହାଇଓ୍ବା: ୩ ମୃତ, ଜଣେ ଗୁରୁତର
ଆନନ୍ଦପୁର,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା…
ଏକା ସାଙ୍ଗରେ ୮୩ ପିଲାଙ୍କ ବ୍ରତୋପନୟନ
କବିସୂର୍ଯ୍ୟନଗର,୨୧ା୪(ଡି.ଏନ୍.ଏ.): ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ, ପୂର୍ବ ଖଣ୍ଡ ତାଲୁକା ପକ୍ଷରୁ କିଛି ବର୍ଷ ହେଲା ଗରିବ ବ୍ରାହ୍ମଣ ପିଲାଙ୍କ ସାମୁହିକ ବ୍ରତୋପନୟନ କାର୍ଯ୍ୟ ଜାରି ରହିଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସଂଘ ଏହି କାର୍ଯ୍ୟକ୍ରମ…
ଉତ୍ତରପ୍ରଦେଶରୁ ଉଠାଇ ଆଣିଲା ପୋଲିସ
ପାରଳାଖେମୁଣ୍ଡି,୨୧ା୪(ଡି.ଏନ୍.ଏ.): ଗଜପତି ପୋଲିସ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତରପ୍ରଦେଶ ଆଲିଗଡ଼ ଜିଲା ଡୋରିନଗର ଗ୍ରାମର ଯଶୋବନ୍ତ ସିଂ। ଗଜପତି ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଉତ୍ତରପ୍ରଦେଶରୁ ତାଙ୍କୁ ଉଠାଇ ଆଣିଛି। ଗତ ଅକ୍ଟୋବର ୩ରେ…
ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ମେ’ ୧୬ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ,୨୧।୪: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସ୍ଆଇକୁ ହାଇକୋର୍ଟ ଜବାବ ମାଗିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ…
ଜଳ ଛତ୍ରରେ ଦୁର୍ବୃତ୍ତ ମିସାଇଲେ ବିଷ: ପାଣି ପିଇ ୩ ଗୁରୁତର
ମାଲକାନଗିରି,୨୧।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ଅନ୍ତର୍ଗତ ଏମ୍ପିଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି…
କଟକ ଚଣ୍ଡି ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ
କଟକ ଅଫିସ,୨୧।୪: କଟକରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଗୁରୁବାର ସେ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି। ସେ ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ…
ଏମ୍ପି ପଦରୁ ଇସ୍ତଫା ଦେଲେ ସୁବାସ ସିଂ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ଏମ୍ପି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁରୁବାର ସେ ଏକ ଖବରଦାତା ସମ୍ମିଳନୀ କରି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।…
ଚିକିତ୍ସିତ ହେଉଥିବା ହାତୀଛୁଆର ମୃତ୍ୟୁ
ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଆଳୁସିଂ ଗ୍ରାମରେ ଗୁରୁବାର ସକାଳେ ବର୍ଷକର ଏକ ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀଛୁଆଟି ୨୦ ଦିନ ତଳେ ଅସୁସ୍ଥ ହୋଇ ବନ ବିଭାଗ ଦ୍ବାରା ଚିକିତ୍ସିତ ହେଉଥିଲା। ଖବର ପାଇ ସହକାରୀ…
ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ
କଟକ ସଦର,୨୧ା୪: କଟକ ସଦର ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତ (୭୨)ଙ୍କର ଗୁରୁବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସ୍ବର୍ଗତ ରାଉତ କିଡ୍ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତିରାଉତ ପାଟଣା ପଞ୍ଚାୟତରୁ ନିର୍ବାଚିତ ହୋଇ…

