ଆମ ଜିଲା ଖବର

କରୋନା ଟିକା ନେଲେ ଜିଲାପାଳ, ଏସ୍‌ପି

କେନ୍ଦୁଝର,୬।୨(ସ୍ବ.ପ୍ର.): ବିଶ୍ୱ ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗ ଧାଡ଼ିିର କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଶନିବାର ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜିଲାପାଳ ଆଶିଷ ଠାକ୍‌ରେ ଏବଂ ଏସ୍‌ପି ମିତ୍ରଭାନୁ ମହାପାତ୍ର ଟିକା...

ଚକାଜାମ କଲେ ଚାଷୀ: ବରଗଡ଼ର ୮ଟି ସ୍ଥାନରେ ଚାଲିଛି ଆନ୍ଦୋଳନ

ବରଗଡ଼ ଅଫିସ,୬।୨: ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଶନିବାର ବରଗଡ଼ ଜିଲାରେ ଏକାଧିକ ଚାଷୀ ସଂଗଠନ ନେତୃତ୍ୱରେ ସ୍ବତଃସ୍ଫୁର୍ତ୍ତଭାବେ ଚାଷୀମାନେ ଚକାଜାମ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି...

ପୁରୁଷୋତ୍ତମପୁରରେ କୋଭିଡ ଟିକା ଦାନ ଆରମ୍ଭ

ପୁରୁଷୋତ୍ତମପୁର,୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ଶନିବାର କୋଭିଡ ଟିକା ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ପ୍ରମୁଖ ଟିକା...

କୋଭିଡ ଟିକା ନେଲେ ମୟୂରଭଞ୍ଜ ଜିଲାପାଳ

ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି । ଜିଲାପାଳ ବିନୀତ ଭରଦ୍ବାଜ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଏସ୍‌ପି...

ଲଳିତଗିରି ସୌନ୍ଦର୍ଯ୍ୟକରଣ ନାମରେ ଲୁଟ୍‌

ଚଣ୍ଡିଖୋଲ,୬।୨(ଡି.ଏନ.ଏ.): ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ହୀରକ ତ୍ରିଭୁଜ ଗଠିତ। ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ, ଗବେଷକ ଓ ଅନ୍ତର୍ଜାତୀୟ ଟୁର୍‌ ଅପରେଟର ଆସିଥାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ...

ବରଗଡ଼ ଜିଲାପାଳ, ଏସ୍‌ପି ନେଲେ କୋଭିଡ ଟିକା

ବରଗଡ଼ ଅଫିସ,୬।୨: ବରଗଡ଼ ଜିଲାରେ ଶନିବାର କୋଭିଡ ଟିକାକରଣ ଚାଲିଛି। ଜିଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ ଟିକା ନେଇଥିଲେ। ସେହିପରି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଏସ୍‌ପି...

ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ ଥିବା ନଡ଼ିଆ ଗଛ ବର୍ଷକ ମଧ୍ୟରେ ଅସ୍ତିତ୍ୱ ହରାଇ ସାରିଛି। ମା’ଙ୍କର ବିଭିନ୍ନ...

କୁଡ଼ିଆରେ ଜଳିଗଲେ ମହିଳା

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର ଜବତ କରାଯାଇଛି। ମୃତକ ହେଲେ ରିଙ୍କି ମହାଖୁଡ଼ (୨୬)। ଘଟଣା ପରେ ସ୍ବାମୀ...

୧ ବନାମ ୧୭ ଗାଁ

ନୟାଗଡ଼ ଅଫିସ,୬।୨: ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣକୁ ନେଇ ସାଢ଼େ ୩ ବର୍ଷରୁ ଲାଗିରହିଥିବା ବିବାଦ ଗୁରୁବାର ବିଳମ୍ବିତ ରାତିରୁ ଉଗ୍ରରୂପ ନେଇଛି। ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା ଓ ଖଣ୍ଡୁଗଁା ପଞ୍ଚାୟତର ୧୭ଟି ଗଁାର ଲୋକେ ଗୁଡୁପାଙ୍ଗି-ଦେଉଳି...

ସରକାରୀ ଯୋଜନା ଏଠି ସାତସପନ

କଣ୍ଟାବାଞ୍ଜି, ୬।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡଡକଲା ପଞ୍ଚାୟତର ମାଓବାଦୀ ପ୍ରବଣ ଡଙ୍ଗାମରା ଗାଁ। ଗାଁରେ ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ କରି ଗ୍ରାମବାସୀ ଜୀବିକା ନିର୍ବାହ କରନ୍ତି। ବଣ ପାହାଡଘେରା...

ବାଲେଶ୍ୱରରେ ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ, ୬।୨: ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର (ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ଟେଷ୍ଟ ବେଡ୍‌) ବାଲେଶ୍ୱରରେ ପ୍ରତିଷ୍ଠା ହେବ। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଏ ଦିଗରେ...

ଜେଲକୁ ଫେରିଲେ ରାକେଶ

ଯାଜପୁର ଅଫିସ/ରସୁଲପୁର/ଯାଜପୁର ଟାଉନ(ଡି.ଏନ.ଏ.),୬।୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ (୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନମୋଡ ନେଉଛି। ଘଟଣାର ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୋଲିସ ମୃତ୍ୟୁର କାରଣ ଖୋଜିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri