ଫ୍ଲୋରାଇଡଯୁକ୍ତ ପାଣିରେ ବଞ୍ଚୁଛି ଜୀବନ
ତରବୋଡ/ନୂଆପଡା ଅଫିସ, ୧୦।୨ (ଡି.ଏନ.ଏ.): ନୂଆପଡା ଜିଲା ଆଦିବାସୀ ଅଧ୍ୟୁଷିତ ଦର୍ଲିପଡା ଗ୍ରାମପଞ୍ଚାୟତରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରାମରେ ପୋଖରୀ କିମ୍ବା ମୁଡା ମଧ୍ୟ ନାହିଁ। ସୁନ୍ଦର ଡ୍ୟାମ ଗାଁଠାରୁ ୨ କି.ମି....
୬ ବର୍ଷ ହେଲା ଅନ୍ଧାରରେ ଛାତ୍ରାବାସ
ରାଇଘର, ୧୦।୨(ଡି.ଏନ୍.ଏ.): ଦୀର୍ଘ ଛଅ ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ଛାତ୍ର। ସେମାନଙ୍କ ପାଖରେ ପହଞ୍ଚି ନାହିଁ ପାଣି, ବିଦ୍ୟୁତ୍। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ହଷ୍ଟେଲରେ। ରାଇଘର ବ୍ଲକ ପାରୁଆ...
ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମେଡିକାଲ ସାମୟିକ ବନ୍ଦ
କଟକ ଅଫିସ, ୧୦।୧: କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଜିଲା ପ୍ରଶାସନ କଠୋର ହୋଇଛି। ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ଜିଲା...
ରାଜ୍ୟ କ୍ୟାବିନେଟ ବୈଠକ: କନ୍ଧମାଳକୁ ୨ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ
ବାଲିଗୁଡା,୧୦।୨(ଡି.ଏନ୍.ଏ.): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲା ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି...
ଏବର୍ଷ ହେବନି ନାଗାର୍ଜୁନ ବେଶ
ପୁରୀ ଅଫିସ, ୧୦।୨: ଚଳିତ ବର୍ଷ ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହେବ ନାହିଁ। କାରଣ ଚଳିତବର୍ଷର ପଞ୍ଜିକାରେ ଏହା ପଡୁନାହିଁ। ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ନୀତିକାନ୍ତି ନିର୍ଦ୍ଧାରଣ ବୈଠକ ପରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ...
ପୁଣି ପୋତାଗଲା ଅପମିଶ୍ରିତ ସାମଗ୍ରୀ
କଟକ ଅଫିସ, ୧୦ା୨: କଟକ ସହରର ବିଭିନ୍ନ ସ୍ଥାନରେ ଗତ କିଛିମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି।...
ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର
ସାକ୍ଷୀଗୋପାଳ,୧୦।୨(ଡି.ଏନ୍.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଆୟୋଜିତ ସଭାରେ ମନ୍ତ୍ରୀ ଯୋଗଦେଇ ଶ୍ରୀମନ୍ଦିର ଭଳି...
ଚାକିରିରୁ ନିଲମ୍ବିତ ହେଲେ ଏସ୍ଏସ୍ଓ
ଖୋର୍ଦ୍ଧା ଅଫିସ,୧୦ା୨: ଭୁବନେଶ୍ୱର ଏୟାରପୋର୍ଟ ଥାନା ପଳାସପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ମୁଖ୍ୟ...
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର ରାମଧର ଭତରା(୨୦)। ସୋମବାର ରାମଧରଙ୍କର ଅତ୍ୟଧିକ ଝାଡା ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ...
ଗ୍ୟାରେଜରେ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ସ୍କୋର୍ପିଓ
ଭଦ୍ରକ ଅଫିସ,୧୦।୨: ଗ୍ୟାରେଜରେ ନିଆଁ ଲାଗି ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି। ଜଳିଯାଇଛି। ଏଥିସହ କ୍ୟାବିନ ମଧ୍ୟ ପୋଡିଯାଇଛି। ଭଦ୍ରକ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ...
ସୁନା ଦୋକାନ ଉପରେ ଚଢ଼ାଉ: ଖବରଦାତାଙ୍କ ମୋବାଇଲରୁ କାଟିଦେଲେ ଫଟୋ
ନିରାକାରପୁର,୯।୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ସୁନା ଦୋକାନ ଉପରେ ମଙ୍ଗଳବାର ଦିନ ଚଢ଼ାଉ ହୋଇଥିଲା। ଦୁଇଟି ଗାଡିରେ ଆସିଥିବା ବିଭାଗୀୟ କର୍ମଚାରୀମାନେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଚଢ଼ାଉ କରିଥିଲେ । ଚଢ଼ାଉ...
ତାଳଚେର ସବୁଠୁ ବଡ଼ କ୍ଷେତ୍ର ହୋଇପାରିବ
ତାଳଚେର,୧୦ା୨(ନି.ପ୍ର.) – ଅନୁଗୋଳ ଜିଲା ତାଳଚେରଠାରେ ଥିବା ମହାନଦୀ କୋଲ୍ ଫିଲଡ୍ସ ଲିମିଟେଡ (ଏମ୍ସିଏଲ୍) ବର୍ତ୍ତମାନ ସୁଦ୍ଧା ୧୨୦ ମିଲିୟନ ଟନ୍ କୋଇଲା ଉତ୍ତୋଳନ କରିସାରିଛି। ଏହି ଉତ୍ପାଦନ ହାର ବଜାୟ ରହିଲେ ଏମ୍ସିଏଲ୍ ଆଗାମୀ ଦିନରେ କୋଲ୍ ଇଣ୍ଡିଆ...
Archives


