ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କେଦାରନାଥ ସଭାପତି, ପ୍ରକାଶ ଚନ୍ଦ୍ର ହେଲେ ସମ୍ପାଦକ
ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ...
ଓଡ଼ିଶା ଲୋକ ଭୋଟ ଦେଲେ ପଶ୍ଚିମବଙ୍ଗରେ
ଭୋଗରାଇ,୨୭।୩(ଡି.ଏନ୍.ଏ.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ...
ଆଧିପତ୍ୟ ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ଦିଆଯାଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରି ସେଠାରେ ବାଡ଼ ବୁଲାଯାଉଛି। କିନ୍ତୁ ଏଥିରେ ସମସ୍ୟା...
ବେଲଘର ବନାଞ୍ଚଳରେ ବାଘ: ଜଙ୍ଗଲ ଯିବାକୁ ମନା
ବାଲିଗୁଡା,୨୭।୩: କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବନାଞ୍ଚଳର ତଗାପାଙ୍ଗା ଜଙ୍ଗଲରେ ବାଘ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ କ୍ରମେ ବନ କର୍ମଚାରୀ ଘଟଣାସ୍ଥଳରେ...
ମର୍ନିଂଓ୍ବାକ୍ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ
ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ ଯୁବକ ଜଣକ ତାଙ୍କୁ କମେଣ୍ଟ ମାରିଥିଲେ। ଏନେଇ ମହିଳା ଜଣକ ଛତ୍ରପୁର ପୋଲିସକୁ...
ଗାଧୋଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲେ ଛାତ୍ରୀ
ବଡ଼ଗାଁ,୨୬।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଖରିଆମାଲ ନିକଟ ମାଲିପଡା ଗ୍ରାମରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭୂମୀସୂତା ପଟେଲ (୧୮) । ଭୂମୀସୂତା ବଡ଼ଗାଁ ଡିଗ୍ରୀ...
୨୫ ତାଲା ଭାଙ୍ଗି ଚୋରି
ସମ୍ବଲପୁର,୨୬ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଫ୍ଏମ୍ଟି, ପାଥୋଲୋଜି, ମାଇକ୍ରୋବାଇଲୋଜି, ଆନୋଟୋମି ବିଭାଗ କୋଠରୀର ପ୍ରାୟ ୨୫ ତାଲା ଭଙ୍ଗାଯାଇ ୨ ଲାପ୍ଟପ, ୧ ପ୍ରୋଜେକ୍ଟର ମେଶିନ ଚୋରି ହୋଇଥିବା...
କୋଭିଡ୍ କଟକଣା ଉଲ୍ଲଂଘନ: ୩୦ ହଜାର ଟଙ୍କା ଗଣିଲା ମନ୍ଦିର କମିଟି
ବରଗଡ଼ ଅଫିସ୍,୨୬।୩: ବରଗଡ଼ ଜିଲା ଭଟଲିସ୍ଥିତ ଶ୍ୟାମ ବିହାରୀ ମନ୍ଦିରରେ ଗୁରୁବାର ଫାଲଗୁନ ମେଳା ପାଳନ କରିବା ମନ୍ଦିର କମିଟିକୁ ମହଙ୍ଗା ପଡ଼ିଛି । କୋଭିଡ୍ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ମନ୍ଦିର କମିଟିକୁ ୩୦ହଜାର ଟଙ୍କା...
ରେଲୱେ ଠିକାଦାର କ୍ୟାମ୍ପ ଉପରେ ଆକ୍ରମଣ, ମହିଳା ଶ୍ରମିକଙ୍କୁ ବଳାତ୍କାର ଉଦ୍ୟମ
କେସିଙ୍ଗା,୨୬।୩(ଡି.ଏନ୍.ଏ.): ସମ୍ବଲପୁର ରେଲୱେ ଡିଭିଜନ କେସିଙ୍ଗା ରେଲୱେ ଷ୍ଟେଶନର ଗୋଦାମ ନିକଟରେ ଥିବା ରେଲୱେ ଠିକାଦାରଙ୍କ କ୍ୟାମ୍ପ ଉପରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏହାସହ ୨୦ ପୁରୁଷ, ମହିଳା ଶ୍ରମିକଙ୍କୁ ମାଡ଼ ମାରିଥିବା କେସିଙ୍ଗା ଥାନାରେ ଅଭିଯୋଗ...
କେନ୍ଦୁଝରେ ଭାରତ ବନ୍ଦର ପ୍ରଭାବ : ଟାୟାର ଜାଳି ରାସ୍ତାରୋକୋ
ପାଟଣା,୨୬।୩(ସ୍ବ.ପ୍ର.): ସାରା ଦେଶରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଭାରତ ବନ୍ଦ ପ୍ରଭାବ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ବୈତରଣୀ...
ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ
ଗଞ୍ଜାମ,୨୬।୩ (ଡି.ଏନ୍.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ସହରରେ ମଧ୍ୟ ଦେଖିବାକୁ ମିଳିଛି। କୃଷକ ସଭା ଓ ସିଟୁ...
ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା
ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର...
Archives


