ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ
ପାରଳାଖେମୁଣ୍ଡି,୨୪।୨(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି। ପ୍ରଶାସନ ସବୁ ଜାଣି ଚୁପ ରହିଛି। ଗଜପତି ଜିଲା ମୋହନା ବ୍ଲକର ୩୯ ପଞ୍ଚାୟତରେ…
ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ, ରାସ୍ତା ନ ଥିବାରୁ ଗଲାନି ଆମ୍ବୁଲାନ୍ସ
ଫୁଲବାଣୀ ଅଫିସ, ୨୪।୨: କନ୍ଧମାଳ ଜିଲାରେ ରାସ୍ତା ସମସ୍ୟା ସୁଧୁରୁନାହିଁ। ଲୋକେ ଯେତେ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କି ରାଜନେତା କେହି ଶୁଣୁନାହାନ୍ତି। ଯାହାଫଳରେ ଅନେକ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ବୁଧବାର ପୁଣି ଏଭଳି ଘଟଣା ଜିଲାର…
ଅସୁରକ୍ଷିତ କୋଠା ତଳେ ବ୍ୟବସାୟ
ବ୍ରହ୍ମପୁର ଅଫିସ,୨୪।୨: ବ୍ରହ୍ମପୁର ସହରର ପ୍ରମୁଖ ଓ ପୁରାତନ ବ୍ୟବସାୟିକ କେନ୍ଦ୍ରସ୍ଥଳ ହେଉଛି ଗିରି ମାର୍କେଟ। ଏହି ମାର୍କେଟ ଉପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ବ୍ୟବସାୟୀ ନିର୍ଭରଶୀଳ। ମାର୍କେଟ କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିରେ ଫାଟ…
ଧାନ କିଣା ବନ୍ଦ, ଟୋକନ ଧରି ଚିନ୍ତାରେ ଚାଷୀ
କେନ୍ଦୁଝର, ୨୪।୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ଧାନ ବିକିବା ପାଇଁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡିରେ ଧାନ କିଣା ବନ୍ଦ ଯୋଗୁ ଚିନ୍ତାରେ ରହିଛନ୍ତି। ମଣ୍ଡିରେ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ ସରିଯାଇଥିବାରୁ ୩୬ ଚାଷୀ ବିକି ପାରିନାହାନ୍ତି। ସେହିପରି…
ଟ୍ରଲି ଟାଣୁଛନ୍ତି ଆସନ୍ନ ପ୍ରସବା
ବାରିପଦା ଅଫିସ, ୨୪।୨: ଗର୍ଭରେ ବଢ଼ୁଛି ଭ୍ରୂଣ। କୋଳରେ ବର୍ଷକର ଶିଶୁପୁତ୍ର। ସ୍ବାମୀ ଓ ଶାଶୁଘର ଲୋକେ ଆଡ଼ ଆଖିରେ ନ ଚାହିଁବାରୁ ଗଳିକନ୍ଦିରେ ଘୂରି ବୁଲୁଛନ୍ତି ଜଣେ ଆସନ୍ନ ପ୍ରସବା। ଜରି, ପ୍ଲାଷ୍ଟିକ ଓ କାଚ ଗୋଟାଇ ଅଖାବୁରାରେ ଭର୍ତ୍ତି…
ଆମ୍ବତୁମ୍ବା ଅଞ୍ଚଳରେ ୧୪ ଶିମିଳିପାଳ ହାତୀ
ଜଳେଶ୍ୱର, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ରେଞ୍ଜ ଅଧୀନରେ ଥିବା କର୍ମଚାରୀମାନେ ବାରମ୍ବାର ହାତୀ ଘଉଡ଼ାଉଥିଲେ ମଧ୍ୟ ସେମାନେ ପୁନର୍ବାର ଏହି ଅଞ୍ଚଳକୁ ଫେରିଆସୁଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ବନକର୍ମଚାରୀଙ୍କ ସମନ୍ବୟ ଅଭାବରୁ ହାତୀଗୁଡ଼ିକ ଏପରି ଚଳପ୍ରଚଳ ହେଉଥିବା ବିଭାଗୀୟ ସୂତ୍ରରୁ…
ଭୋଟ୍ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍ପି ପ୍ରମିଳା ବିଷୋୟୀ
ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍ ଗ୍ରହଣ ଚାଲିଛି। ତେବେ ଆସିକା ଏମ୍ପି ପ୍ରମିଳା ବିଷୋୟୀ ମତଦାନ ସମୟରେ ଭୋଟ୍ ବାକ୍ସକୁ ମୁଣ୍ଡ…
ସୌନ୍ଦର୍ଯ୍ୟକରଣ ଆଳରେ ଗଛ କଟା
କେନ୍ଦୁଝର,୨୪।୨ (ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳୀର ଏକ ବିଦ୍ୟାଳୟ ପରିସରରେ ସାୈନ୍ଦର୍ଯ୍ୟକରଣ ଆଳରେ ବ୍ୟାପକ ଗଛ କଟାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ ବିଦ୍ୟାଳୟ ପରିସର କ୍ଷତିଗ୍ରସ୍ତ ହୋଇଛି। ଜଙ୍ଗଲ ଓ ପରିବେଶର ସୁରକ୍ଷା କରିବା ସହ ବନୀକରଣକୁ ପ୍ରାଧାନ୍ୟ…
‘ବାଲେଶ୍ୱର ପୌରପାଳିକା କର୍ପୋରେଶନ ମାନ୍ୟତାରୁ ବଞ୍ଚିତ’
ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜନସାଧାରଣଙ୍କ ବହୁଦିନର ଦାବି ବାଲେଶ୍ୱର ପୌରପାଳିକାକୁ କର୍ପୋରେଶନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାଖାପାଖି ସାଢ଼େ…
ମତଦାନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ଭଞ୍ଜନଗର,୨୪ା୨(ଡି.ଏନ୍.ଏ.): ଗୁରୁବାର ଭଞ୍ଜନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ୩୨୧ ବୁଥ୍ରେ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ବ୍ଲକରେ ୧ ଲକ୍ଷ ୮୯୬୬ ଜଣ ଭୋଟର ଅଛନ୍ତି। ଭଞ୍ଜନଗର ବ୍ଲକ ଅଗଝୋଳ ଗ୍ରାମରେ ଜଙ୍ଗଲ ଓ ପରିବେଶ ଏବଂ…
୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ
ମାଲକାନଗିରି,୨୪ା୨(ଡି.ଏନ୍.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍ ପାଇଁ ଭୋଟିଂ ଚାଲିଛି। ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ସ୍ବାଭିମାନ…
ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା
ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ ଆସିଥିବା କେତେକ ଗୁଣ୍ଡା ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁ ଥିବାର ଘଟଣାଟି ସ୍ଥାନୀୟ…
Archives


