ଖୋଲା ଆକାଶତଳେ ମୂକ, ବଧିର ଓ ଦୃଷ୍ଟିହୀନ ଛାତ୍ରୀଛାତ୍ର
ଅନୁଗୋଳ ଅଫିସ,୨।୬: ଅନୁଗୋଳରେ କାଳବୈଶାଖୀ ବୁଧବାର କ୍ଷୟକ୍ଷତି ଘଟାଇଛି। ସହର ଉପକଣ୍ଠ ଶୁଶୁଡା ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଓ ମୂକ ବଧିର ତାଲିମ କେନ୍ଦ୍ରର ଛପର ଉଡ଼ିଯିବାରୁ ଛାତ୍ରୀଛାତ୍ରମାନେ ଖୋଲା ଆକାଶ ତଳେ ରହିଥିବା ଦେଖାଯାଇଛି। ଖବରପାଇ…
ଘରକୁ ଫେରିବ ଫିଙ୍ଗା ସାମଗ୍ରୀ
ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ ଫୁଲ ମଧ୍ୟ ପୁଣି ଘରକୁ ଫେରି କାମରେ ଲାଗିବ। ଫିଙ୍ଗା ଯାଉଥିବା ଏପରି ଜିନିଷକୁ…
କମ୍ପାନୀ କ୍ୱାର୍ଟର୍ସରୁ ସୁପରଭାଇଜରଙ୍କ ମୃତଦେହ ଠାବ
କାମାକ୍ଷାନଗର, ୨।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁରା ଗ୍ରାମସ୍ଥିତ ମିଶ୍ରିଲାଲ କମ୍ପାନୀ କ୍ୱାର୍ଟର୍ସରୁ ଜଣେ ସୁପରଭାଇଜରଙ୍କ ଝୁଲନ୍ତା ମୃତଦେହ ବୁଧବାର ପୂର୍ବାହ୍ନରେ ଠାବ କରାଯାଇଛି। ମୃତକ ହେଲେ ଖୁଣ୍ଟୁଣୀ ଥାନା ମହାକାଳବସ୍ତ ଗ୍ରାମର ଅମିତ ପୁହାଣ। ଅମିତଙ୍କୁ କେହି ହତ୍ୟା…
ଚକ୍ରେ କ୍ଷୁଦ୍ରତମ ଐତିହ୍ୟ କଳାକୃତି
ବ୍ରହ୍ମପୁର ଅଫିସ୍,୨।୬: ରାଜ୍ୟ ସମେତ ଭାରତବର୍ଷରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡିକୁ ଚକ୍ ମାଧ୍ୟମରେ କ୍ଷୁଦ୍ର କଳାକୃତି ନିର୍ମାଣକରି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି। ସତ୍ୟ ଗତ ଜାନୟାରୀରେ ଚକ୍ରେ ୦.୫…
ନିଶାସକ୍ତଙ୍କୁ ଧରିବାକୁ ପୋଲିସ ସଜାଗ
ବ୍ରହ୍ମପୁର ଅଫିସ,୨।୬: ବ୍ରହ୍ମପୁର ସହରରେ ପୋଲିସ ନିଶାସକ୍ତ ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକଙ୍କୁ ପୋଲିସ ଥାନାକୁ ନେଉଛି। ସେମାନଙ୍କ ଗାଡି ଜବତ କରାଯିବା ସହ ମାମଲା ରୁଜୁ ହେଉଛି। କୋର୍ଟରେ…
ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ
ମାଲକାନଗିରି,୨ା୬(ଡି.ଏନ୍.ଏ.): ପୋଲିସ ଡିଜି ସୁନୀଲ ବଂଶଲ ଗୁରୁବାର ମାଲକାନଗିରି ଜିଲା ଗସ୍ତରେ ଆସିଥିବା ବେଳେ ଯନ୍ତ୍ରୀ ପଞ୍ଚାୟତରେ ନୂତନ କରି ହୋଇଥିବା ବିଏସ୍ଏଫ୍ କ୍ୟାମ୍ପ୍ ପରିଦର୍ଶନ କରିଥିଲେ। ଏହି ସମୟରେ ଯନ୍ତ୍ରୀ, ପଣସପୁଟ, ନାକାମାମୁ ଓ ଅଣ୍ଡପାଲି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ…
ଉକାରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ
ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ହୋଇଛି। ବିଭିନ୍ନ ସ୍ଥାନରେ କୂଅ ପୋଖରୀ ଶୁଖି ଯାଉଥିବାରୁ…
ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ
ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା ଚାଷ ହେଉଥିଲା ଯେ ତାହା କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା।…
ସମ୍ପୂର୍ଣ୍ଣ ହେଉନି କାଶୀନଗର ଏନ୍ଏସିର ଅଧୁରା କାମ
କାଶୀନଗର,୨।୬: ଗଜପତି ଜିଲାର ଦ୍ୱିତୀୟ ସହର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୪୭ ବର୍ଷ ପୂର୍ତ୍ତି ହେଲାଣି। ତଥାପି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ। ଏଠାରେ ନିଜସ୍ବ ଏନ୍ଏସି କାର୍ଯ୍ୟାଳୟ ନାହିଁ। ଟାଉନ ହଲ୍, ପାର୍କ ଓ ବସ୍ଷ୍ଟାଣ୍ଡ ନାହିଁ।…
ଧାନ ମିଲ୍ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ
ପାତ୍ରପୁର,୨।୬(ଡି.ଏନ୍.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ ପଡୁଛି। ଘରୁ ବାହାରକୁ ବାହାରିଲେ ଚୋରଙ୍କ ଭଳି ମୁଣ୍ଡରେ ଗାମୁଛା ଘୋଡ଼େଇ ଆସିବାକୁ ପଡୁଛି।…
୧୦୦ ପୋଖରୀ ପାଇଁ ଜଳ ସମୃଦ୍ଧି ଆରମ୍ଭ
ଛତ୍ରପୁର,୨।୬ (ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ବିଭିନ୍ନ ସମୟରେ ତାରା, ସ୍ବଂୟସିଦ୍ଧା, ନିର୍ଭୟ କଢି, ମୋ ଗେହ୍ଲା ଝିଅ ଭଳି ନିଜସ୍ବ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ସେଥିରେ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିଛନ୍ତି।…
ଗଞ୍ଜାମରୁ କୃଷ୍ଣପ୍ରସାଦକୁ ଯୋଗାଣ ହେବ ପାଣି
ଛତ୍ରପୁର,୨।୬ (ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରୁ ଗଞ୍ଜାମ ବ୍ଲକ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକକୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ ଲାଗି ପରିକଳ୍ପନା କରାଯାଇଛି। ବୁଧବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଡିଆରଡିଏର ଜଉଗଡ଼ ସମ୍ମିଳନୀ କକ୍ଷରେ…

