ଆମ ଜିଲା ଖବର

ଫେରିଗଲେ ୭ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ସ୍ବଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଶନିବାର ସୁଦ୍ଧା ଚିଲିକାରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶ ପକ୍ଷୀ ସ୍ବଦେଶ ଫେରିଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ଶରତ ଚନ୍ଦ୍ର…

ନାମୀଦାମୀ କମ୍ପାନୀ ନାଁରେ ନକଲି ଧୂପକାଠି

କଟକ ଅଫିସ,୨୭।୨: କଟକ ଜିଲା ଲାଲବାଗ ଥାନା ଅଧୀନ ଗଙ୍ଗା ମନ୍ଦିର ଅଞ୍ଚଳରେ ଥିବା ଡି.ଆର. ଟ୍ରେଡର୍ସ ନାମକ ଧୂପକାଠି କାରଖାନା ଶନିବାର ଠାବ କରାଯାଇଛି। ସେଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ଧୂପକାଠି, ଧୂପକାଠି ପ୍ରସ୍ତୁତ ପାଇଁ ସରଞ୍ଜାମ…

ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୭।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ସି.ଏ.ଏଫ୍‌.-୨୨ ବାଟାଲିୟନର ଯବାନ ଅର୍ଜୁନ କୁଡିଆମିଙ୍କୁ ହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ନିଜ ଗ୍ରାମ ଧନେରାରେ ରହୁଥିଲେ।…

ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମରଶରୀର ପହଞ୍ଚତ୍ବା ପରେ ବିଭିନ୍ନ ଛକରେ ଜନସାଧାରଣ ଶେଷଦର୍ଶନ କରି ହେମାନନ୍ଦ ବିଶ୍ୱାଳ…

ମୃତ ଖବରଦାତା ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭବାନୀପାଟଣା,୨୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ନିହତ ହୋଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ବାଳଙ୍କ ପରିବାରକୁ ପୋଲିସ ବିଭାଗ ପକ୍ଷରୁ ଶନିବାର ୪ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏସ୍‌ପି ଡା.ଶ୍ରବଣା ବିବେକ ଏମ ଜିଲାର ମୋହନଗିରି ଯାଇ ମୃତ…

ସୋହେଲା, ଅମ୍ବାଭୋନାରେ ବିଜେଡି ବିଜୟୀ

ବରଗଡ଼ ଅଫିସ,୨୬ା୨: ବରଗଡ଼ ଜିଲା ସୋହେଲା(ଜିଲା ପରିଷଦ ଜୋନ-୩୨) ଏବଂ ଅମ୍ବାଭୋନା(ଜିଲା ପରିଷଦ ଜୋନ-୫)ର ଭୋଟ ଗଣତି ସରିଛି। ଉଭୟ ଜୋନରେ ବିଜେଡି ବାଜିମାତ୍‌ କରିଛି । ସୋହେଲାରେ ଦଳୀୟ ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ତାଙ୍କ ନିକଟତମ ପ୍ରାର୍ଥିନୀ ଭାଜପାର…

କଡ଼ା ସୁରକ୍ଷାରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ଗଣତି

ଗଞ୍ଜାମ,୨୬ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି l ଖବର ଶେଷ ସୁଦ୍ଧା ପ୍ରାୟ ୩୨ ଓ୍ବାର୍ଡ ସଭ୍ୟ ଗଣତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟାନ୍ୟ ପଞ୍ଚାୟତର ଓ୍ବାର୍ଡଗୁଡ଼ିକର ଭୋଟ୍‌ ଗଣତି ଜାରିରହିଛି।…

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ୧୩ଟି ବ୍ଲକ ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଆନନ୍ଦପୁର ବ୍ଲକର…

ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ୍‌ ପାଇଥିବାବେଳେ ଭାଜପା…

ବୀରମହାରାଜପୁର ୧ ନଂ ଜୋନ୍‌ରେ କଂଗ୍ରେସ ଆଗରେ

ଅମରପାଲି,୨୬ା୨(ଡି.ଏନ୍‌.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍‌ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି।…

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫ ଭୋଟ୍‌ ପାଇଥିବା ବେଳେ ଭାଜପାର ନମିତାରାଣୀ ସାହୁ ୧୩୧୦ ଭୋଟ ପାଇଛନ୍ତି। କଂଗ୍ରେସରୁ ରାଜେଶ୍ୱରୀ…

ଚାଲିଛି ଗଣତି: ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଗରେ ବିଜେଡି

ବରଗଡ଼ ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ମଇଦାନକୁ ପୁଣି ପ୍ରାର୍ଥିଭାବେ ଓହ୍ଲାଇଥିବା ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ଗୀତାଞ୍ଜଳି ପୁଟା ଏପର୍ଯ୍ୟନ୍ତ ନିକଟତମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri