ଆମ ଜିଲା ଖବର

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ମାମଲା: ୫ ଅଭିଯୁକ୍ତ ଗିରଫ: ଖଣ୍ଡା, କାତି ଓ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥିଲା। ସଦର ଥାନା ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କୁକୁଡ଼ାଖଣ୍ଡି ବ୍ଲକ…

ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୯ା୬: ବ୍ରହ୍ମପୁର ଗଞ୍ଜେଇ ଚାଲାଣର ହବ୍‌ ହୋଇଛିି। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଗଞ୍ଜେଇ ଚାଲାଣ ରାକେଟକୁ ଟ୍ରାକ୍‌ କରୁଥିବା ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପୁଣିଥରେ ବୁଧବାର ଏକ…

୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌ ଘାଟ, ଭାସ୍କରଗଞ୍ଜ ଓ ବାଲିଆରେ ଥିବା ବିଟ୍‌ ହାଉସ୍‌ରେ ତାଲା ଝୁଲୁଛି। ଏଥିପାଇଁ…

ଗରା, ବାଲ୍‌ଟି ଧରି ରାସ୍ତାରେ ବସିଲେ

ନୀଳଗିରି,୯ା୬(ସ୍ବ.ପ୍ର.): ନୀଳଗିରି ଏକ ଜଳକଷ୍ଟ ଅଞ୍ଚଳ। ନୀଳଗିରି ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ ଚତୁଃପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ଏହି କଷ୍ଟ ଖରାଦିନେ ଅଧିକ ଦେଖାଯାଇଥାଏ। ଜଳକଷ୍ଟ ସହି ନ ପାରି ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବାଲ୍‌ଟି ଓ ଗରା ଧରି ଲୋକେ ରାସ୍ତା…

ଚିଲିକାରୁ ୧୨ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଖଲ୍ଲିକୋଟ,୯ା୬(ଡି.ଏନ.ଏ.): ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଚିଲିକା ମଧ୍ୟରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଭେଜିପୁଟ ଆର୍‌ଆଇ ସର୍କଲ ଅଧୀନରେ ଥିବା ଓଡ଼ିଆ ଆଲପୁର, କେଶପୁର ଆର୍‌ଆଇ ସର୍କଲରେ ଥିବା କଙ୍କେଇ ନିକଟ ଚିଲିକା କୂଳରେ ଥିବା…

ସମବାୟ ସହରାଞ୍ଚଳ ବ୍ୟାଙ୍କ ନିର୍ବାଚନ: ୧୫ ନିର୍ଦ୍ଦେଶକ ପଦବୀରୁ ୬ ନିର୍ଦ୍ୱନ୍ଦ୍ୱ

ପାରଳାଖେମୁଣ୍ଡି,୯ା୬(ଡି.ଏନ୍‌.ଏ.): ଗଜପତି ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜୋନ ନଂ୧,୨, ୬, ୭,୧୧ ଓ ୧୫ରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ଜଣେ ଲେଖାଏ ନାମାଙ୍କନପତ୍ର…

ଯୌତୁକ ପାଇଁ ୨ ବଧୂଙ୍କୁ ହତ୍ୟା ଅଭିଯୋଗ

ଆସିକା/ଧରାକୋଟ,୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଓ ଧରାକୋଟ ଥାନା ଅଞ୍ଚଳରେ ଯୌତୁକ ଦାବି ନେଇ ୩ ଦିନ ମଧ୍ୟରେ ପୃଥକ ୨ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆସିକା ଥାନା ଅଧୀନ ବାବନପୁର ଗ୍ରାମରେ ଗତ ମଙ୍ଗଳବାର ବଧୂ ଧରିତ୍ରୀ…

ଖେଳୁଥିବା ବେଳେ ବାଲି ଧସି ଦୁଇ ନାବାଳକଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୯ା୬: କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତର ମାଗୁର ଗଣ୍ଡପାଟଣା ଗ୍ରାମରେ ବାଲି ଧସି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ନାବାଳକଙ୍କ ମୃତ୍ୟୁ ଘୋଷଣା ପରେ ଗ୍ରାମରେ ଶୋକର ଛାୟା ଖେଳି…

ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ଥିବା ଦୁଇଟି ବଡ଼ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ବଲାଙ୍ଗୀରରେ ନିର୍ମାଣାଧୀନ…

ଶ୍ରୀକ୍ଷେତ୍ରର ମଠ ସଂସ୍କୃତି

ପ୍ରାକ୍‌ କଥନ- ଆଜକୁ ବାରଶହ ବର୍ଷ ପୂର୍ବେ ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ରଠାରେ ମଠ ସଂସ୍କୃତିର ସମୃଦ୍ଧ ଧାରାର ଅୟମାରମ୍ଭ ଘଟି ପଞ୍ଚଦଶ, ଷୋଡ଼ଶ ଶତାବ୍ଦୀ ବେଳକୁ ଏହା ଏକ ସାମଗ୍ରିକ ଓ ବିକଶିତ ରୂପ ପରିଗ୍ରହଣ କରିଥିଲା। ସର୍ବଭାରତୀୟ ସ୍ତରରେ…

ରଜ ପାଇଁ ସଜେଇ ହେଉଛି ମା’ ଉଗ୍ରତାରା ପୀଠ

ନିରାକାରପୁର,୯।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ମୂଳୀଝର ହାତୀଆ ପାହାଡ଼ ପାଦ ଦେଶରେ ଅବସ୍ଥିତ ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ପୀଠରେ ଚଳିତବର୍ଷ ରଜ ମହୋତ୍ସବ ପର୍ବ ପାଳନ କରାଯିବ। ଏଥିପାଇଁ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ସଫା କରାଯିବା ସହିତ…

ମାନ୍ୟତା ମିଳିଛି, ଭିତ୍ତିଭୂମି ବିକାଶ ହେଉନି

ଖୋର୍ଦ୍ଧା ଅଫିସ,୯।୬: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଜାଗୁଳିପାଟଣାରେ ରହିଛି ଶ୍ରୀଅନନ୍ତ ପୁରୁଷୋତ୍ତମ(ହାତଗୋଡ଼ ଥାଇ ପୂର୍ଣ୍ଣ ବିଗ୍ରହ)ଦେବଙ୍କ ମନ୍ଦିର। ପର୍ଯ୍ୟଟନର ମାନ୍ୟତା ସତ୍ତ୍ୱେ ଏହାର ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?