ଗୁଜରାଟରେ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା
ଗଞ୍ଜାମ,୨୦।୬(ଡି.ଏନ୍.ଏ): ଗୁଜରାଟରେ ଜଣେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ଗଞ୍ଜାମ ସହର ସାମନ୍ତରାୟ ସାହିର ନାରାୟଣ ମହାରଣାଙ୍କ ବଡ଼ ପୁଅ ରଞ୍ଜନ ଗତ ଦୁଇଦିନ ହେବ ଗୁଜୁରାଟରେ ନିଖୋଜ ଥିବା ତାଙ୍କ ଭାଇ ପିଣ୍ଟୁ ସୂଚନା ଦେଇଛନ୍ତି।…
ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
କୋକସରା,୨୦।୬(ଡି.ଏନ.ଏ): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି। ଏହାକୁ ବିରୋଧ କରି ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ…
ଥାନାରେ କଂଗ୍ରେସକର୍ମୀଙ୍କ ଭଙ୍ଗାରୁଜା
ଚିତ୍ରକୋଣ୍ଡା,୨୦।୬: ମାଲକାନଗିରି ପ୍ରଦେଶ କଂଗ୍ରେସ ନେତୃ୍ତ୍ୱରେ ଚିତ୍ରକୋଣ୍ଡାରେ ସୋମବାର ୧୮ଟି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ। ଏଥିରେ ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର, ଯୁବ ସଭାପତି ମଙ୍ଗୁ ଖିଲ, ବରିଷ୍ଠ କଂଗ୍ରେସ…
ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ
କଟକ ଅଫିସ,୨୦।୬: ସୂଚନା ଅଧିକାର ଆଇନ୍ ପରିସରକୁ ଆସିବ ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲ ହାଇକୋର୍ଟ କହିଛନ୍ତି। ସରକାରୀ ଭାବେ…
ହାତୀ କଙ୍କାଳ ମିଳିବା ମାମଲା: ଫରେଷ୍ଟ ଗାର୍ଡ ନିଲମ୍ବିତ
ଆଠଗଡ଼,୨୦।୬(ଡି.ଏନ୍.ଏ.): ଆଠଗଡ଼ ବନ ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ସୋମବାର ଚାକିରିରୁ ନିଲମ୍ବିତ କରାଯାଇଛି। ଏଥିସହ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଉପଜିଲାପାଳରୁ ଏମ୍କେସିଜିର ପ୍ରଶାସନିକ ଅଧିକାରୀ
ବ୍ରହ୍ମପୁର ଅଫିସ,୨୦।୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍କେସିଜି) ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ମିଞ୍ଜ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଉପ-ଜିଲାପାଳ କାର୍ଯ୍ୟରତ ଥିଲେ। କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ମନୋଜ କୁମାର ଖାଡଙ୍ଗାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ସମ୍ବର୍ଦ୍ଧନା…
ମୃତ୍ୟୁକୁ ନିମନ୍ତ୍ରଣ କରୁଛି ଖୋଲା ବୋର୍ଓ୍ବେଲ
ଚନ୍ଦାହାଣ୍ଡି, ୨୦।୬(ଡି.ଏନ୍.ଏ.) ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଲୋକେ ବୋରଓ୍ବେଲ ଖୋଳି ଖୋଲା ଛାଡ଼ି ଦେଉଛନ୍ତି। ଏହା ମୃତ୍ୟୁକୁ ନିମନ୍ତ୍ରଣ ଭଳି ଲୋକେ କହୁଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ଚମ୍ପା ଅଞ୍ଚଳରେ ଖୋଲା ବୋରଓ୍ବେଲରେ ଖସିପଡ଼ି ୧୦ବର୍ଷର ଦିବ୍ୟାଙ୍ଗ ରାହୁଲ ୫ଦିନ…
୩ ଦିନରେ ୧୭ ଚିହ୍ନଟ, ୨ ମୃତ
କୋରାପୁଟ,୨୦।୬(ସ୍ବ.ପ୍ର.): କୋରାପୁଟ ଜିଲାରେ ଏବେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟାରେ ଆକ୍ରାନ୍ତ ଡାକ୍ତରଖାନାରେ ଭିଡ଼ ଲଗାଉଛନ୍ତି। ଲକ୍ଷ୍ମୀପୁର ବ୍ଲକରେ ଏହି ସଂଖ୍ୟା ସର୍ବାଧିକ ଥିବା ଜଣାପଡ଼ିଛି। ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ କୋରାପୁଟ ମେଡିକାଲ…
ଡ୍ରାଇଭରମାନେ ବଞ୍ଚାଇଲେ ପୋଲିସ ଅଧିକାରୀଙ୍କ ଜୀବନ
ପଦ୍ମପୁର,୨୦।୬(ଡି.ଏନ୍.ଏ.): ଧୀରେ ଧୀରେ ଲୋକଙ୍କ ମଧ୍ୟରେ ମାନବିକତା ମରିଯାଉଛି। ତେବେ କେତେକଙ୍କ ମଧ୍ୟରେ ମଣିଷପଣିଆ ଏବେ ମଧ୍ୟ ବଞ୍ଚିରହିଛି। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳରେ ଶନିବାର ରାତିରେ ଏଭଳି କିଛି ଦେଖିବାକୁ ମିଳିଥିଲା। ସୁନାରିଘାଇ ଛକ ନିକଟରେ ଜଣେ ପୋଲିସ ଅଧିକାରୀ…
ରାୟଗଡ଼ା ପୌରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସୁନାହିଁ
ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ସହରକୁ ସ୍ବଚ୍ଛ ଏବଂ ସୁନ୍ଦର କରିବାକୁ ପୌର ପରିଷଦ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ସାମାନ୍ୟ ବର୍ଷା ହେଲେ ପୌରାଞ୍ଚଳର ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମିରହୁଛି। ବର୍ଷାଦିନ…
ସ୍ବାବଲମ୍ବୀ ହେବାକୁ ସଂକଳ୍ପ
କାମାକ୍ଷାନଗର, ୨୦।୬: ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଔର ଧନ୍ଦା ସେ ବଡ଼ା କୋଇ ଧର୍ମ ନହିଁ ହୋତା’। ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ଙ୍କ ଏହି ଚର୍ଚ୍ଚିତ ଡାଏଲଗ୍ ଶୁଣିବାକୁ ମିଳିଥିଲା ତାଙ୍କ ସୁପରହିଟ୍ ସିନେମା ‘ରଇସ୍’ରେ। ୨୦୧୭ରେ ଦର୍ଶକଙ୍କ…
ଉଚ୍ଛେଦ ହେଲା ଜବରଦଖଲ
ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ…

