ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର
କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ସ୍ତ୍ରୀ ଦୂତିକା ବେହେରା(୭୦)ଙ୍କ ମୃତ୍ୟୁ ଘଟିଥିବା ବେଳେ…
ହାଇଓ୍ବା ସହିତ ଜଳିଗଲେ ଡ୍ରାଇଭର
ବଣାଇଁ,୨୦।୮(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ନିକଟ ଗୀତାରାଣୀ ମାଇନ୍ସରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଝିପିଝିପି ବର୍ଷାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇଓ୍ବା ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବା ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀବନ୍ତ ଦଗ୍ଧ…
ଭୁଶୁଡ଼ିଲା ପାଚେରି, ଚାଲିଗଲା ନାବାଳକଙ୍କ ଜୀବନ
ବାଲେଶ୍ୱର ଅଫିସ,୨୦ା୮: ଲଗାଣ ବର୍ଷାରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପରା ସ୍କୁଲ ପାଚେରି ଭୁଶୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିିଛି। ଏତଦ୍ବ୍ୟତୀତ ପରିବାରର ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ,…
୫ ବର୍ଷ ହେଲା ସରୁନି ଭିତରଗଡ଼ ପୋଲ
ଲକ୍ଷ୍ମୀପୁର,୨୦।୮(ସ୍ବ.ପ୍ର.): ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସେଥିରୁ ଜନସାଧାରଣ ଉପକୃତ ହୋଇପାରୁନାହାନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ କାକିରିଗୁମା-ଦାମନଯୋଡିକୁ ସଂଯୋଗ କରୁଥିବା ଭିତରଗଡ ପୋଲ ଦୀର୍ଘଦିନ ହେଲା ନିର୍ମାଣାଧୀନ ଅବସ୍ଥାରେ…
ପାଠପଢ଼ା ପାଇଁ ଜୀବନ ବାଜି
ଦଶମନ୍ତପୁର,୨୦।୮(ଡି.ଏନ୍.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ଛାତ୍ରୀଛାତ୍ରମାନେ ଜୀବନକୁ ବାଜି ଲଗାଇ ନଦୀ ପାରହୋଇ…
ଲଗାଣବର୍ଷାରେ ଧୋଇଗଲା କଲଭର୍ଟ
ଉମରକୋଟ, ୨୦।୮(ସ୍ବ.ପ୍ର.): ସପ୍ତାହବ୍ୟାପୀ ଉମରକୋଟରେ ହୋଇଥିବା ଲଗାଣ ବର୍ଷାରେ ଖଡକାଡେମ ତଳେ ଥିବା ରାସ୍ତାରେ ନିର୍ମାଣ ହୋଇଥିବା କଲଭର୍ଟ ଧୋଇଯାଇଛି। ଫଳରେ ପୂଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ମୂର୍ତମା, ବେହେଡା, ସୁକିଗାଁ ଓ କୋପନା ପଞ୍ଚାୟତ ଲୋକେ ନାନା…
ଚାଷୀଙ୍କ ଜମି ନଷ୍ଟ, ପ୍ରଶାସନର ନିଘା ନାହିଁ
ଦଶମନ୍ତପୁର, ୨୦।୮ ( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର ଏ.ଚଣ୍ଡାଲଗୁଡ଼ା ଗ୍ରାମରେ ପ୍ରଶାସନର ଅବହେଳାରୁ ଚାଷୀଙ୍କ ୭୦ ଏକର ଚାଷଜମି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଆଡ଼ିବନ୍ଧ ଏବଂ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ…
ଆଶାକର୍ମୀ ପରିଚୟ ଦେଇ ଡାକ୍ତରଖାନାରୁ ପିଲାଚୋରି
ବିଷମକଟକ,୨୦।୮(ଡି.ଏନ୍.ଏ.): ଆଶାକର୍ମୀର ପରିଚୟ ଦେଇ ଡାକ୍ତରଖାନାରେ ଦୁଇଦିନ ଧରି ପ୍ରସୂତି ଏବଂ ନବଜାତ ଶିଶୁର ଯତ୍ନନେଲେ। ଶେଷରେ କୌଶଳରେ ମା’ ନିକଟରୁ ଶିଶୁପୁତ୍ରକୁ ଚୋରିକରି ଚମ୍ପଟ ମାରିଲେ। ରାୟଗଡ଼ା ଜିଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କଠାରୁ ଶୁକ୍ରବାର ଏଭଳି…
ଭଦ୍ରକ ଜିଲାର ସମସ୍ତ ସ୍କୁଲ ବନ୍ଦ
ଭଦ୍ରକ ଅଫିସ,୨୦।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜିଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ…
ଯୁବକଙ୍କୁ ହତ୍ୟାକଲେ ମାଓବାଦୀ
ନୂଆପଡ଼ା ଅଫିସ,୨୦ା୮: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ପୋଲିସ ଇନ୍ଫର୍ମର ସନ୍ଦେହରେ ଗୁରୁବାର ରାତିରେ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। ମୃତକ ହେଲେ କୋମନା…
ଟିପ୍ପର ଚାଳକ, ମା’ଝିଅଙ୍କ ବଚସା ଭିଡିଓ ଭାଇରାଲ
ଧର୍ମଶାଳା,୨୦।୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୩ତାରିଖରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ଲିପିକା ଚକ୍ରବର୍ତ୍ତୀଙ୍କୁ ଟିପ୍ପର ଚାଳକ ଗାଡ଼ି ଚଢ଼ାଇ ହତ୍ୟା କରିବା…
୬ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ
ବରଗଡ଼ ଅଫିସ୍,୨୦ା୮: ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ର ଜିଲା ସୁଖହାରା ଗ୍ରାମର ଉଦୟ ଓରଫ ରାଜୁ ଗୌଡ଼। ସେ ଉକ୍ତ ଗ୍ରାମର ପଞ୍ଚମ ଗୌଡ଼ଙ୍କ ସାନପୁଅ। ଭାଇ ଭଉଣୀ ମଧ୍ୟରୁ ଉଦୟ ମଧ୍ୟମ ସନ୍ତାନ। ୨୦୧୬ରେ ସେ ଘରୁ ନିଖୋଜ ହୋଇ…

