ଆମ ଜିଲା ଖବର

ଏଟିଏମ୍‌ ତାଡ଼ି ଲୁଟିନେଲେ ୨୦ ଲକ୍ଷ

ସମ୍ବଲପୁର,୧୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଶାସନ ଏସ୍‌ବିଆଇ ଶାଖା…

ଜାତୀୟସ୍ତରରେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ

ସୋରଡା,୧୨ା୮(ଡି.ଏନ୍‌.ଏ.): ଭାରତ ସରକାରଙ୍କ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ। କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରି ଏହି ସୂଚନା ସମସ୍ତ ରାଜ୍ୟକୁ ଦିଆଯାଇଛି। ଜାତୀୟ ସ୍ତରରେ ପୁରସ୍କୃତ…

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

କୁଚିଣ୍ଡା,୧୨ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ମହୁଲପାଲି ଥାନା ଜରାବଗା ପଞ୍ଚାୟତ ସରକାରୀ ହାଇସ୍କୁଲ ଛାତ ଉପରେ ଶୁକ୍ରବାର ଅପରାହ୍ନରେ ୨ଟି ବଡ଼ ଗଛ ଉପୁଡି ପଡି ଶ୍ରେଣୀ କୋଠରୀ ଉପରେ ପଡିଯାଇଥିଲା। ତେବେ ଶ୍ରେଣୀ କୋଠରୀରେ ଥିବା ଛାତ୍ରୀଛାତ୍ର ଅଳ୍ପକେ…

ପାରୋଲରେ ଆସିଥିଲେ, ସାପ କାମୁଡ଼ାରେ ଚାଲିଗଲା ଜୀବନ

ଚାନ୍ଦବାଲି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମାଧପୁର ଗାଁରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ଧନେଶ୍ୱର ଦାସ। ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ଧନେଶ୍ୱର ଖାଇ ଶୋଇଥିଲେ। ସେତିକିବେଳେ ଏକ ବିଷଧର…

ଶ୍ୱଶୁର ଘର ପହଞ୍ଚି ପାରିଲେନି ଜ୍ୱାଇଁ: ରାସ୍ତାରେ…

ବାସୁଦେବପୁର,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ବିରସ ଛକରେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ଦାସ(୪୦)। ତାଙ୍କ ଘର ନାୟକାଣିଡିହୀ ଥାନା ଅଧୀନ ରହିମପୁର ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ସୋମନାଥ ଶ୍ୱଶୁର…

ସଙ୍ଗଠନ ଛାଡ଼ିଥିବା ମାଓବାଦୀଙ୍କୁ ଗିରଫ କଲା ପୋଲିସ

ପାରଳାଖେମୁଣ୍ଡି,୧୨।୮(ଡି.ଏନ୍‌.ଏ.): ସଙ୍ଗଠନ ଛାଡ଼ିଥିବା ଜଣେ ମାଓବାଦୀଙ୍କୁ ଅଡବା ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ଗଜପତି ଜିଲା ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା ଓରଫ ଲୋରେ। ତାଙ୍କ ନାମରେ ଅଡବା ଥାନାରେ ୭ଟି ମାମଲା ରହିଛି। ୨୦୦୮-୨୦୧୦ ମଧ୍ୟରେ ବିଭିନ୍ନ…

ସମସ୍ତଙ୍କ ସହଯୋଗରେ ରୋକାଯାଇପାରିବ ହାତୀ ମୃତ୍ୟୁ

କେନ୍ଦୁଝର,୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲାରେ ହାତୀଙ୍କ ଚଳପ୍ରଚଳ ଅନ୍ୟ ଜିଲା ଅପେକ୍ଷା ଅଧିକ ରହିଛି। ଏପରି କି ଜିଲାରେ ହାତୀଙ୍କ ଉପଦ୍ରବ ବଢିବା ସହ ହାତୀ-ମଣିଷଙ୍କ ମଧ୍ୟରେ…

ପିପିଲି ଟୋଲ୍‌ଗେଟ୍‌ ନିକଟରେ ଓଲଟିଲା ବସ୍‌: ଜଣେ ମୃତ ୨୦ ଆହତ

ପୁରୀ ଅଫିସ, ୧୨।୮: ଭୁବନେଶ୍ୱର- ପୁରୀ ରୋଡ଼ ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି…

କେନ୍ଦ୍ରର ଆନ୍ତରିକତା ନାହିଁ, ନ୍ୟାୟାଳୟର ଦାରସ୍ଥ ହେବ ଆଦିବାସୀ ସମାଜ

ଝାରସୁଗୁଡ଼ା ଅଫିସ,୧୨।୮: ଝାରସୁଗୁଡ଼ା ଜିଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଇଟିଡିଏ ମାନ୍ୟତା ପାଇଁ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ୨୦୧୧ରୁ ଶେଷ ହୋଇଛି । ଏପରି କି ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୬ ବର୍ଷ ହେଲା…

ହୀରାକୁଦର ତଳିଆ ଅଞ୍ଚଳକୁ ସତର୍କ କରାଇଲେ ଜିଲାପାଳ

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଯାହା ଫଳରେ ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଥିବା ସହ ଅଞ୍ଚଳଗୁଡିକ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। ଏହାକୁ ନେଇ…

ଖୋଲିଲା ଆଉ ୬ ଗେଟ୍‌

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ହୀରାକୁଦରେ ଆଉ ୬ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଗେଟ୍‌ ଖୋଲାଯାଇଛି।

ତ୍ରିରଙ୍ଗା ଶୋଭାଯାତ୍ରାରେ ୯ ଡାକଘରର କର୍ମଚାରୀ ସାମିଲ

ନିମାପଡ଼ା,୧୨ା୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଉପ ଡାକମଣ୍ଡଳ ଅଧିନସ୍ଥ କୋଣାର୍କ ଉପ ଡାକଘର ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି ସୂର୍ଯ୍ୟ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ କୋଣାର୍କ ଉପଡାକଘର ତଥା ଏହା ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?