ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ
କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀ ମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…
ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ
ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ ପରିବର୍ତ୍ତନ କରିବା ଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ବିଦ୍ୟାଳୟ…
ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍: ନିଜେ ଚାଲିଗଲେ, ହେଲେ…
ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନ। ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ…
ଦେଶ ସୁରକ୍ଷାରେ ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ
ମହାକାଳପଡ଼ା,୨୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ୩ ଦିନ ପୂର୍ବରୁ ଜଗତ୍ସିଂହପୁର ଜିଲାରୁ କେତେଜଣ ବେଆଇନ ଭାବେ ବାଂଲାଦେଶୀ…
ଚାଲିଥିଲା ବାପାଙ୍କ ଦଶାହ, ହଠାତ୍ ଅସୁସ୍ଥ ହୋଇପଡ଼ିଲେ ପୁଅ: ଆଉ ତା’ପରେ ଘଟିଗଲା…
ଆସିକା,୨୦।୧୧: ଗଞ୍ଜାମ ଆସିକା ବ୍ଲକର ସିଦ୍ଧନଇ ପଂଚାୟତ ଅନ୍ତର୍ଗତ ଅତରଙ୍ଗ ଗ୍ରାମରେ ଗୁରୁବାର ଘଟିଛି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା। ବାପାଙ୍କ ମୃତ୍ୟୁର ଦଶାହରେ ପୁଅଙ୍କ ମୃତ୍ୟୁ ଭଳି ଘଟଣା ଗାଁରେ ଶୋକର ଛାୟା ଖେଳାଇଦେଇଛି। ଅତରଙ୍ଗ ଗ୍ରାମର ଉଦୟ…
କୁଳଡିହାରେ ଆଜିଠୁ ବାଘ ଗଣନା ଆରମ୍ଭ
ନୀଳଗିରି,୨୦।୧୧: ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ରହିଛନ୍ତି। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ…
ପ୍ରେମ ବ୍ୟାପାର: ଯୁବତୀ ନେଲେ ଚରମ ନଷ୍ପତ୍ତି
ଭୁବନେଶ୍ୱର,୨୦ା୧୦(ସତ୍ୟଜିତ ରାଉତ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପ୍ରାଚୀବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଫ୍ୟାନ୍ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ଜଣକ ହେଲେ କଟକ ଜିଲା ନିଆଳି ଅଞ୍ଚଳର ମୋନାଲିସା ମହାନ୍ତି(୨୨)। ପୋଲିସ ମୃତେଦହ ଜବତ କରି କ୍ୟାପିଟାଲ ହସ୍ପିଟାଲ…
ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…
ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି ।…
୨୧ ମାସର ସଂଘର୍ଷ ପରେ ମିଳିଲା ନ୍ୟାୟ: ମିଳିଲା…
ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଲବଣିପୁର ମୌଜ଼ାର ବାଘବାଡ଼ିପଡ଼ାବାସୀ ୨୧ ବର୍ଷର ସଂଘର୍ଷ ପରେ ଶେଷରେ ଜଙ୍ଗଲ ଜମି ଶିରୋନାମା ପଟ୍ଟାରୁ ରାଜସ୍ବ ପଟ୍ଟା ପାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ…
ସାଲିଆସାହିରେ ଭାଙ୍ଗିବ ୫୫୬ ଘର
ଭୁବନେଶ୍ୱର,୧୯ା୧୦: ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍ସି, ବିଡିଏ, କମିଶନରେଟ୍ ପୋଲିସ, ୱାଟ୍କୋ, ଆର୍ଆଣ୍ଡବି, ଟାଟା ପାୱାରର ମିଳିତ ଟିମ୍ ଘର ଭଙ୍ଗା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।…
କଳାବାଘ ‘କାଳିଆ’କୁ ନେଇ ଚର୍ଚ୍ଚା: ଶିମିଳିପାଳ ପାଇଁ ଆଣିଲେ ଗୌରବ
ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମହାବଳ ବାଘ କାଳିଆକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ ଶିମିଳିପାଳର ହିରୋ ‘କାଳିଆ’କୁ ନେଇ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ଶିମିଳିପାଳରେ ବାଘବଂଶ ଲୋପ…
ଗୋଚାଲାଣ ବେଳେ ଭୟଙ୍କର ଦୁର୍ଘଟଣା: ଜଳିଗଲେ ୧୨ ଗୋରୁ
ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ଓଲଟି ପଡିଲା ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ବେଳେ ଗାଡ଼ିରେ ନିଆଁ ଲାଗି ଜଳି ଯାଇଛି। ବୁଧବାର ବିଳମ୍ବିତ…
Archives


