ଆମ ଜିଲା ଖବର

ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏହି…

କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ…

ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା,୮।୯(ସ୍ବ.ପ୍ର.): ଓଡ଼ିଆ ପୁଅଙ୍କ ସଫଳତା। ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର। ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ…

ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା

ନୟାଗଡ଼ ଅଫିସ,୮।୯: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ ଅଚଳାବସ୍ଥା ଲାଗି ରହିଛି। ମୃତ୍ୟୁକାଳୀନ ସହାୟତା ୫ ବର୍ଷ ହେଲା ଓ ବିବାହ ସହାୟତା ୭ ବର୍ଷ ହେଲା ମିଳୁନି। ପୁଣି ଶିକ୍ଷା ସହାୟତା ୬ ବର୍ଷ ହେଲା ବନ୍ଦ ରହଛି। ନିର୍ମାଣ…

ପ୍ରାଚୀନ ‘ଅଙ୍କ’ ପରମ୍ପରାକୁ ଭୁଲିଗଲେଣି ଯୁବପିଢ଼ି

ଖଣ୍ଡପଡା,୮ା୯(ସ୍ବ.ପ୍ର): ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଂଟିଲୋ ଅଂଚଳରେ ପାରମ୍ପରିକ ସୁନିଆ ବା ଅଙ୍କ ପର୍ବ ପାଳିତ ହୋଇ ଯାଇଛି। ଏହି ‘ଅଙ୍କ’ ପର୍ବ ପ୍ରଚଳିତ ପ୍ରାଚୀନ ପରମ୍ପରା ଓ ଐତିହ୍ୟ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରିଆସିଛି। ଓଡ଼ିଶାରେ ରାଜକୀୟ ନବ…

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ସମ୍ବର୍ଦ୍ଧିତ

ପାଟଣା,୮ା୯(ସ୍ବ.ପ୍ର.): ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ଭୁବନେଶ୍ୱରରୁ ବାହାରିଥିବା ଅହିଂସା ରଥ ଗୁରୁବାର ପାଟଣା ବ୍ଲକ ମଲ୍ଲିପଶି ଜନତା ହାଇସ୍କୁଲ ଓ ପରେ ପାଟଣା ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲା। ଏଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ପାର୍ଥ…

ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ ତାଣ୍ଡି(୨୦) ଓ ଚନ୍ଦନ ଝାଙ୍କର (୧୨)। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

୫-ଟି ଅଧୀନ ବିଦ୍ୟାଳୟରେ ୫୦ ଲକ୍ଷ ଦୁର୍ନୀତି

ବାଲିକୁଦା, ୮ା୯(ସ୍ବ.ପ୍ର.): ରାଜ୍ୟ ସରକାର ଦୁର୍ନୀତି ରୋକିବାକୁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏ ସବୁକୁ ପାଦରେ ଦଳିମକଚି ଦେଉଛନ୍ତି କିଛି ସରକାରୀ କମର୍ଚାରୀ। ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁନାହିଁ। ଏଭଳି ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା…

ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର

କେନ୍ଦ୍ରାପଡ଼ା ଅଫିସ,୮ା୯: କେନ୍ଦ୍ରାପଡ଼ା ବ୍ଲକ୍‌ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ ଦେବା…

ଆସୁଛି ଦୁର୍ଗାପୂଜା: ଏଥର ବାଜିବନି ଡିଜେ କି ଫୁଟିବନି ଆତସବାଜି

ଜଗତ୍‌ସିଂହପୁର ଅଫିସ୍‌, ୮ା୯: ଅକ୍ଟୋବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା। ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେବ। ତେଣୁ ଆଗାମୀ ଦଶହରା ପର୍ବ, ରାବଣ ପୋଡି ଓ ଭସାଣି ଉତ୍ସବ କିପରି ଶାନ୍ତି, ଶୃଙ୍ଖଳାର ସହ ପାଳନ…

ବାହୁଡ଼ିଲେ ବିଦ୍ୟାଦାତା

ଭୁବନ, ୭ା୯(ଡି.ଏନ.ଏ)-ଦୁଲୁଦୁଲି, ଢୋଲ, ଚାଙ୍ଗୁରେ କମ୍ପୁଥିଲା ପରିବେଶ। ଆଧୁନିକ, ପୁରାତନ ଗୀତର ତାଳେତାଳେ ଗୋଟିଏ ପରେ ଗୋଟିଏ ମନଛୁଅଁା ସଙ୍ଗୀତ ପରିବେଷଣ କରୁଥିଲେ ରାଜ୍ୟ ବାହାରୁ ଆସିଥିବା ବ୍ରାସ୍‌ ବ୍ୟାଣ୍ଡ ଦଳର ବାଦ୍ୟକାର। କେଉଁଠି ଚିତ୍ତାକର୍ଷକ ଅଙ୍ଗଭଙ୍ଗୀରେ ଶିଳ୍ପୀମାନେ ଗୋଟିପୁଅ ନୃତ୍ୟ…

ସଙ୍ଗୀତ ହିଁ ଅଲରଜାଙ୍କ ଏକମାତ୍ର ବ୍ରତ

ଭଦ୍ରକ ଅଫିସ,୮।୯: ପାଠପଢ଼ା ସହ ସଙ୍ଗୀତ ସାଧନାକୁୁ କରିଛନ୍ତି ଜୀବନର ବ୍ରତ। ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାବେଳୁ କଣ୍ଠର ଯାଦୁ ତାଙ୍କୁ ପରିଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?