ଡେଙ୍ଗୁ: ଗଞ୍ଜାମରେ ୩୮ ଆକ୍ରାନ୍ତ
ବ୍ରହ୍ମପୁର,୮ା୯-ଗଞ୍ଜାମ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାହାର ରାଜ୍ୟ ଓ ଜିଲାରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗଞ୍ଜାମ ଆସୁଥିବାରୁ ସଂଖ୍ୟା ବଢ଼ୁଛି। ଗୁରୁବାର ଦିନକରେ ୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କବିସୂର୍ଯ୍ୟନଗର ବ୍ଲକ…
କବିସୂର୍ଯ୍ୟନଗର ସହରରେ ଭାଲୁ : ଭିଡିଓ ଭାଇରଲ
କବିସୂର୍ଯ୍ୟନଗର,୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୁରୁଣା ଥାନା ନିକଟରେ ବୁଧବାର ରାତିରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କବିସୂର୍ଯ୍ୟନଗର ସହରର ଜଣେ ଯୁବକ କୌଣସି କାମରେ ଛତ୍ରପୁର ଯାଇଥିଲେ।…
ପୋଖରୀରେ ବୁଡ଼ିଯାଇ ଚାଲିଗଲା ଛାତ୍ରୀଙ୍କ ଜୀବନ
ବଇଣ୍ଡା,୮।୯(ଡି.ଏନ.ଏ): କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ସେହି ଗ୍ରାମର ଅର୍ଚ୍ଚନା ପ୍ରଧାନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି, ଅର୍ଚ୍ଚନା ସକାଳେ ନିକଟସ୍ଥ ପୋଖରୀକୁ ଗାଧୋଇବା…
ବାଲି ବୋଝେଇ ହାଇଓ୍ବା ଧରିଥିଲେ ତହସିଲଦାର: କେମିତି ହେଲା ଫେରାର
ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ ବେଆଇନ ବାଲି ବୋଝେଇ ଗାଡ଼ିକୁ ସ୍ଥାନୀୟ ତହସିଲଦାର ଜବତ କରିଥିଲେ। ପରେ ଉକ୍ତ ଗାଡ଼ି ନେଇ ଚାଳକ ଫେରାର ହୋଇଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ଭଣ୍ଡାରିପୋଖରୀ…
ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି
ବ୍ରହ୍ମପୁର ଅଫିସ,୮।୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ୨ କନିଷ୍ଠ କିରାଣି। ସେମାନେ ହେଲେ ସୁଶୀଲ ପଟ୍ଟନାୟକ ଏବଂ ପ୍ରଦୀପ ମହାନ୍ତି। ଏରିଅର ପାଇଁ ଅବସରପ୍ରାପ୍ତ ପିଅନଙ୍କଠାରୁ ସେମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଗଞ୍ଜାମ ଜିଲା ଶିକ୍ଷାଧିକାରୀ(ଡ଼ିଇଓ)ଙ୍କ…
ଗ୍ୟାରେଜରୁ ନେଇଗଲେ ଟ୍ରକ୍
ଭଦ୍ରକ ଅଫିସ, ୮।୯: ଭଦ୍ରକ ପୌରପାଳିକା ଅଧୀନ କୁଅଁାସ ଗ୍ରାମର ଶୁଭଙ୍କର ମହାପାତ୍ରଙ୍କର ଏକ ୧୨ ଚକିଆ ଟ୍ରକ୍ ଗ୍ୟାରେଜରୁ ଚୋରି ହୋଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାସୁଦେବପୁର ଥାନା ଅଧୀନ ପଦ୍ମପୁରର…
ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି
ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁରରେ କିଛିଦିନ ହେଲା ଲୁଟେରା ସକ୍ରିୟ ହୋଇଛନ୍ତି। ବିଶେଷ କରି ଟାଉନ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଘଟୁଛି। ଗୁରୁବାର ମଧ୍ୟାହ୍ନରେ ୨ ମୁଖାଧାରୀ ଦୁର୍ବୃତ୍ତ ବ୍ରହ୍ମପୁର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ଜୋତା…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ,୨ଗୁରୁତର
ନୂଆପଡା ଅଫିସ,୮।୯: ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।…
କୁକୁଡ଼ା ଚାଷୀଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ
ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲଠାରେ ବିଭିନ୍ନ ଦାବି ନେଇ ଜିଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ନୀଳମଣି ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…
ପାର୍ବଣ ପୂର୍ବରୁ ତତ୍ପର ସିଏମ୍ସି: ମିଠା ଦୋକାନ ସିଲ୍
କଟକ ଅଫିସ,୮।୯: ଆଶ୍ୱିନରେ ମା’ଙ୍କ ଆଗମନକୁ ନେଇ ପୁଣି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ତେବେ ପାର୍ବଣ ପୂର୍ବରୁ ସଜାଗ ହୋଇ ଉଠିଛି ସିଏମସି । ଗୁରୁବାର ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ…
ଚା’ ପିଇଲା ବେଳେ ଚାଲିଗଲା ଜୀବନ
ନିରାକାରପୁର,୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଚାୟତ ହରିପୁର ଗ୍ରାମରେ ଗୁରୁବାର ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଉକ୍ତ ମହିଳା ଜଣଙ୍କ ହେଲେ ସରଜୁ ମାଝି(୬୫)। ଘରେ ବସି ଚା’ ପିଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।…
ଏମ୍କେସିଜିରୁ ପୁଣି ଖସିଲା ଶିଲିଂ
ବ୍ରହ୍ମପୁର ଅଫିସ,୮ା୯: ବ୍ରହ୍ମପୁର ଏମ୍କେସିଜିରେ ଗୁରୁବାର ପୁଣି ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାର ଶିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ୟୁରୋଲୋଜି ଓ୍ବାର୍ଡରେ ନିଆଁ ଲାଗିଯାଇଥିଲା। ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକେ ଭୟଭୀତ…

