ଆମ ଜିଲା ଖବର

୫ ହଜାର ତଣ୍ଡ ଗଣିବେ ବର୍ଷା-ଅନୁଭବ

କଟକ ଅଫିସ୍‌,୯।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ…

ଆର.ଉଦୟଗିରିରେ ରେକର୍ଡ ବର୍ଷା

ଆର.ଉଦୟଗିରି,୯ା୯(ଡି.ଏନ.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ହାରାହାରି ୧୯୧.୮ ମିମି ବର୍ଷା ହୋଇଛି। ଆର.ଉଦୟଗିରି ବ୍ଲକରେ ସର୍ବାଧିକ ୪୩.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୂଆଗଡ଼ ବ୍ଲକରେ ୨୮.୪ ମିମି ବର୍ଷା ହୋଇଛି। ମୋହନା…

କାଦୁଅ ପଡ଼ିବାକୁ କେନ୍ଦ୍ର କରି ଆକ୍ରମଣ, ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୯।୯: ଗାଡ଼ି ଚଳାଇବା ବେଳେ କାଦୁଅ ପଡିବାକୁ ନେଇ ବଚସା ଓ ଆକ୍ରମଣ ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହରିଡାଖଣ୍ଡି ନୂଆ ସାହିର କେ. ଶିବା ରେଡି। ଏନେଇ ପୋଲିସ ଏକ ମାମଲା…

ମହାପ୍ରଭୁଙ୍କୁ ଅବମାନନା: ପିକ୍‌ଅପ୍‌ରେ ବାନ୍ଧିନେଲେ ଜଗନ୍ନାଥଙ୍କୁ

ରୂପସା,୯।୯(ଡି.ଏନ୍‌.ଏ.): କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାଠାରେ ଏକ ପିକ୍‌ଅପ୍‌ ଭ୍ୟାନରେ ଦୟନୀୟ ଅବସ୍ଥାରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ବାନ୍ଧି ନିଆଯାଉଥିବା ଦୃଶ୍ୟକୁ…

ଘରେ ପଶି ବୁଲାଇଲେ କଳାକନା, ନେଇଗଲେ ଝିଅ ବାହାଘର ପାଇଁ ଥିବା ଅଳଙ୍କାର

ଖଇରା,୯।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଗୋଳିହା ଗ୍ରାମର ୨ଟି ପରିବାରୁ ଚୋରି ହୋଇଛି। ଗ୍ରାମର ମହେଶ୍ବର ନାୟକ ଓ ତାଙ୍କ ଭାଇ ଉଦୟ ନାୟକଙ୍କ ସପରିବାର ଘରେ ନ ଥିବା ବେଳେ ଏହାର ସୁଯୋଗ ନେଇ ଚୋର କଳାକନା…

ପୁଣି ଏମ୍‌କେସିଜିରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୯।୯: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ଶୁକ୍ରବାର ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସିଲିଂ…

ଗୋଟିଏ ସ୍ଥାନରେ ଜଳିଲା ଜୁଇ

ଲୋଇସିଂହା,୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଜଡାମୁଣ୍ଡା ସ୍କୁଲପଡାରେ ବୁଧବାର ସନ୍ଧ୍ୟାରେ ବଜ୍ରପାତରେ ଗ୍ରାମର ୩ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ରାଜୁ ଝାଙ୍କରଙ୍କ ପୁଅ ଚନ୍ଦନ(୧୨), ପ୍ରଶାନ୍ତ ତାଣ୍ଡି(୨୭) ଓ କାହ୍ନା ମୁଣ୍ଡା(୨୦)। ଗୁରୁବାର ମୃତଦେହ…

୨୦୩୦ ସୁଦ୍ଧା ଜିଲାକୁ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟ

ରାୟଗଡ଼ା ଅଫିସ,୯ା୯:ସଚେତନତା ହିଁ ବାଲ୍ୟବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସାକୁ ରୋକିପାରିବ। ଲୋକଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଅଭିଯାନରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ…

ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଜବତ

ପଦ୍ମପୁର,୯ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ଏକ ଚୋରା କୋଇଲା ପିକ୍‌ଅପ୍‌କୁ ପଦ୍ମପୁରଠାରୁ ଜବତ କରିଛି। ଗାଡ଼ିରେ ୨୪ କ୍ୱିଣ୍ଟାଲ କୋଇଲା ଥିବା ବେଳେ ଚାଳକ ଫେରାର ହୋଯାଇଛନ୍ତି। ଥାନାରେ ଏ ନେଇ କେସ୍‌ ନଂ ୪୦୦/୨୨ରେ ମାମଲା ରୁଜୁ ହୋଇଛି।

ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ

ବ୍ରହ୍ମପୁର ଅଫିସ,୯ା୯: ବଡ଼ବଜାର ଥାନା ଓମ୍‌ନଗର ତୃତୀୟ ଲାଇନରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ୧୧ କାର୍ଟୁନ ନକଲି ବିଦେଶୀ ମଦ ଜବତ ହୋଇଛି। ଅବକାରୀ ବିଭାଗ ଜଣେ ଚୋରା ମଦ ଚାଲାଣକାରଙ୍କୁ ଧରି ଜେରା ବେଳେ ସେ…

କାମରେ ଆସୁନି ମେଗାଲିଫ୍ଟ ପାଇପ୍‌ ଲାଇନ

କୋକସରା,୯।୯(ଡି.ଏନ.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପାଇପ ଲାଇନ ପାଣି ଯୋଗାଣ କାମରେ ଆସୁନାହିଁ। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲା କୋକସରା ବ୍ଲକର କାଶୀବାହାଲ, ଡହଗାଁ ଓ ଡ଼ଙ୍ଗରୀଗୁଡା ଗ୍ରାମର ଚାଷୀମାନେ ଗୁରୁବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଅଭାବ ଅନଟନ ସତ୍ତ୍ୱେ ସଫଳତା

ସୋହେଲା,୯।୯(ଡି.ଏନ.ଏ.):ଅଭାବ ଅନଟନ ସଫଳତାରେ ବାଧା ସୃଷ୍ଟି କରିପାରେ କିନ୍ତୁ ଅଟକାଇ ପାରେନାହିଁ। ଏହାର ଏକ ଉଦାହରଣ ସାଜିଛନ୍ତି ସୋହେଲା ବ୍ଲକ କନଗାଁ ପଞ୍ଚାୟତର ବୁଡ଼ାମାଲ ଗ୍ରାମର ଶିଶିର କଲାରୀ। ପିତା ଧନେଶ୍ୱର ଓ ମାତା ପଦ୍ମିନୀଙ୍କ ପୁଅ ଶିଶିର ପିଲାଟି ଦିନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?