ପାଳରେ ଜୀବନ ଆଙ୍କୁଥିବା ମଣିଷ
ଲୋଇସିଂହା,୨୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡେଲିମାର୍କେଟର ଅବସରପ୍ରାପ୍ତ ଶିକ୍ଷକ ଗୌରୀଶଙ୍କର ବେଜ(୬୫)। ସୁବର୍ଣ୍ଣପୁର ଜିଲା ନାରାୟଣପୁରର ମୂଳ ବାସିନ୍ଦା ଗୌରୀଶଙ୍କର ୨୦୧୪ମସିହାରେ ଅବସର ଗ୍ରହଣ ପରେ ମଧ୍ୟ ସେ ଚଳଚଞ୍ଚଳ ରହିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ପ୍ରଶାଂସା ସାଉଁଟୁଛନ୍ତି। ଦେବାଦେବୀ,…
ଯୁବକଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର
ଭଦ୍ରକ ଅଫିସ, ୨୫।୯: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଜଣେ ଯୁବକଙ୍କୁ ଦୁର୍ବ୍ୟବହାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯୁବକ ଜଣଙ୍କ ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ…
ବସଷ୍ଟାଣ୍ଡରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ରସୁଲପୁର,୨୪।୯(ଡି.ଏନ୍.ଏ.): କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ ।…
ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍
ଖୋର୍ଦ୍ଧା ଅଫିସ ,୨୪।୯: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ପକ୍ଷରୁ ଶନିବାର ଚଢ଼ାଉ ହୋଇଛି। ସୁମନ ଖୋର୍ଦ୍ଧାର ଏକ ଜୁଏଲାରୀ ମାଲିକଙ୍କ ଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ସିବିଆଇ ଟିମ୍ ତାଙ୍କୁ…
ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ବଡ଼ବିଲ,୨୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଚଟେଇ ହଟିଂ ଅଞ୍ଚଳରେ ଶନିବାର ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଉଦ୍ୟମ କରି ଖସି ପଳାଉଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଧୂମ…
ଗୁହାଳରୁ ଗାଈକୁ ଟେକିନେଲା ବାଘ
ବୋଡେନ,୨୪।୯(ଡି.ଏନ.ଏ.): ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରାରେ ବାଘ ଆତଙ୍କ ଦେଖାଦେଇଛି। ଖବର ଅନୁସାରେ, ଗୁରୁବାର ରାତିରେ ଖଇରା ଗ୍ରାମ ଡୁମେରପଡାର ଜିତ ମାଝିଙ୍କ ଗୁହାଳରୁ ଏକ ଗାଈକୁ ବାଘ ଟାଣି ନେଇଥିଲା। ସକାଳୁ ବହୁ ଖୋଜାଖୋଜି ପରେ ଗାଁ ପାଖରେ…
ମହାଳୟାରେ ପୂଜକ ପିନ୍ଧିବେ ଧଳାବସ୍ତ୍ର
ସମ୍ବଲପୁର,୨୪ା୯(ବ୍ୟୁରୋ): ମହାଳୟା ତିଥିରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦିନ ମନ୍ଦିରର ପୂଜକମାନେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ୱରୀ ଶୁଭ୍ର ରୂପ ଧାରଣ କରୁଥିବାରୁୁ ପୂଜା କରୁଥିବା ସେବକମାନେ…
ନକଲି ଔଷଧ କାରବାର: ଔଷଧ ଯୋଗାଉଥିବା ୨ ବ୍ୟବସାୟୀ ଚିହ୍ନଟ
କଟକ ଅଫିସ,୨୪।୯: କଟକ ନକଲି ଔଷଧ କାରବାର ମାମଲାରେ ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ୨ ଜଣ ନକଲି ଔଷଧ ଯୋଗାଉଥିବା ଜଣାପଡ଼ିଛି। ଏ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କଟକ…
ବିଏସ୍ସି ପରେ ଚିଠି ବାଣ୍ଟୁଛନ୍ତି ଭୋଜରାଜ
ଢେଙ୍କାନାଳ ଅଫିସ,୨୪।୯: ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟ ମ୍ୟାନ ନବଘନ ଦୁଡୁଆ। ଗତ ବର୍ଷ କରୋନା ମହାମାରୀ ସମୟରେ ସାଇକେଲରେ ଚିଠି ବାଣ୍ଟୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ। ଫଳରେ ଡାକଘରକୁ ଯିବା କିମ୍ବା ଚିଠି…
୧୩ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା
କୋଟଗଡ଼,୨୪।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନ ମିଡିଆକିଆ ଗଡମାହା ଘାଟରେ ଶନିବାର ଏକ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ମିଡିଆକିଆ ଗ୍ରାମର…
ଦୋକାନ ଉପରେ ମାଡିଗଲା ଟ୍ରକ୍
ନିଶ୍ଚିନ୍ତକୋଇଲି,୨୪।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତ କୋଇଲି ବଜାରରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଦୁଇଟି ସାର ବୋଝେଇ ଟ୍ରକ୍ ବଜାର ଉପରେ ଥିବା ୫ଟି ବଡ଼ ଦୋକାନ ଉପରେ ମାଡିଯାଇଛି। ତେବେ ଦୋକାନରେ ଥିବା ୧୪ଜଣ କର୍ମଚାରୀ…
ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ
ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ…

