ଭଏଁସା ପ୍ୟାକ୍ସରେ ଚଢ଼ାଉ: ମଣ୍ଡି ଆରମ୍ଭ ହେବା ପୂର୍ବରୁ ଗୋଦାମ ଗୃହରେ ଧାନ ୧୦୭ ବସ୍ତା
ପାଟଣାଗଡ, ୧୯।୫ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଏଁସା ପ୍ରାଥମିକ କୃଷି ସମବାୟ ସମିତିରେ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଗୋଦାମ ଗୃହରେ ଧାନ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ସୂଚନା…
ଲୁହା ରଡ଼ରେ ପିଟି ପିଟି କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ତେରଗୌଞ୍ଜ ଗ୍ରାମର ପ୍ରଦୀପ ଦାସ(୨୮)…
ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ: ୩୩ ପ୍ଲଟ୍ ସାଙ୍ଗକୁ ରହିଛି ବିଳାସପୂର୍ଣ୍ଣ ଫାର୍ମହାଉସ, ୨୭ ବର୍ଷର ଚାକିରି, ୨୦ ବର୍ଷ ଗୋଟିଏ…
ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧିନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବର ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରଙ୍କ ୬ଟି…
ଏମିତି ବି ଆସେ ମୃତ୍ୟୁ: ଭୋଜିକୁ ଯାଉଥିଲେ ଦାଦା ପୁତୁରା , ରାସ୍ତାରେ ଘଟିଲା
ମୋହନ,୧୯।୫(ମନ୍ମଥ ମିଶ୍ର): ଭୋଜି ଖାଇବାକୁ ଯାଉଥିବା ବେଳେ ଦାଦା–ପୁତୁରାଙ୍କ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବାବେଳେ ପୁତୁରା ଗୁରୁତର ହୋଇଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଗଜପତି ଜିଲାରମୋହନା ଥାନା ଅନ୍ତର୍ଗତ ପଥରଗଡ଼ ନିକଟରେ ଘଟିଛି।ମୃତକଙ୍କ ହେଲେ ଚନ୍ଦ୍ରଗିରି ଢେପସାହିର ସନ୍ତୋଷ…
କାଳବୈଶାଖୀରେ ଉଡ଼ିଗଲା ଛପର, ପଡ଼ୋଶୀ ଘରେ ଆଶ୍ରୟ ନେଲେ ପରିବାର
କଲ୍ୟାଣସିଂହପୁର ,୧୯।୫ (ଦୀପକ କୁମାର ପରିଡା): କାଳବୈଶାଖୀର ପ୍ରଭାବରେ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରମିଳା ନାୟକଙ୍କ ଘରର ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିବାରୁ ସେମାନଙ୍କ ପରିବାର ପଡ଼ୋଶୀ ଘରେ ଆଶ୍ରୟ…
୨୦ରେ ଔଷଧ ଦୋକାନ ବନ୍ଦ, ଜାଣନ୍ତୁ କ’ଣ ପାଇଁ…
ସୋନପୁର,୧୯।୫(ମୃତ୍ୟୁଞ୍ଜୟ ଶତପଥୀ): ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ଦୋକାନ ବନ୍ଦ ଆନ୍ଦୋଳନକୁ ସୁବର୍ଣ୍ଣପୁର ଜିଲା ଔଷଧ ବ୍ୟବସାୟୀ ସଂଘ ସମର୍ଥନ ଘୋଷଣା କରିଛି। ସଂଘର ନ୍ୟାୟ ସଙ୍ଗତ ଦାବିକୁ…
ଅଚଳ ହୋଇପଡିଛି ସୋଲାର ନଳକୂପ : ପାଣି ଲାଗି ଡହଳବିକଳ ଗ୍ରାମବାସୀ
ରିଷିଡା , ୧୯।୫(ସୁଶାନ୍ତ ମଲ୍ଲିକ): ଗ୍ରାମରେ ପିଇବା ପାଣି ପାଇଁ ସମସ୍ୟା ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ନଳକୂପ ମରାମତି ଅଭାବରୁ ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରିଷିଡ଼ା କୁମ୍ଭାରପଡ଼ା…
କୋରାପୁଟରେ ୧ ଲକ୍ଷ ଏକରରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ବଡ଼ ପରାମର୍ଶ ଦେଇଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ପରିମାଣ ବଢିଛି। କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ…
ଇନଷ୍ଟାଗ୍ରାମରୁ ଯୁବକଙ୍କୁ ପ୍ରେମ କରି ଶ୍ବଶୁର ଘରୁ ଫେରାର୍ ହୋଇଗଲେ ବିବାହିତା ମହିଳା, ଥାନାରେ ସ୍ବାମୀ ପହଞ୍ଚି…
ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି। ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର…
ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ
ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ଅସୁସ୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…
ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର
ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ବିଜୟ ଗ୍ରାମ…
ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…
ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ ଦେଖିବା ମାତ୍ରେ ସୁରକ୍ଷାକର୍ମୀମାନେ ତୁରନ୍ତ ସତର୍କ ହୋଇଯାଇଥିଲେ। ବିଳମ୍ବ ନକରି ଜଣେ ବିଶେଷଜ୍ଞ…

