ଆମ ଜିଲା ଖବର

ଜିଲାରେ ଖାଉଟି କେନ୍ଦ୍ରରୁ ମିଳୁନି ଗହମ

ପୁରୀ ଅଫିସ,୧୬।୧୦: ରବିବାର ବିଶ୍ୱ ପାଳିବ ଖାଦ୍ୟ ଦିବସ। ଭାରତ ତଥା ସାରା ବିଶ୍ୱରେ ନାଗରିକଙ୍କ ମୌଳିକ ସୁବିଧା ତାଲିକାରେ ଖାଦ୍ୟ ସର୍ବାଗ୍ରେ ଆସେ। ବିଶ୍ୱରେ କେହି ଭୋକିଲା ରହିବେ ନାହିଁ, ସେହି ଲକ୍ଷ୍ୟ ନେଇ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ରଙ୍କଠାରୁ ଆରମ୍ଭ…

କେନ୍ଦୁଝର ଆସିବେ ରାଜ୍ୟପାଳ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଆସନ୍ତା ୧୭ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କେନ୍ଦୁଝର ଗସ୍ତରେ ଆସିବେ। ସେ ପୂର୍ବାହ୍ନ ୧୧.୫୦ରେ ପହଞ୍ଚି ଦିମ୍ବୋ ଗ୍ରାମରେ ଥିବା ଜନମଙ୍ଗଳ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। କାର୍ଯ୍ୟକ୍ରମ ପରେ ସର୍କିଟ ହାଉସରେ ରହି…

ତିନି ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ ପାଠ୍ୟକ୍ରମ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ତିନୋଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ସେଗୁଡ଼ିକ ହେଲା ଯୋଡ଼ା ବ୍ଲକ ଜୁରୁଡିସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ, ସଦର ବ୍ଲକ ମଇଦାନକେଲର ପ୍ରଗତି ସରକାରୀ ହାଇସ୍କୁଲ, ବାଂଶପାଳ ବ୍ଲକର ତରମାକାନ୍ତସ୍ଥିତ…

ଘରବାଡ଼ି ପଟ୍ଟା ପାଇଁ ୬ ମାସ ଧରି ଧାରଣାରେ ବସିଛନ୍ତି ୭୦ରୁ ଊର୍ଦ୍ଧ୍ୱ ପରିବାର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦ ଓ୍ବାର୍ଡ ନଂ. ୩ର ୭୦ରୁ ଊର୍ଦ୍ଧ୍ୱ ପରିବାର ଗତ ୬ ମାସ ଧରି ଘରବାଡ଼ି ପଟ୍ଟା ପାଇଁ ଧାରଣାରେ ବସିଛନ୍ତି। କିନ୍ତୁ ଏଯାବତ୍‌ ତାଙ୍କର କୌଣସି ସମାଧାନ ହୋଇ ପାରି ନ ଥିବା ଧାରଣାରେ ବସିଥିବା…

କାରଖାନା ଆରମ୍ଭ ନ ହେଉଣୁ ବିରୋଧ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଆରମ୍ଭ ନ ହେଉଣୁ ନିଯୁକ୍ତି ଓ ବିଭିନ୍ନ ଦାବିରେ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ କାରଖାନାର…

ହୋଟେଲ ରୁମ୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ଆଦର୍ଶ ଥାନା ପୋଲିସ ଏକ ହୋଟେଲରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛନ୍ତି। ସୂଚନାନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଏସ୍‌.ଆଇ ପ୍ରଭାତ ଗୌଡ଼ ଓ ଅନ୍ୟ ପୋଲିସମାନେ…

ଘରେ ଛାଡ଼ି ଦେବା ନାଁରେ ନାବାଳିକାଙ୍କୁ କରିଥିଲେ ବଳାତ୍କାର, ଏବେ ଭୋଗିବେ ୮ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧୫ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଗତ ୨୦୧୬ରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ଶନିବାର ଶୁଣାଣି କରି ବଣାଇ ବାଉଁରକେଲା ଗ୍ରାମର ଅଭିଯୁକ୍ତ ଅଲେଖ ପାତ୍ର(୩୬)ଙ୍କୁ…

ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା

ଝରିଗାଁ,୧୫ା୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଗବାଗୁଡ଼ା ଗ୍ରାମର ସୈନିକ ଗୋପାଳଙ୍କ…

ମହିଳାଙ୍କ ଗଳିତ ମୃତଦେହ ଜବତ: ବଡ଼ଭାଇ ଆଣିଲେ ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବୁଡ଼ାଙ୍ଗପିପିଲି ଜଙ୍ଗଲରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ବଡ଼ଭାଇ ସନାତନ ପ୍ରଧାନ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ହତ୍ୟା ମାମଲା (୧୮୩/୨୨)ରୁଜୁ କରି…

ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ

ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅମ୍ବାଖାଲିଆ ଘାଟିରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ…

ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କଲେ ଏଡିଇଓ

ବରଗଡ଼ ଅଫିସ,୧୫ା୧୦: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏଡିଇଓ) ଜ୍ୟୋତିକାନ୍ତ ସାହୁ ଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ସ୍ଥାନୀୟ କାଉନସିଲର ସାରଳା ବଗର୍ତ୍ତି, ପ୍ରଧାନଶିକ୍ଷୟିତ୍ରୀ ରେଣୁଦାସ…

ଗୋଟିଏ ଦିନରେ ଦାୟିତ୍ୱ ଗ୍ରହଣ କଲେ ୩ ଅଧିକାରୀ

ଗଞ୍ଜାମ,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଥିଲା। ଗୋଟିଏ ଦିନରେ ୩ ପ୍ରମୁଖ ଅଧିକାରୀ ତଥା ବ୍ଲକ କାର୍ଯ୍ୟାଳୟ ନୂତନ ବିଡିଓ ଭାବେ ଜସ୍ମିନ ପ୍ରଧାନ, ନୂତନ ଏନ୍‌ଏସି ଇଓ ଭାବେ ଅବିନାଶ ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?