ଆମ ଜିଲା ଖବର

କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦: ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା। କିନ୍ତୁ କରୋନା ମହାମାରୀ ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିଥିଲା, ଯେତେବେଳେ ୧୫,୦୦୦ରୁ ଊର୍ଦ୍ଧ୍ୱ…

ସପ୍ତାହରେ ୪୦୦ ଉଦ୍ଧାର

୧୯୮୦ ଓ ୯୦ ଦଶକର ପ୍ରାରମ୍ଭରେ ଅବିଭକ୍ତ ବଲାଙ୍ଗୀର ଦେଶର ଦରିଦ୍ରତମ ଜିଲାଗୁଡ଼ିକ ମଧ୍ୟରେ ପରିଗଣିତ ହେଉଥିଲା। ବିଗତ ୨ ଦଶନ୍ଧି ହେଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ…

ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା

ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ଐତିହ୍ୟ ବିକାଶ ପ୍ରକଳ୍ପ ଏବଂ ବକୁଳବନରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଓଡ଼ିଆ…

ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୭ ଗିରଫ

ହିଞ୍ଜିଳିକାଟୁ,୨୨ା୧୦(ଡି.ଏନ୍‌.ଏ.): କିଛିଦିନ ହେବ ହିଞ୍ଜିଳି ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଏକ ଡକାୟତି ଗ୍ୟାଙ୍ଗକୁ ସ୍ଥାନୀୟ ପୋଲିସ କାବୁ କରିବା ସହ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ ବୋମା, ୨ ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳିକାଟୁ କେନାଲ ସାହିର…

ଛୁରି ଦେଖାଇ ମହିଳାଙ୍କୁ ବଳାତ୍କାର, ଏତଲା ଦେଲେ ହତ୍ୟା ଧମକ

ବାଲିଗୁଡ଼ା,୨୨ା୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ମହିଳା ଜଣକ ଶୌଚ ହେବାକୁ ଯାଇଥିବା…

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଗଞ୍ଜାମ,୨୨ା୧୦(ଡି.ଏନ୍‌.ଏ.): ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ନେଇ ସୂଚନା ଦେବା ପରେ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଏନେଇ ଶନିବାର ତହସିଲଦାର ଅରୁଣ କୁମାର ନାୟକ ଏବଂ ରମ୍ଭା ଥାନାଧିକାରୀ ପି…

ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କଲେ ଜୁଏଲ

କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ। ଶନିବାର ଜୁଏଲଙ୍କ ସହ ପୂର୍ବତନ ଏମ୍‌ପି…

କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ପରୀକ୍ଷା ପାଇଁ ଗଲା ମାଟି, ପଥର

ଦାରିଙ୍ଗବାଡ଼ି,୨୨ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ପାହାଡ଼ ଭୁସ୍ଖଳନ ଘଟଣାରେ ଶନିବାର ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍‌ ନିର୍ଦ୍ଦେଶାଳୟରୁ ଏକ ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୂତତ୍ତ୍ୱବିତ୍‌ ଲାଜଓ୍ବନ୍ତି ଦେବୀଙ୍କ ସହ ଦାରିଙ୍ଗବାଡ଼ି…

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

କେନ୍ଦୁଝର,୨୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗସାହିରେ ଶନିବାର ବିଦ୍ୟୁତତାର ଲାଗି ୩ ମହିଳାଙ୍କ ଜୀବନ ଯାଇଛି। ଏକ ଛେଳିକୁ ବଞ୍ଚାଇବାକୁ ଯାଇ ଏହି ମହିଳାମାନେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯାଇଥିଲେ। ମୃତକମାନେ ହେଲେ ଜୁଆଙ୍ଗ ସାହିର ସାହିର…

ଭବାନୀପାଟଣା ଜଳେଶ୍ୱର ମନ୍ଦିରରୁ ଚୋରି

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ଶେଷରେ ଭଗବାନ୍‌ଙ୍କୁ ଛାଡିଲେନି ଦୁର୍ବୃତ୍ତ। ତାଲା ଭାଙ୍ଗି ମନ୍ଦିରରେ ପଶି ଠାକୁରଙ୍କ ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହରର ପ୍ରସିଦ୍ଧ ଜଳେଶ୍ୱର ମନ୍ଦିରରେ। ଶୁକ୍ରବାର ବିଳମ୍ବିତ ରାତିରେ…

ମିଠା ଦୋକାନରେ ଅଗ୍ନିକାଣ୍ଡ: ଜଣେ ମୃତ,୨ ଗୁରୁତର

ରାଉରକେଲା ଅଫିସ, ୨୨।୧୦: ରାଉରକେଲା ପାନପୋଷ ଛକରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ମିଠା ଦୋକାନରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଦୋକାନରେ କେମିତି ନିଆଁ ଲାଗିଲା ତାହା…

ରାସ୍ତା କାମରେ ନିୟୋଜିତ ଟ୍ରାକ୍ଟରକୁ ଚୋରିକଲେ ଦୁର୍ବୃତ୍ତ

ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା-ମାଛଗଡ଼ ରାସ୍ତାରୁ ଏକ ଟ୍ରାକ୍ଟର ଚୋରି ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଘଷିପୁରା ଥାନା କେନ୍ଦୁଆ ଗ୍ରାମର ଜଗଦୀଶ ବେହେରା ଏକ ରାସ୍ତା କାର୍ଯ୍ୟରେ ତାଙ୍କ ଟ୍ରାକ୍ଟରକୁ ନିୟୋଜିତ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?