ଆମ ଜିଲା ଖବର

କୋର୍ଟରେ ପଶି ଏସ୍‌ଡିଜେଏମ୍‌ଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୮।୧୧: ଗଞ୍ଜାମ ଜିଲା ଦୌରା ଜଜ୍‌ କୋର୍ଟ ପରିସରରେ ଥିବା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ହାତରେ ଛୁରୀ ଧରି କୋର୍ଟ ଭିତରେ ପଶି ହତ୍ୟା ଉଦ୍ୟମ କରିବାକୁ ଏସ୍‌ଡିଜେଏମ୍‌ଙ୍କୁ…

୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ଫୋରଣ: ବନ ବିଭାଗ ଗାଡ଼ିକୁ ଉଡ଼ାଇଦେବାକୁ ହୋଇଥିଲା ଯୋଜନା

ବଘିଆପଡ଼ା,୨୮।୧୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଲକଡ଼ପାଯୁ ଜଙ୍ଗଲରେ ୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟିଛି। ବନ ବିଭାଗର ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା ହୋଇଥିବା ବେଳେ ୫୦ଜଣ ବନ କର୍ମଚାରୀଙ୍କ ସହ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୁରକ୍ଷାକର୍ମୀ ଗଞ୍ଜେଇ ଗଛ ନଷ୍ଟକରିବାକୁ…

ଏସ୍‌ଏମ୍‌ସି ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଶ୍ରମିକ ଗୁରୁତର

ଝାରସୁଗୁଡ଼ା ଅଫିସ,୨୮।୧୧: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍‌ଏମ୍‌ସି ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଯୁଯୁମୁରା…

ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ ଦଣ୍ଡପାଟଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତୀ…

ଶୀତରେ ଥରୁଛି ଜି ଉଦୟଗିରି: ୮ ଡିଗ୍ରୀକୁ ଖସିଲା ପାରଦ

ଜି ଉଦୟଗିରି,୨୮।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳନ୍‌ ଜିଲା ଜି ଉଦୟଗିରି ସହରକୁ ପୁଣି ଶୀତ ଫେରିଛି । ୩ଦିନ ହେଲା କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବାରୁ ଜନଜୀବନକୁ ପ୍ରବାହିତ କରିଛି। ୩ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ…

ଘାଟିରେ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ଥାନା ସିକରମାହା ଘାଟିରେ ସୋମବାର ସକାଳୁ ଏକ ପଥର ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ହୋଇଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବାମୁଣୀଗାଁ ପୂର୍ତ୍ତବିଭାଗ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ସେହି ରାସ୍ତାରେ ଏବେ ଏକାଧିକ ଗାଡ଼ି…

ରବିଚାଷ ପାଇଁ ପାଣି ଅଟକାଇଲେ ଚାଷୀ

ଲୋଇସିଂହା,୨୮।୧୧(ଡି.ଏନ.ଏ): ଇଛାଶକ୍ତି ଥିଲେ ସବୁ ସମ୍ଭବ। ଏହା କରି ଦେଖାଇଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଘୁଙ୍ଗି ଗ୍ରାମର ଚାଷୀ। ମିଳିତ ପ୍ରୟାସରେ ବହିନାଳକୁ ବାଲିବସ୍ତା ବାନ୍ଧି ସେମାନେ ପାଣି ଅଟକାଇଛନ୍ତି। ଏହି ପାଣିରେ ପ୍ରାୟ ୪୦ଏକର…

ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି। ଖଡ଼ିଆଳ ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର। ଏହି ସହରକୁ ଲାଗିରହିଛି ୩୫୩ ନଂ.…

ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ

ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ। ସାଧାରଣ ଭାବରେ ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ରର ଶାରୀରିକ ଗଠନ ଅସାଧାରଣ ରହିଛି । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗୋ-ପାଳନ କରିଛି ସ୍ବାବଲମ୍ବୀ

ନୂଆପଡ଼ା ଅଫିସ୍‌,୨୮।୧୧: ମହିଳା ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ…

ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ, ରବିବାର ଅପରାହ୍ନରେ କୌଣସି କାରଣରୁ ନିଆଁ…

୩ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗ କେନ୍ଦ୍ରୀୟ ଟିମ୍‌ର ଚଢ଼ାଉ

ପଦ୍ମପୁର,୨୮ା୧୧(ଡି.ଏନ୍‌.ଏ.): ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ସୋମବାର ସକାଳୁ ପଦ୍ମପୁର ସହରରେ ରହୁଥିବା ତିନି ବିଜେଡି କର୍ମୀ ମହମ୍ମଦ ସାଜିଦ, ମାନଭଞ୍ଜନ ସାହୁ ଓ ଗଜୁ ଅଗ୍ରଓ୍ବାଲଙ୍କ ଘର ସମେତ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?