ଟୋକନ୍ ବାତିଲ, ମିଲରଙ୍କ ମନମାନିକୁ ନେଇ ଅସନ୍ତୋଷ
ଜଗତ୍ସିଂହପୁର ଅଫିସ୍, ୨୦।୧୧: ଟୋକନ ବାତିଲ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କି ୨ରୁ ୩ ଥର ବି ଟୋକନ୍ ବାତିଲ ହେବା ସହ ଆଉ ଧାନ ବିକିବା ପାଇଁ ଚାଷୀଙ୍କୁ ସୁଯୋଗ ଦିଆଯାଉନି। ଏହାଦ୍ୱାରା ଜିଲାର ଚାଷୀମାନଙ୍କ ମଧ୍ୟରେ…
କୂଳ ଖାଉଛି ଚିତ୍ରୋତ୍ପଳା
ମାର୍ଶାଘାଇ,୨୦।୧୧(ଡି.ଏନ୍.ଏ.): ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତ ଅଧୀନସ୍ଥ ନରସିଂହପୁର ଗାଁ ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀକୂଳ ଅତଡ଼ା ଖାଇ ଚାଲିଛି ା ବନ୍ୟା ନିୟନ୍ତ୍ରଣ ବନ୍ଧ ଖାଇ ଚାଲିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି ା ବର୍ଷା ପାଣି ଗଡ଼ିବା ଦ୍ୱାରା…
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସରପଞ୍ଚଙ୍କ ସ୍ବାମୀଙ୍କ ମାଡ଼
ରାଜନଗର,୨୦।୧୧(ଡି.ଏନ.ଏ.): ସରକାର ମହିଳା ସଶକ୍ତିକରଣ ପାଇଁ ପଞ୍ଚାୟତରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଛନ୍ତି। ମାତ୍ର ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ବଦଳରେ ଅଧିକାଂଶ ସ୍ଥାନରେ ତାଙ୍କ ସ୍ବାମୀମାନେ ରାଜ୍ କରୁଛନ୍ତି। ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଓ ଅନ୍ୟ…
ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ
ସାତମାଇଲ, ୨୦।୧୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ଚନ୍ଦ୍ରଶେଖର ଦେହୁରୀଙ୍କ ଝିଅ ଜାହାଜ ଦେହୁରୀ (୫୧)ଙ୍କ ଡାହାଣ ଗୋଡ଼ ଦୁଇଖଣ୍ଡ…
୨୫ କି.ମି.ରେ ୨ ଟୋଲ୍ ପ୍ଲାଜା
ଚଣ୍ଡିଖୋଲ,୨୦।୧୧(ଡି.ଏନ୍.ଏ.): ଜାତୀୟ ରାଜପଥରେ ଦୁଇଟି ଟୋଲ୍ ପ୍ଲାଜାର ବ୍ୟବଧାନ ୬୦ କିଲୋମିଟର ରହିବାର ନିୟମ ରହିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ)ର ନିର୍ଦ୍ଦେଶନାମା ଅନୁଯାୟୀ ରାଜପଥ ଉପରେ ନିର୍ମାଣ କରାଯାଉଥିବା ଟୋଲ୍ ପ୍ଲାଜାଗୁଡ଼ିକ ଏହି ଦୂରତ୍ୱ ମାନିବାକୁ ବାଧ୍ୟ। ତେଣୁ ୧୬ନଂ.…
ଶ୍ରୀମନ୍ଦିର ଗର୍ଭଗୃହ, ମହାପ୍ରଭୁଙ୍କ ଫଟୋ ଭାଇରାଲ
ପୁରୀ ଅଫିସ,୨୦।୧୧: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇ୍ଛି। କିନ୍ତୁ ଏଥର ଶ୍ରୀମନ୍ଦିର ପରିସରର କାୈଣସି ସ୍ଥାନ ନୁହେଁ। ବରଂ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…
ମୃତ କୁକୁର ଛୁଆକୁ ରାସ୍ତାରେ ଜଗି ରହିଛି ମା’
କୋକସରା,୧୯ା୧୧(ଡି.ଏନ୍.ଏ.): ସେ ମଣିଷ ହେଉ କି ପଶୁ। ମା’ର ମମତା ଅନାବିଳ। ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ। ଶନିବାର ସଡ଼କ ପାର୍ ହେଉଥିବା ବେଳେ ଏକ କୁକୁର ଛୁଆ ଉପରେ କୌଣସି ଏକ ଗାଡ଼ି ମାଡ଼ିଯିବାରୁ ତା’ର ମୃତ୍ୟୁ ହୋଇଛି।…
ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ
ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ କେସ୍ ୨୮୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ…
୩ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ୨୪୫ ଶିକ୍ଷାକର୍ମୀ
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନରେ ଶନିବାର ସିମୁଳିଆର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ୩ ଦଫା ଦାବି ନେଇ ଶିକ୍ଷକ ଭବନ ପରିସରରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୪୫ଜଣ ଶିକ୍ଷୟିତ୍ରୀ/ଶିକ୍ଷକ…
କ୍ରେଡିଟ୍ କାର୍ଡରୁ ୭୦ ହଜାର ଟଙ୍କା ଗାଏବ
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନ୍ଲାଇନ୍ ଠକେଇ ସମ୍ପର୍କରେ ସଚେତନତା ପ୍ରକାଶ ପାଉଛି। ଏହା ପରେ ମଧ୍ୟ ଲୁଟେରାଙ୍କ କବଳରୁ ନିସ୍ତାର ମିଳୁନାହିଁ। କ୍ରେଡିଟ୍ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ…
ଟ୍ରକ୍ ପଛରେ ପିଟିଲା ପିକ୍ଅପ୍, ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ଏକ ଟ୍ରକ୍ ପଛରେ ପିକ୍ଅପ୍ଟି ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଓଡି ୧୪ ଏଏ ୧୪୮୧…
ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଇଲେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ
ସୋରଡ଼ା,୧୯ା୧୧(ଡି.ଏନ୍.ଏ.): ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସୋରଡ଼ା ଶାଖା ପକ୍ଷରୁ ଶନିବାର ଅପରାହ୍ନରେ ୩୦୦ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ କାଳୀମନ୍ଦିରରୁ ଏକେ ବିରାଟ ଶୋଭାଯାତ୍ରାରେ ବାହାରି ଆଡ଼ପମଣ୍ଡପ,ବଡ଼ଦାଣ୍ଡ,ରଥପଦା, ଡେଲି ମାର୍କେଟ ହୋଇ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହାତରେ…

