ଆମ ଜିଲା ଖବର

ହୋଟେଲରେ ଲାଗିଲା ନିଆଁ

ଯାଜପୁର ଅଫିସ,୭।୧୨: ଯାଜପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ଏକ ରୁଚିକା ହେଟେଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ…

ହଷ୍ଟେଲ ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରିଲେ ଛାତ୍ର

କେନ୍ଦୁଝର,୭।୧୨(ସ୍ବ.ପ୍ର.): କେନ୍ଦୁଝର ସ୍ଥିତ ଧରଣୀଧର ସୟଂଶାସିତ ବିଦ୍ୟାଳୟର ଫକୀର ମୋହନ ଛାତ୍ରବାସର ଛାତ୍ରମାନେ ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରବାସରେ ଝରକା…

ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକ୍‌ଡ୍ରିଲ୍‌

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିପଦପୂର୍ଣ୍ଣ ସମୟରେ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନସାଇଡ୍‌ ଆପାତକାଳୀନ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ସଦସ୍ୟମାନେ ଅଂଶଗ୍ରହଣ…

ଗୋରୁ ସହିତ ଦୁଇଟି ବେଆଇନ କଣ୍ଟେନର ଜବତ, ମାଫିଆ ଫେରାର

କେନ୍ଦୁଝର,୭।୧୨(ସ୍ବ.ପ୍ର): କେନ୍ଦୁଝରରେ ସତନ୍ତ୍ର ଟାସ୍କ ଫୋର୍ସ ଉପରକୁ ଗୁଳି ଚଳାଇ ତିନି କଣ୍ଟେନର ଧରି ଗୋରୁ ମାଫିଆ ଫେରାର ହୋଇ ଯାଉଥିବା ବେଳେ ଦୁଇଟି କଣ୍ଟେନର ଧରାପଡିଛି । ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ଟୋଲ ପ୍ଲାଜା ନିକଟରେ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

ଦେବଗଡ,୭।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତରା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ା ଜନ୍ତୁ ଶିକାର ପାଇଁ କେତେକ ଦୁର୍ବୃତ୍ତ ଟାଇଁସର ହାଇସ୍କୁଲ ପଛପଟେ ଥିବା…

ଆନ୍ଦୋଳନରେ ଆଗୁଆ, ମତଦାନରେ ପଛୁଆ

ବରଗଡ଼ ଅଫିସ୍‌,୭।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଏଥର ରେକର୍ଡ଼ ସଂଖ୍ୟକ ମତଦାନ ହୋଇଛି। ବିଗତ ନିର୍ବାଚନକୁ ଦେଖିଲେ ଏଥର ୮୧.୨୯ ପ୍ରତିଶତ ମତଦାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ…

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିକ୍ଷୋଭ

ସମ୍ବଲପୁର,୭।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଅଗ୍ରୱାଲ କନଷ୍ଟ୍ରକଶନ (ଏଆଇପିଏଲ୍‌)ର ଯୁଯୁମୁରା ଥାନା ଗଡଗଡବାହାଲ କ୍ୟାମ୍ପ ପରିସରରେ ୪ ଜଣ ଅଣଓଡିଆ ଡ୍ରାଇଭରଙ୍କୁ ଆକ୍ରମଣ କରାଗଲା। କମ୍ପାନୀ ସୁପରଭାଇଜର, ବାଉନସର ଓ କେତେଜଣ କର୍ମଚାରୀ କଙ୍ଗାରୁ…

୧୦ରୁ ୧୨ ମଣ୍ଡେଇ ମୁଖ୍ୟ ଉତ୍ସବ, ୧୪ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା

ନବରଙ୍ଗପୁର, ୭।୧୨(ବି.ପ୍ର.): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ଓ ପଲିଶ୍ରୀ ମେଳା ଚଳିତ ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବ। ପ୍ରତିଦିନ ଆହୋରାତ୍ରୀ ଆଦିବାସୀ ନାଟ ହେବ। ଜିଲାର କଳା, ସଂସ୍କୃତି, ପରମ୍ପରାକୁ…

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ ଜରିଆରେ ବ୍ୟବସାୟ ଚଳାଇଛନ୍ତି। ଏହାଦ୍ୱାରା କେବଳ ଯୁବପିଢ଼ି ପ୍ରଭାବିତ ହେଉନାହାନ୍ତି, ଅଧିକନ୍ତୁ ସହରରେ ଲୁଟ୍‌,…

ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା

ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ ପ୍ରବେଶ ରୋକିବା ପରିବର୍ତ୍ତେ ସେମାନଙ୍କ ସହ ସାଲିସ କରି ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଅର୍ଥ…

ମନୋରମ ବେଳାଭୂମି ଯମୁନାଶୂଳ

ଲଙ୍ଗଳେଶ୍ୱର, ୭।୧୨: ଶୀତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ପାଇଁ ଗତ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା। ଏବେ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ବାଲେଶ୍ୱର ଜିଲାରେ ଥିବା ପର୍ଯ୍ୟଟନସ୍ଥଳୀ…

ସ୍କୁଲ ବାରଣ୍ଡାରେ ପାଠପଢ଼ା

ଯୋଡ଼ା,୭।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ କାଳିଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସ୍କୁଲ ଛାତ ଫାଟି ଅଁା କରିଛି। କେତେବେଳେ ଗଳି ପଡ଼ିବ,ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରୀଛାତ୍ର। ବ୍ଲକ ଆଦର୍ଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?