ଆମ ଜିଲା ଖବର

ଯନ୍ତ୍ରୀ ଜାଣିନାହାନ୍ତି କାର୍ଯ୍ୟର ଅଟକଳ ମୂଲ୍ୟ

ମାଲକାନଗିରି,୧୨ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବିଏଲକେ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣାଧୀନ କଂକ୍ରିଟ କାମ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରାଯାଇଥିବା କୁହାଯାଉଛି। ଏହି…

ବେଢ଼ାବନ୍ଧ ସୌନ୍ଦର୍ଯ୍ୟକରଣ ଯୋଜନା ବାଟବଣା

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ୨୬ନଂ ୱାର୍ଡ ଅନ୍ତର୍ଗତ ଗୋଷାଣି ନୂଆଗାଁ ଅଞ୍ଚଳରେ ଅଛି ଶତାଧିକ ବର୍ଷର ପୁରାତନ ବିଶାଳ ଜଳାଶୟ ବେଢ଼ାବନ୍ଧ। ଏବେ ଊକ୍ତ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଲଟାବୁଦା ମାଡ଼ିଛି। ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ପାଇଁ…

ସ୍ବପ୍ନ ପାଲଟିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ

କେନ୍ଦୁଝର, ୧୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଲାଣିସ୍ଥିତ ବଲାଣି ଖାଦାନ ଷ୍ଟେଶନ କାର୍ଯ୍ୟକ୍ଷମ ହେବାର ୬୦ ବର୍ଷ ଅତିକ୍ରମ କରିଛି। ଏକଦା ଖଣିଜ ପରିବହନ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଉକ୍ତ ରେଳଷ୍ଟେଶନରେ ଯାତ୍ରୀବାହୀ ରେଳ ଚଳାଚଳ…

ରାସୋଳ ଅଞ୍ଚଳରେ ୧୦୦ ହାତୀ

ରାସୋଳ, ୧୨।୧୨(ଡି.ଏନ୍‌.ଏ.): ଫସଲ ଅମଳ ସମୟରେ ମାତିଛନ୍ତି ହାତୀ। ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମ କରିଥିବା ଚାଷୀ ଘରକୁ ଧାନ ଆଣିବାକୁ ଆଶା ବାନ୍ଧି ବସିଥିବାବେଳେ ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ଚାଷ। ଆଖି ଆଗରେ ସୁନାର ଫସଲ ନଷ୍ଟ ହୋଇଯାଉଥିବା…

ଉନ୍ନତି ପାଇଁ ମିଳିଲା ଉପାୟ

ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ…

ନବୀକରଣ ଲାଗି ଖର୍ଚ୍ଚ ହେବ ୨.୫ କୋଟି

ଜଳେଶ୍ୱର, ୧୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ନୂତନ ରେଳଷ୍ଟେଶନ ନିର୍ମାଣ ହେବା ପୂର୍ବରୁ ଏବେ ପୁରୁଣା ଷ୍ଟେଶନର ନବୀକରଣ ଆରମ୍ଭ ହୋଇଛି। ଏଥିରେ ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। କିନ୍ତୁ ଏହାର ନବୀକରଣ…

ଅମଳ ହୋଇନି ଶତାଧିକ ଏକର ଜମିର ଧାନ

ଜଳେଶ୍ୱର,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ପ୍ରତିକୂଳ ପାଗ ସତ୍ତ୍ୱେ ବାଲେଶ୍ୱର ଜିଲ ଜଳେଶ୍ୱର ବ୍ଲକର ଚାଷୀମାନେ ଖରିଫ ଧାନଚାଷ ରୁଆପୋତା କରିଥିଲେ। କିନ୍ତୁ ଚକଡାପୋକର ପ୍ରାଦୁର୍ଭାବ ଯୋଗୁ ଅମଳ ବେଳକୁ ଶତାଧିକ ଏକର ଜମିର ଚାଷ ନଷ୍ଟ ହୋଇଛି। କେଣ୍ଡାରେ ଗୋଟିଏ…

ଫେଲ୍‌ ମାରିଛି ପଲିଥିନ୍‌ କଟକଣା

ଭଞ୍ଜନଗର,୧୨।୧୨(ଡି.ଏନ.ଏ): ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ମହାନଗର ନିଗମରେ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ବ୍ୟବହାର ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। ପରେ ୨୦୧୯ ଅକ୍ଟୋବର ୨ରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା। ପ୍ରଥମେ ୫୦…

ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ

ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ…

ବଢୁଛି ବେଆଇନ ଇଟାଭାଟି, ଚୁପ୍‌ ବସିଛି ପ୍ରଶାସନ

ନାଉଗାଁ,୧୨ା୧୨(ସ୍ବ.ପ୍ର.): ନାଉଗାଁ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସରକାରୀ ଆଇନକୁ ଖୋଲା ଉଲ୍ଲଂଘନ କରି ଏସବୁ ଇଟାଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସରକାରୀ ନିୟମାନୁସାରେ, ଇଟାଭାଟି ପୋଡ଼ିବା ପୂର୍ବରୁ…

ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କୁହାଯାଉଛି। ମାତ୍ର ଏସବୁ କେବଳ ପ୍ରହସନ ପାଲଟିଥିବା ପରି ମନେହେଉଛି। ଜିଲାର ଅନେକ…

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ପାର୍କରେ ଲାଗିଥିବା ଗଛ ସବୁ ଶୁଖିଗଲାଣି, ଲାଗିଥିବା ଲାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?