ଆମ ଜିଲା ଖବର

ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ, ୨୮।୧୨: ଆସନ୍ତା ୨୯ ତାରିଖ (ଗୁରୁବାର)ରେ ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ ସେ ୧,୪୯୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।…

୨ ମାସ ହେଲା ଅନ୍ଧାରରେ ବନ୍ଧସାହିବାସୀ

ଢେଙ୍କାନାଳ ଅଫିସ,୨୮।୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ କାଳିକାପ୍ରସାଦ ଗ୍ରାମ ବନ୍ଧସାହି ବାସିନ୍ଦା ଗତ ଦୁଇମାସ ହେବ ଅନ୍ଧାରରେ ରହିଛନ୍ତି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାହିବାସୀ କହିଛନ୍ତି, ସାହିରେ ୯ ପରିବାର…

ତଦନ୍ତ କରିବେ ଜିଏସ୍‌ଟି ଅଧିକାରୀ

ଛତ୍ରପୁର,୨୮।୧୨(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡମାରି ଟଙ୍କା ଠକେଇ ସହ ଲକ୍ଷାଧିକ ଟଙ୍କାର ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର ତଦନ୍ତ ଜାରି ରହିଛି ା ଏଥିରେ ୩ ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪…

କାର୍ଯ୍ୟ ଦକ୍ଷତାରେ ଆସିକା ଥାନା ରାଜ୍ୟରେ ପ୍ରଥମ

ଆସିକା,୨୮।୧୨(ଡି.ଏନ.ଏ): କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠତା ଓ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ସେବା ଯୋଗାଇ ଆସିକା ଥାନା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ା ରାଜ୍ୟ ଅପରାଧ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଥମ କରି ୨୦୨୨ରେ ରାଜ୍ୟର ୬୪୩ ଥାନାର ବିଭିନ୍ନ…

ଗିରଫ ଶଳା ଭାଉଜ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୮।୧୨: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ତୃପ୍ତିନଗରରେ ଗତ ୨୨ ତାରିଖ ରାତିରେ ରଞ୍ଜିତ ପାତ୍ର(୩୫)ଙ୍କର ତାଙ୍କ ଶଳାଘରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପରିବାର ଲୋକ ଏହା ଯୋଜନାବଦ୍ଧ ଭାବେ ମାରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ…

ଆଜି ଓଡ଼ିଶା ଆସିବେ ନଡ୍ଡା

ଫୁଲବାଣୀ ଅଫିସ/ବାଲୁଗଁ।,୨୮ା୧୨(ଡି.ଏନ୍‌.ଏ.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୧ଟାରେ କନ୍ଧମାଳ ଜିଲା ତୁମୁଡିବନ୍ଧରେ ଓହ୍ଲାଇବେ। ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ…

ବେଳାଭୂମି ପାସ୍‌ ବିକ୍ରି ଅଭିଯୋଗରେ ଜଣେ ଅଟକ

ବ୍ରହ୍ମପୁର ଅଫିସ,୨୮।୧୨: ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ଅନ୍‌ଲାଇନରେ ପାସ୍‌ ପାଇବା ପାଇଁ ଓଏଲ୍‌ଏକ୍ସ ୱେବ୍‌ସାଇଟର ଆଇଡି ପ୍ରସ୍ତୁତ କରି ଦୁଇଦିନ ତଳେ ଜଣେ ଯୁବକ ଧରାପଡ଼ିଥିଲେ। ସେହିପରି ପୁଣି ଦୁଇଜଣ ଯୁବକ ନକଲି ପାସ୍‌ ଧରି ବେଳାଭୂମି ମହୋତ୍ସବକୁ ଯିବା…

ପରିସ୍ଥିତି ସ୍ବାଭାବିକ କର: ସୁରେଶ ପୂଜାରୀ

ସମ୍ବଲପୁର,୨୮ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ହୋଇଥିବା ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଓକିଲମାନେ ଜେଲ ଭିତରେ ଥିବାରୁ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶୀଘ୍ର ଗିରଫ ଓକିଲମାନଙ୍କ…

ଦର୍ଶକଙ୍କୁ ବିମୋହିତ କଲେ ଅର୍‌ମାନ

ବ୍ରହ୍ମପୁର ଅଫିସ/ଗୋପାଳପୁର, ୨୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ଅରମାନ୍‌ ମଲିକଙ୍କ କାର୍ଯ୍ୟକ୍ରମକୁ ନେଇ ଗୋପାଳପୁର ସମେତ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଉତ୍କଣ୍ଠା…

ଜୈବିକ ସାର ପ୍ରୟୋଗକରି ଡ୍ରାଗନ ଚାଷ

ମହାକାଳପଡ଼ା ୨୮ା୧୨ (ଡି.ଏନ.ଏ.): ଚାଷୀଟିଏ ଚାଷ କରି ଅଭାବୀ ବିକ୍ରି ବଟାର ସମ୍ମୁଖୀନ ହେଉଛି। ନିଜସ୍ବ ଜମିକୁ ଅନ୍ୟକୁ ଭାଗ ଦେଇ ଦେଉଛନ୍ତି। ଠିକ୍‌ ସେତିକି ବେଳେ ଯୁବ ପରିବେଶବିତ୍‌ ଜୈବିକ ସାର, କୀଟ ନାଶକ ପ୍ରୟୋଗ କରି ଭିଏତ୍‌ନାମର ଡ୍ରାଗନ୍‌…

କରୋନା ସଂକ୍ରମଣ ପ୍ରତିହତ ପାଇଁ ମକ୍‌ ଡ୍ରିଲ୍‌

କେନ୍ଦ୍ରାପଡ଼ା ଅଫିସ, ୨୮ା୧୨: ଚାଇନା ସମେତ ଅନ୍ୟ କେତେଗୋଟି ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଚଳଚଞ୍ଚଳ ହୋଇଛନ୍ତି। ସଂକ୍ରମଣକୁ ପ୍ରତିହତ ପାଇଁ ମକ୍‌ ଡ୍ରିଲ ସହ ଆନୁଷଙ୍ଗିକ…

ବଡ଼ଚଣାରେ ବଢୁଛି ହାତୀ ଉପଦ୍ରବ

ଛତିଆ,୨୮ା୧୨(ଡି.ଏନ.ଏ.): ବଢୁଛି ହାତୀ ଉପଦ୍ରବ। ଦିନକୁ ଦିନ ଆତଙ୍କିତ ଅବସ୍ଥାରେ ଜନସାଧାରଣ। ବନ ବିଭାଗ ଅପାରଗତା ପାଇଁ ଜନବସତି ମୁହାଁ ହେଉଛନ୍ତି ଗଜରାଜ। ଯାଜପୁର ଜିଲା ବୈରୀ ବନ ବିଭାଗ ଅଧୀନ ପାରିଆ, ସମିଆ, ସୋଲର ଓ ବୈରୀ ପଞ୍ଚାୟତ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?