ଠିକା ସଂସ୍ଥାକୁ ବର୍ଷେ, କର୍ମଚାରୀଙ୍କୁ ତଦୂର୍ଦ୍ଧ୍ୱ
ପାରାଦୀପ, ୨୮ା୧୨(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲାରେ ଥିବା ଯୁବତୀଯୁବକମାନେ ଚାକିରି ପାଇଁ ଜିଲା ବାହାରକୁ ଯାଇ ଆବେଦନ କରୁଛନ୍ତି। ହେଲେ ଜିଲାରେ ଥିବା ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ଠିକା କର୍ମଚାରୀଙ୍କୁ ନେଇ କାମ ଚଳାଇଛି ବୋଲି ବେକାର ଯୁବତୀଯୁବକମାନେ ଅଭିଯୋଗ ଆଣିଛନ୍ତି।…
୩୨୯ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା
ଧାମନଗର, ୨୮।୧୨(ଡି.ଏନ୍.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି ନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ଆସୋସିଏଶନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଧାରଣା ମଙ୍ଗଳବାର ୩୭ ଦିନରେ…
ଭଙ୍ଗାଯାଉନି ବିପଦସଙ୍କୁଳ ଅଙ୍ଗନୱାଡି ଗୃହ
ସାଲେପୁର,୨୮।୧୨(ଡି.ଏନ୍.ଏ.): ପିଲାମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏସବୁ ଯୋଜନା ଲାଭ ପିଲାମାନେ ଉଠାଇପାରୁନାହାନ୍ତି। ଏହାର ଉଦାହରଣ ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତର…
ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ
ପୁରୀ ଅଫିସ, ୨୮ା୧୨: ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍ ଟ୍ରଫିକୁ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା। ସେଠାରେ…
ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଚାଳକ
ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ବିଜୁ ଏକ୍ସପ୍ରେସ ଓ୍ବେର ଗଡିଆଯୋର ନିକଟରେ ଏେ ବାଲି ବୋଝେଇ ହାଇଓ୍ବାରେ ମଙ୍ଗଳବାର ନିଆଁ ଲାଗିଛି । ତେବେ ଗାଡିଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ଡ୍ରାଇଭରଜଣଙ୍କ ଡେଇଁ ପଡ଼ିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର…
ବ୍ୟବସାୟ ଋଣ ଶୁଝିପାରିଲେନି ବନ୍ଧକ ଘର ସିଲ କଲା ବ୍ୟାଙ୍କ
ପୋଲସରା,୨୭ା୧୨(ଡି.ଏନ.ଏ.): ବ୍ୟବସାୟ ପାଇଁ ଆଣିଥିବା ଋଣ ଶୁଝି ନ ପାରିବାରୁ ଜଣେ ବ୍ୟକ୍ତି ବନ୍ଧକ ରଖିଥିବା ଘରକୁ ବ୍ୟାଙ୍କ ପକ୍ଷରୁ ସୋମବାର ସିଲ କରାଯାଇଛି। ପୋଲସରା ବ୍ଲକ ହାତୀଓଟ ଗ୍ରାମର ଫକୀର କୁମାର ଜେନା ବ୍ୟବସାୟ ପାଇଁ ନିଜ ଦୋକାନ ନାମରେ…
କାଶୀନଗର ବ୍ଲକରେ ହାତୀ ଆତଙ୍କ
ପାରଳାଖେମୁଣ୍ଡି,୨୭ା୧୨(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଗତ କିଛିଦିନ ହେଲା ପାଞ୍ଚ ଟିକିଆ ହାତୀପଲ ଅଞ୍ଚଳରେ ଚଳପ୍ରଚଳ ହେଉଥିବା ବେଳେ ଖାଦ୍ୟପାଇଁ ଗାଁମୁହାଁ ହେଉଛନ୍ତି। ବୁଦୁରା ପଞ୍ଚାୟତର ବୁଦୁରା, ବଥବା, ଇଦୁଡି, ଗୈାରୀ ଆଦି ଗାଁ…
ମାଫିଆଙ୍କ କବ୍ଜାରେ ଠାକୁର ଜମି
ପୁରୁଷୋତ୍ତମପୁର,୨୭ା୧୨(ଡି.ଏନ.ଏ.): ପୁରୁଷୋତ୍ତମପୁର ସହର ଉପକଣ୍ଠରେ ରାଧାକୃଷ୍ଣ ଠାକୁରଙ୍କ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ୱ ଜମିକୁ ମାଫିଆମାନେ କବଜା କରିନେଇଥିବା ଅଭିଯୋଗ ହୋଇଛି। ଏହି ଜମିକୁ ଜଣେ ବ୍ୟକ୍ତି ତହସିଲରେ ନିଜ ନାମରେ ପଟ୍ଟା କରାଇ ନେଇଥିଲେ। ଗତ କିଛିଦିନ…
ଚିଟ୍ଫଣ୍ଡ ଠକେଇ ମାମଲା: ଜେଲ୍ ଗଲେ ୫
ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଜିଲାର ଚିଟ୍ଫଣ୍ଡ ଅଦାଲତରେ ଏକ ମାମଲାର ବିଚାର କରି ବିଛାରପତି ବିଶ୍ବଜିତ ଦାଶ ୨ ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ୩ ବର୍ଷ ଦଣ୍ଡାଦେଶ କରିଛନ୍ତି।…
ଜମିମାଫିଆଙ୍କ କବଜାରେ ରାଧାକୃଷ୍ଣଙ୍କ ଜମିକୁ ନେଇ ଅଭିଯୋଗ
ପୁରୁଷୋତ୍ତମପୁର,୨୭/୧୨(ଡିଏନ୍ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ସହର ଉପକଣ୍ଠରେ ରାଧାକୃଷ୍ଣ ମହାପ୍ରଭୁବିଜେ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ ଜମିକୁ ଜମି ମାଫିଆ ମାନେ କବଜା କରିନେଇଥିବା ଅଭିଯୋଗ ହୋଇଛି । ଏହି ଜମିକୁ ଜୈନିକ ବ୍ୟକ୍ତି ତହସିଲରେ କୁଆଡେ…
୨୩୨ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଖନ୍ତାପଡା ଅଞ୍ଚଳରେ ଅବକାରୀ ପୋଲିସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୨୩୨ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅନୁଜ ମହାନ୍ତି। ଅନୁଜ ବ୍ରାଉନସୁଗାର ବିକ୍ରି…
ଟିଟିଲାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ୍
ଟିଟିଲାଗଡ଼,୨୭।୧୨(ଡି.ଏନ୍.ଏ.): ଗୋବିନ୍ଦ ସାହୁ ହତ୍ୟା ମାମଲାରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ମଙ୍ଗଳବାର ଟିଟିଲାଗଡ଼ରେ ପହଞ୍ଚିଥିଲେ। କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଟିଟିଲାଗଡ଼ରେ ପହଞ୍ଚିଥିଲା। ସେମାନେ ଉକ୍ତ ମାମଲାରେ ସଂଗୃହିତ ହୋଇଥିବା ଜଉମୁଦ ଦସ୍ତାବିଜ୍…

