ଜଳପ୍ରପାତରେ ସେଲ୍ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ
ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍ଗୁଦା ଜଳପ୍ରପାତରେ ସେଲ୍ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ…
ଫୈଜାନ ହେଲେ ନଗର ଯୁବ କଂଗ୍ରେସ ସଭାପତି
ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସୁପାରିଶ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ…
ବିଜେଡିରେ ଯୋଗଦେଲେ କଂଗ୍ରେସର ଏନ୍ଏସି କାର୍ଯ୍ୟକାରୀ ସଭାପତି
ଚାନ୍ଦବାଲି, ୩।୧୦(ଡି.ଏନ.ଏ.)-ବିଜେଡି ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି କଂଗ୍ରେସ ଏନ୍ଏସିର କାର୍ଯ୍ୟକାରୀ ସଭାପତି ମହମ୍ମଦ ମଞ୍ଜର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ଓ ଚାନ୍ଦବାଲିି ବିଧାୟକ ଡ. ବ୍ୟୋମକେଶ…
‘ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା’
ଭଣ୍ଡାରିପୋଖରୀ,୩।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୟାବନାପୁର ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମ୍ନୀ ମହିଳା ସୋମବାର ଏକ ଆଫ୍ରନ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଅନ୍ୟପକ୍ଷେ ଅଧିକ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ…
ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧୪ ହଜାର ଜବତ
ହିଞ୍ଜିଳିକାଟୁ,୩।୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ।…
ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’
ପଟ୍ଟାମୁଣ୍ଡାଇ,୩ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ…
ନିଆରା ଢଙ୍ଗରେ ପାଳିତ ହେଲା ଦୁର୍ଗାଷ୍ଟମୀ
ବରୀ,୩ା୧୦(ଡି.ଏନ.ଏ.)-ସୋମବାର ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା ବରୀର ବିଭିନ୍ନ ପୂଜାମଣ୍ଡପରେ ଶେଷ ହୋଇଛି। ଏହି ଅବସରରେ ଦେବୀଙ୍କ ମୁଣ୍ମୟୀ ପ୍ରତିମା ପୂଜା, କଳସ ପୂଜା କରାଯାଉଥିବା ବେଳେ ଉକ୍ତ ବ୍ଲକ୍ ଅଧୀନ ବରୀ ତଳସାହିଠାରେ ନିଆରା ଢଙ୍ଗରେ ଦୂର୍ଗାଷ୍ଟମୀ ପାଳନ କରାଯାଇଛି। ଉକ୍ତ…
ଦାଦନଙ୍କ ଗୋଡ଼, ପାପୁଲି କାଟିଦେଲେ ଦଲାଲ
ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା ଜଣାପଡ଼ିଛି। ଏଥିସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ।…
ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଖଣି ଅଞ୍ଚଳ
କାଳିଆପାଣି,୩ା୧୦(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଚଳିତ ବର୍ଷ ଖୁବ୍ ଧୂମ୍ଧାମ୍ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି। ଟାଟା ଷ୍ଟିଲ କମ୍ପାନୀର କଲୋନୀ ପରିସରରେ ଗତ ୫୦ ବର୍ଷ ଧରି ହୋଇ ଆସୁଥିବା ପୂଜା ଚଳିତ…
ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’
ସିଂହପୁର,୩।୧୦(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି। ଦୁଇବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’। ସିଂହପୁର, ଚନ୍ଦନପୁର, ମଲିଆ, ପ୍ରିତିପୁର ଅଞ୍ଚଳ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ…
ଚାକିରି ନାଁରେ ଯୁବତୀ ଯୁବକଙ୍କଠାରୁ ନେଉଥିଲେ ଟଙ୍କା, ଥାନାକୁ ଗଲା ମାମଲା
ମାଲକାନଗିର,୩।୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ଚାକିରି ନାଁରେ ଯୁବତୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ମାଥିଲି ବ୍ଲକ୍ର ଜଣେ ବ୍ୟକ୍ତି ଚାକିରି ମିଳିବା ଆଶାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇରେ…
ଟ୍ରେଜେରି ଅଫିସ ଷ୍ଟ୍ରଙ୍ଗରୁମ୍ରେ ରହିବ ହାତୀଦାନ୍ତ
ଛତ୍ରପୁର,୩।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଟ୍ରେଜେରି କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମ୍ରେ ହାତୀଦାନ୍ତ ରଖିବାକୁ ସ୍ଥିର ହୋଇଛି । ଦୀର୍ଘ ୧୫ ବର୍ଷ ତଳେ ରମ୍ଭା ୱାଇଲ୍ଡ ଲାଇଫ୍ ରେଞ୍ଜ ଅଞ୍ଚଳରେ ଏକ ଛୋଟ ହାତୀର ମୃତ୍ୟୁ ହୋଇଥିଲା। ତାର ୨ଟି ଦାନ୍ତକୁ…
Archives


