ଆମ ଜିଲା ଖବର

୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ, ୧୯ା୧(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ବ୍ୟାଙ୍କ କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଏବଂ ରୁପା ଅଳଙ୍କାର ସହିତ ୯ ଲକ୍ଷ ଟଙ୍କାର ନଗଦ ରାଶି ଚୋରି ହୋଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଓ ୫ ଲକ୍ଷ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଜପତି,୧୯ା୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି ପ୍ରାୟ ୧୦ କିଲୋ ରୁପା ଓ ୫ ଭରି ସୁନା ଓ ୨ ଲକ୍ଷରୁ…

ଅଭିଯୋଗ ଶୁଣିବା ବଦଳରେ ରାଗିଲେ ବିଡିଓ

ନୂଆଗାଁ,୧୯।୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବିଡିଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ଅନିୟମିତତା ବାବଦରେ ଜଣାଇବାକୁ ମଙ୍ଗଳବାର ଲୋକମାନେ ଯାଇଥିଲେ । ହେଲେ ବିଡିଓ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ବଦଳରେ ରାଗି ଯାଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ…

ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ କରିଥିବା ଅଭିଯୋଗ ହୋଇଛି । ଜଣେ ବରକୁ ନାବାଳିକା ଗୋଟିଏ ଦିନରେ ଦୁଇଥର ବିବାହ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି…

ଉପକୂଳରେ ବିଦେଶୀ ପ୍ୟାସନ୍‌ କ୍ରିଷ୍ଣା ଫଳ ଚାଷ

ମହାକାଳପଡ଼ା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ଅଞ୍ଚଳରେ ବିଦେଶୀ ପ୍ୟାସନ୍‌ ଫଳ ବା ଭାରତୀୟମାନେ କହୁଥିବା କ୍ରିଷ୍ଣା ଫଳ ଚାଷ ହେଉଛି। ଏହା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ଫଳକୁ ଜୁସ୍‌ କରି ପାନୀୟ ରୂପେ…

ସାମୁଦ୍ରିକ ପ୍ରାଣୀଙ୍କ ଅମରାବତୀ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୯ା୧: ପ୍ରକୃତିପ୍ରେମୀଙ୍କ ପାଇଁ ଜାତୀୟ ଉଦ୍ୟାନ ଭିତରକନିକା ଖୁସି ଖବର ଦେଇଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ସାମୁଦ୍ରିକ ଜୀବଙ୍କ ପାଇଁ ଅମରାବତୀ ପାଲଟିଛି। ଓଡ଼ିଶାର ସାତପଡ଼ା, ଚିଲିକାକୁ ପଛରେ ପକାଇ ସର୍ବାଧିକ ଡଲ୍‌ଫିନ ଏହି ସାମୁଦ୍ରିକ…

ପୁରୁଣା ଢଳେଇ ଉପରେ ଚାଲିଛି ନୂତନ କାର୍ଯ୍ୟ

ନାଉଗାଁ,୧୯ା୧(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ ଓ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ସେଥିମଧ୍ୟରୁ କୋକିଡିହ ତେଲସରା ରାସ୍ତା ଅନ୍ୟତମ। ୧୨ କିମି ଲମ୍ବ ଏହି ରାସ୍ତାର ଉନ୍ନତୀକରଣ ଓ ସମ୍ପ୍ରସାରଣ ପାଇଁ…

ଦୁର୍ନୀତିର ଗନ୍ତାଘର ପାଲଟିଛି ଓସିସିଏଲ୍‌

ଯାଜପୁର ଅଫିସ,୧୯ା୧ : ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତା ଓ ବୈତରଣୀରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ କରୁଥିବା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ (ଓସିସିଏଲ୍‌) ଦୁର୍ନୀତି ଗନ୍ତାଘର ପାଲଟିଛି। ଏଠାରେ ବ୍ୟାପକ ଭାବେ ଆର୍ଥିକ ଅନିୟମିତତା ସମେତ ଦୁର୍ନୀତି ଏବଂ…

ପୁଣି ଏକ ହାତୀ ମୃତ୍ୟୁ

ଭଞ୍ଜନଗର,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ହାତୀଟିର ମୃତ୍ୟୁ…

ବ୍ୟକ୍ତିଗତ ଜମିରେ ହେବ ବ୍ୟାସ ସରୋବର ମେଳା

ଯାଜପୁର ଅଫିସ,୧୯ା୧: ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ମେଳା ନିର୍ଦ୍ଧାରିତ ତିଥି ତଥା ଫେବୃୟାରୀ ୧ରେ ପାଳନ କରାଯିବ। ତେବେ ସେହି ପବିତ୍ର ପୀଠ ବଦଳରେ ବ୍ୟକ୍ତିଗତ ଜମିରେ ଏହି ପ୍ରସିଦ୍ଧ ମେଳା ଆୟୋଜନ କରିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି…

ଅନ୍ତ ହେଉନାହିଁ ଜାଗା ବିବାଦ

ଢେଙ୍କାନାଳ ଅଫିସ, ୧୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ନଭେମ୍ବର ୨୨ରେ ବିଶ୍ୱପ୍ରସିଦ୍ଧ ମହିମା ଗାଦିରେ ବିବାଦୀୟ ଉପାସନାସ୍ଥଳୀ ଉଚ୍ଛେଦ କରାଯାଇଥିଲା। ଏହାପରଠାରୁ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ନୂତନ ଉପାସନାସ୍ଥଳୀକୁ ନେଇ ଆରମ୍ଭ ହୋଇଥିବା ଜାଗା ବିବାଦର ଅନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?