ନବମ ଶ୍ରେଣୀ ଛାତ୍ରୀ ହେଲେ ମା’
କେନ୍ଦୁଝର,୨୮ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଦେହ ଭଲ ଥିବା ବେଳେ ଶିଶୁ ଏସଏନସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।…
କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ
ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍ ହୋଇ ଆସିଛି। ଏଥିପାଇଁ ହାଇକୋର୍ଟ, ଏନ୍ଜିଟି, ରାଜ୍ୟ ସରକାର, ଜିଲା ପ୍ରଶାସନଙ୍କ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲେ ହେଁ…
ପୋଲିସ ନିର୍ଯାତନା ଯୋଗୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସର ନିର୍ଯାତନା ସହି ନ ପାରି ଜଣେ ଯୁବକ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ନ୍ୟାୟ ପାଇଁ ଏସ୍ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ…
ସରିଲା ଓଳାଶୁଣୀ ଗୁମ୍ଫାମେଳା
ଚଣ୍ଡିଖୋଲ,୨୮ା୧(ଡି.ଏନ.ଏ.): ଓଳାଶୁଣୀ ଗୁମ୍ଫାମେଳା ୧୦ଦିନରେ ଶୁକ୍ରବାର ଶେଷ ହୋଇଛି। ଶନିବାର ମେଳା ପଡ଼ିଆରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପ୍ରଶାସନିକ ଅଧିକାରୀ ବିଦାୟ ନେବେ। ପୋଲିସ ପକ୍ଷରୁ ହୋଇଥିବା ଅସ୍ଥାୟୀ ଶିବିରଗୁଡ଼ିକ ହଟିଯିବ। ଏଥି ସହିତ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ…
୯ ଅଷ୍ଟଧାତୁ ମୂର୍ତ୍ତି, ବିଦ୍ୟୁତ୍ ତାର ଜବତ: ୬ ଗିରଫ
ମାର୍ଶାଘାଇ,୨୮ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସରରୁ ଗତ ୨୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ବିଦ୍ୟୁତ୍ ତାର ଜବତ…
୩ ଗ୍ରାମବାସୀଙ୍କ ଗଣଧାରଣା
ଝୁମ୍ପୁରା,୨୮ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ୩ ଗ୍ରାମର ବାସିନ୍ଦା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ୍ତ ପ୍ରତିବାଦରେ ଗଣଧାରଣା ଦେଇଛନ୍ତି। ଏନେଇ ଝୁମ୍ପୁରା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ…
ବେଆଇନ କୋଇଲା ବୋଝେଇ ଟ୍ରକ୍ ଜବତ: ଜଣେ ଗିରଫ
ପାରାଦୀପ,୨୮।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତରୁ ଏକ ଟ୍ରକ (ଓଡି-୨୭ଜେ-୩୭୪୭)ରେ ୩୧ ଟନ କୋକିଂ କୋଇଲା ବିନା କାଗଜପତ୍ରରେ ଯାଉଥିବା ବେଳେ ଶୁକ୍ରବାର ଲକଥାନା ପୋଲିସ ଜବତ କରିଛି। ଏଥିସହ ଟ୍ରକ ଚାଳକ ସର୍ବେଶ୍ୱର ସେଠୀଙ୍କୁ ଗିରଫ କରିଛି। ଏ ନେଇ (ନଂ.…
ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ
ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ ସୁମିତା ଜେନା ଏହାର ବିଚାର କରି ଦୋଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ…
ବଳାତ୍କାର ପରେ ମହିଳାଙ୍କୁ ପଥର ଛେଚି ହତ୍ୟା
ଯୋଡ଼ା,୨୮ା୧(ଡି.ଏନ.ଏ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳାଙ୍କୁ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ…
ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ
କୋଣାର୍କ,୨୮।୧(ଡି.ଏନ୍.ଏ.): ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଛନ୍ତି। ସେମାନେ ମାଟିହାଣ୍ଡିରେ ରୋଷେଇ ସାରି କୁଡ଼ିଆରେ…
୩ ମେଶିନ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ
ବାରଙ୍ଗ,୨୮ା୧(ଡି.ଏନ୍.ଏ.): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୁରୁବାର ଭୋରୁ ବିଏମ୍ସି ପକ୍ଷରୁ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ୫ଟି ଗାଡ଼ିରେ ମେଶିନ ଆଣି ରଖାଯାଇଥିଲା। ତେବେ ପ୍ଲାଣ୍ଟ ନିର୍ମାଣ ଉପରେ ବିନା ଆଲୋଚନାରେ ମେଶିନ ଗାଡ଼ି…
ଡୁଙ୍ଗ୍ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଆନନ୍ଦ
ନବରଙ୍ଗପୁର,୨୮।୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀଙ୍କ ସର୍ବପୁରାତନ ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍ଗ୍ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାନକରି ଏବେ ଚର୍ଚ୍ଚାରେ ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ଆନନ୍ଦଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ ଆଦିବାସୀ ବେଶ…

