ଜମିବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ
ଭବାନୀପାଟଣା,୨୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି କାହ୍ନୁ ଚରଣ ଠାକୁର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ…
ଏନ୍ଏସି ବୈଠକ ଭଣ୍ଡୁର ଉଦ୍ୟମ, ଅଭିଯୋଗ ଆଣିଲେ ଅଧ୍ୟକ୍ଷ
କୋଦଳା,୨୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ଏନ୍ଏସିର ସାଧାରଣ ବୈଠକରେ ପୁଣି ଥରେ ହୋ-ହଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ୍ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଶନିବାର ପୁଣି ଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍ଏସିରେ…
ହୁସେନ ରବି ଗାନ୍ଧୀଙ୍କ ପରଲୋକ
କଟକ ଅଫିସ,୨୮ା୧: ବିଶିଷ୍ଟ ସାହିତି୍ୟକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ…
ମୃତ ଶିଶୁକୁ ଖାଉଛି କୁକୁର
କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ ଟାଣି ଟାଣି ଖାଇବା ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ମୃତ ଶିଶୁଟି କାହାର ଏବଂ ମୃତଦେହ…
ଆଜି ଶେଷ ହେବ ଆଶୀର୍ବାଦଙ୍କ ରିମାଣ୍ଡ ଅବଧି, କୂଅରୁ ଉଦ୍ଧାର ହେଲା ଫୋନ୍
ଖୋର୍ଦ୍ଧା ଅଫିସ, ୨୮।୧: ଖୋର୍ଦ୍ଧା ଜିଲା ବାଣପୁରରେ ଘଟିଥିବା ଲୋମ ଟାଙ୍କୁରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହେବ। ଘଟଣାର ତଦନ୍ତ ପାଇଁ ଆଶୀର୍ବାଦଙ୍କୁ ବାଣପୁର ପୋଲିସ ୨ ଦିନ ରିମାଣ୍ଡରେ ନେଇଥିଲା । ଶନିବାର…
ଅଟୋ ଓଲଟି ଜଣେ ମୃତ, ଦୁଇ ଗୁରୁତର
ରାୟଗଡ଼ା,୨୮।୧(ସ୍ବ.ପ୍ର.): ରାୟଗଡ଼ା ଜିଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ତଳସାଙ୍କେଶ ଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଉ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି। ମୃତକ…
ପିକଅପ୍ ଭ୍ୟାନ୍-ଅଟୋ ମୁହାଁମୁହିଁ ଧକ୍କା: ୩ ମୃତ, ୫ ଆହତ
କେନ୍ଦୁଝର,୨୮।୧(ସ୍ବ.ପ୍ର.) ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନରଣପୁର – ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ ପିକଅପ୍ ଭ୍ୟାନ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ରହିଛନ୍ତି। ଗୁରୁତରଙ୍କୁ ଜିଲା…
କେନ୍ଦ୍ର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା
ଜୟପୁର/ଲକ୍ଷ୍ମୀପୁର,୨୮ା୧ (ନି.ପ୍ର./ସ୍ବ.ପ୍ର.): ଜୟପୁର ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର କଂଗ୍ରେସ ଭାରତ ଜୋଡ ପଦଯାତ୍ରା କାର୍ଯ୍ୟକ୍ରମ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ବୋରିଗୁମ୍ମା, ଲକ୍ଷ୍ମୀପୁର ଏବଂ ଜୟପୁରଠାରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ପଦଯାତ୍ରା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଜିଲା…
ନିୟମଗିରିରେ ମାଓବାଦୀ ନାଁରେ ପୋଷ୍ଟର
ରାୟଗଡ଼ା,୨୮ା୧(ସ୍ବ.ପ୍ର.): ସାଧାରଣତନ୍ତ୍ର ଦିବସରେ ଗୁରୁବାର ରାୟଗଡ଼ା ଜିଲା ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସାଧାରଣତନ୍ତ୍ର ଦିବସ ବିରୋଧରେ ବାଘୁନା କମିଟି ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଉଲ୍ଲେଖ ରହିଛି। ଜାନୁୟାରୀ ୨୬କୁ କଳା…
ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିଲେ ପିସିସି ସଭାପତି
ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୨୮ା୧: ରାୟଗଡ଼ା ସଦର ମହକୁମା ଓ ରାମନାଗୁଡ଼ା ଠାରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଭାରତ ଯୋଡ଼ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକଙ୍କ ସମେତ ପ୍ରଦେଶ କମିଟିର ଏସ୍ସି ସେଲ…
ନିଖୋଜ ବ୍ଲକ ଉପାଧ୍ୟକ୍ଷା ସୋନପୁରରୁ ଉଦ୍ଧାର
ବଣାଇ,୨୮।୧(ସ୍ବ.ପ୍ର): ନିଖୋଜ ହୋଇଯାଇଥିବା ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଶୁକ୍ରବାର ସୋନପୁରରୁ ଉଦ୍ଧାର ହୋଇଛନ୍ତି। ଗତ ଜାନୁୟାରୀ ୪ରୁ ନିଖୋଜ ଥିବା ନେଇ ତାଙ୍କ ସ୍ବାମୀ ପ୍ରସନ୍ନ ବେହେରା ଟିକାୟତପାଲି ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ…
କାର୍ ଉପରେ ପଡ଼ିଗଲା ଗଛ
ପାଟଣା,୨୮।୧(ସ୍ବ. ପ୍ର.): ଦୁର୍ଘଟଣା ଏମିତି ବି ହୁଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ ନିକଟରେ। ଶୁକ୍ରବାର ରାତିରେ ପାଟଣାର ଅକ୍ଷୟ କୁମାର ସାହୁଙ୍କ ୦୨ଟି-୦୫ ୮୬ ନମ୍ବର ବିଶିଷ୍ଟ…

