ଆମ ଜିଲା ଖବର

ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ

ଛତିଆ,୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ ୨ଟି ଗୁଳି ସହ ମାରଣାସ୍ତ୍ର ଏବଂ…

ଦିନ ଦ୍ୱିପହରରେ ମନ୍ଦିରରୁ ଲୁଟିନେଲେ

ଖଡ଼ିଆଳ,୫।୨(ଡି.ଏନ୍‌.ଏ.): ନୂଆପଡା ଜିଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୁର୍ଣ୍ଣା ମନ୍ଦିରରୁ ଦିନ ଦ୍ୱିପହରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଯାଇଥିବା ୭ଟି ରୂପା ମୁକୁଟ, ୧ ସୁନା ନୋଥ ଓ ଗୋଟିଏ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଛୁଆ ସହ ମା’ ଭାଲୁର ଜୀବନ

ନୀଳଗିରି,୫।୨(ସ୍ବ ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣାଠାରେ ରବିବାର ଅଜଣା ଗାଡି ଧକ୍କାରେ ୨ ଛୁଆ ସହ ମା’ ଭାଲୁର ମୃତ୍ୟୁ ଘଟିଛି। ଭୋର ସମୟରେ ୨ ଛୁଆ ସହ ମା’ ଭାଲୁ…

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା, ଜଣେ ମୃତ, ଅନେକ ଆହତ

ସୋହେଲା,୫।୨ (ଡିଏନଏ): ବରଗଡ଼ ଜିଲା ସୋହେଲା କଲେଜ ଛକରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜିଯେ ୦୫ ବିଏକ୍ସକ୍‌ ୩୪୨୩ ନମ୍ବର ବିଶିଷ୍ଚ ଏକ ତୀର୍ଥଯାତ୍ରୀ ବସ୍‌ ସୋହେଲା କଲେଜ ସମ୍ମୁଖ ରାସ୍ତାକଡରେ ଛିଡ଼ା…

ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ କେବେ ପ୍ରଦୂଷଣମୁକ୍ତ କେନ୍ଦୁଝର ଗଢ଼ିବା ଲକ୍ଷ୍ୟରେ ବୃକ୍ଷରୋପଣ କରିବା ଆଉ ପୁଣି କେବେ ଅସହାୟଙ୍କ…

ଅଧା ହିତାଧିକାରୀ ଅଯୋଗ୍ୟ

ଅନୁଗୋଳ ଅଫିସ, ୫।୨: ଆବାସ ତାଲିକାରୁ କଟିଗଲା ପ୍ରାୟ ଅଧା ହିତାଧିକାରୀଙ୍କ ନାମ। ଅନୁଗୋଳ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସମ୍ପର୍କିତ ସୂଚନା ସାଧାରଣରେ ପ୍ରକାଶ କରାଯିବା ପରେ ଜିଲାରେ ଏହା ଚର୍ଚ୍ଚାର…

ମାଘମେଳାରେ ଜଳିଲା ଝାଡ଼ଦୀପ

ଢେଙ୍କାନାଳ ଅଫିସ,୫।୨: ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଶନିବାର ଠାରୁ ଆରମ୍ଭ ହୋଇଛି ମାଘ ମେଳା। ୨ ବର୍ଷ ପରେ କରୋନା କଟକଣା ହଟିଯାଇଥିବାରୁ ଚଳିତବର୍ଷ ବେଶ୍‌ ଯାକଜମକରେ ମାଘମେଳା ଅନୁଷ୍ଠିତ ହେଉଛି। ସନ୍ଧ୍ୟା ସାଢେ…

ସ୍ମାର୍ଟକେମ୍‌ ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟକୁ ବିରୋଧ ଜାରି

ଛତ୍ରପୁର,୫।୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲୋଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରିରହିଛିା ଊକ୍ତ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସରେ ସ୍ଥାନୀୟ…

ବନ୍ଧକ ଟଙ୍କାରେ ଅନ୍‌ଲାଇନ୍‌ ଗେମ୍‌ ଖେଳ

ବ୍ରହ୍ମପୁର ଅଫିସ,୫।୨: ବ୍ରହ୍ମପୁର ସାନବଜାରସ୍ଥିତ ଏକ ଜୁଏଲେରୀରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇ ଥିବା ନେଇ ବଡବଜାର ଥାନାରେ ଶୋ’ରୁମର ମ୍ୟାନେଜର ମନମୋହନ ବାରିକ ଶନିବାର ଅଭିଯୋଗ କରିଛନ୍ତି। ପୋଲିସ ନଂ. ୩୨/୨୩ରେ ଏକ…

ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୫।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଦେଇଯାଇଥିବା ସେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ଖାଲଖମାପୂର୍ଣ୍ଣ ହୋଇଥିବାରୁ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି ା ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ପାଇଁ ୮୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ବାଲେଶ୍ୱର ପୂର୍ତ୍ତ ବଭାଗ…

ଅଟେଇ ଜଙ୍ଗଲରେ ମହାବଳ ପାଦ ଚିହ୍ନ

ପାଟଣା,୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରୋହଣୀଦୁମା ବଣ ମହୁଲଡ଼ିହା ମଝିରେ ଥିବା ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ମହାବଳ ବାଘର ସନ୍ଧାନ ମିଳିଛି। ଶନିବାର ବନ ବିଭାଗ ସହ ଏକ୍ସପର୍ଟ ଟିମ୍‌ ଜଙ୍ଗଲରେ ଛାନଭିନ କରୁଥିବା ବେଳେ…

ଗୋପାଳ ପଣ୍ଡା ବିଦ୍ୟାଳୟ ଅଶାନ୍ତ: ଧାରଣାରେ ଛାତ୍ରୀଛାତ୍ର

ରସୁଲପୁର,୫।୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୫-ଟି ରୂପାନ୍ତରିତ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାଧବ ସ୍ବାଇଁଙ୍କୁ ଅନ୍ୟ ବିଦ୍ୟାଳୟକୁ ୩ଦିନ ଡେପୁଟେଶନରେ ପଠାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଉକ୍ତ ନିର୍ଦ୍ଦେଶନାମାକୁ ନେଇ ଛାତ୍ର ଅଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?