ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦ ଖାଲି
ନନ୍ଦପୁର,୨୦ା୩ (ଡିଏନଏ): ନନ୍ଦପୁର ବ୍ଲକ ସମେତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଥିବା ୪ବ୍ଲକ ନନ୍ଦପୁର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକଗୁଡିକରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ୪୭୧ ପ୍ରାଥମିକ ବିଦ୍ୟାଳୟରେ ୨୧୫ ଶିକ୍ଷକ ପଦବୀ ଖାଲି ପଡିଛି। ଜିଲା…
ଓଡ଼ିଶା ସରକାରଙ୍କ ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ
ପଟ୍ଟାଙ୍ଗି, ୨୦।୩(ଡି.ଏନ୍.ଏ.): ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଅର୍ଥ…
୨ ବ୍ଲକରେ ୭ ପରିବାର ବେଘର
ପଟ୍ଟାଙ୍ଗି/ଜୟପୁର,୨୦ା୩ (ଡି.ଏନ.ଏ./ ନି.ପ୍ର.): ପଶ୍ଚିମା ଘୂର୍ଣ୍ଣିଝଡ଼ ପ୍ରଭାବ କୋରାପୁଟ ଜିଲାରେ ପରିଲିକ୍ଷିତ ହୋଇଛି। ଏଥିଯୋଗୁ ଗତ ୪ଦିନ ଧରି ପାଗ ମେଘୁଆ ରହି ବିଭିନ୍ନ ସ୍ଥାନରେ ପ୍ରବଳ ପବନ ଘଡ ଘଡି ସହ ବର୍ଷା ହୋଇଛି । ବର୍ଷା ଓ ପବନ…
ଶତାଧିକ ଏକର ତରଭୁଜ ଚାଷ ନଷ୍ଟ
ମାଲକାନଗିରି,୨୦ା୩ (ଡି.ଏନ୍.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି…
କୋରାପୁଟରେ ଝଡ଼ ଉଜାଡ଼ିଲା ପରିବା ଚାଷ
କୋରାପୁଟ,୨୦ା୩(ସ୍ବ.ପ୍ର.): ତିନିଦିନ ଧରି ସମଗ୍ର ରାଜ୍ୟରେ ଅଦିନିଆ ପଶ୍ଚିମା ଝଡ଼ ବର୍ଷା ଜାରି ରହିଛି। କୋରାପୁଟ ଜିଲାରେ ମଧ୍ୟ ୩ ଦିନଧରି ଲାଗି ରହିଛି ଏହି ଅଦିନିଆ ଝଡବର୍ଷା । ଏହାକୁ ନେଇ ଜିଲାରେ ପନିପରିବା ଚାଷ କରୁଥିବା ଚାଷୀ ଚିନ୍ତାରେ…
ସରକାରୀ ସାହାଯ୍ୟ ଅପେକ୍ଷାରେ ଚାମର
ଉମରକୋଟ,୨୦ା୩(ସ୍ବ.ପ୍ର.): ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ଚାମର ଭତ୍ରା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଚାମର (୬୩) କିଛି ବର୍ଷ ପୂର୍ବେ ଦୁଇ ପୁଅଙ୍କୁ ହରାଇଛନ୍ତି। ଏବେ ତାଙ୍କ ପରିବାରରେ ସ୍ତ୍ରୀ, ଦୁଇ ବୋହୁ, ୫…
କାଶୀପୁର ବ୍ଲକରେ ୫୦ ଏକର ଫସଲ ନଷ୍ଟ
ରାୟଗଡ଼ା,(ସ୍ବ.ପ୍ର.)/ଟିକିରି (ଡି.ଏନ.ଏ.)୨୦ା୩: ରାୟଗଡ଼ା ଜିଲାର ବିଭିନ୍ନ ସ୍ଥାନରେ ଶନିବାର ପ୍ରବଳ ବର୍ଷା ହୋଇଛି। କାଶୀପୁର ବ୍ଲକରେ ସର୍ବାଧିକ ବର୍ଷା ସହ କୁଆପଥର ମାଡ଼ ହୋଇଥିବାରୁ ଜିଲାର ଅନ୍ୟ ବ୍ଲକ ଅପେକ୍ଷା ଏଠାରେ ଅଧିକ ଫସଲ କ୍ଷୟକ୍ଷତି ହୋଇଛି। କାଶୀପୁର ତହସିଲଦାର ଶରତ…
ଓଡ଼ିଆ ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି
ରାୟଗଡା ଅଫିସ,୨୦ା୩: ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ। ବ୍ଲକଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରରେ ଏହି ଦିବସ ପାଳନ କରାଯିବ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଇତିମଧ୍ୟରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ…
୩୧ ସୁଦ୍ଧା ପୈଠ ନ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ
ରାୟଗଡ଼ା,୨୦ା୩(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ଅଧିନରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲେ ସୁଦ୍ଧା ଠିକ୍ ସମୟରେ ପୈଠ କରାଯାଉନାହିଁ। ମାର୍ଚ୍ଚ ୩୧ ମଧ୍ୟରେ ଏହି ବିଲ ପୈଠ କରା ନ ଗଲେ ବିଦ୍ୟୁତ୍ ବିଚ୍ଛିନ୍ନ…
ପାଣି ପାଇଁ ରାଜରାସ୍ତାରେ ମହିଳା
ଟିକିରି,୨୦।୩: ରାୟଗଡା ଜିଲା କାଶିପୁର ଟିକିରିରେ ଦୀର୍ଘ ୩ ମାସ ହେଲା ପାଣି ସମସ୍ୟା ଦେଖାଦେଇଛି। ଏହାକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଓହ୍ଲାଇଛନ୍ତି। ମହିଳାମାନେ ହାଣ୍ଡି ଏବଂ ବାଲ୍ଟି ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ…
ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଧକ୍କାଦେଲା ଟ୍ରେଲର
ଚୌଦ୍ୱାର,୨୦ା୩(ଡି.ଏନ୍.ଏ.): ସୋମବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ସେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର…
ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ
ମାଲକାନଗିରି,୨୦ା୩(ଡି.ଏନ୍.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି…

