ଆମ ଜିଲା ଖବର

ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ…

କାର୍ଯ୍ୟ ସରୁନି କି କାମରେ ଲାଗୁନି

ନବରଙ୍ଗପୁର,୨୦।୨(ବି.ପ୍ର.): ପୌରସଂସ୍ଥା ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ତଥା ସେବା ଯୋଗାଇବାରେ ବିଫଳ ହୋଇଛି। ରାସ୍ତାଘାଟ ଡ୍ରେନ ଆଦି ସଫା ହେଉନି ଓ ରାସ୍ତା କଡରେ ଥିବା ଅବର୍ଜନା ନିୟମିତ ଭାବେ ଉଠୁନାହିଁ । ସରକାରଙ୍କ ମୁକ୍ତା ଯୋଜନାରେ ଲୁ ନାମରେ…

ଦୁଇ ଦିନର ଘୋଷଣା ୨୬ ଦିନ ଛୁଇଁଲାଣି

ରାୟଗଡ଼ା,୨୦।୨(ସ୍ବ.ପ୍ର.): ଜିଲାରେ ଧାନ ବିକ୍ରି ପରେ ନିଜ ଟଙ୍କାକୁ ଚାହିଁ ବସିଛନ୍ତି ଚାଷୀ। ଜାନୁୟାରୀ ୨୫ ତାରିଖ ପରେ ଧାନ ବିକ୍ରି କରିଥିବା କୌଣସି ଚାଷୀଙ୍କୁ ସେମାନଙ୍କ ଟଙ୍କା ମିଳିନାହିଁ। ସମଗ୍ର ଜିଲାରେ ଶତାଧିକ ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକିବାର…

୩୧ ଅନ୍ତେବାସୀ ଦେବେ ଦଶମ, ଦ୍ୱାଦଶ ପରୀକ୍ଷା

ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ…

୪.୫୦ କି.ମି. ପାଇଁ ଖର୍ଚ୍ଚ ହେବ ୯. ୮୧ କୋଟି

ପରଜଙ୍ଗ,୨୦।୨(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୫୩ନଂ. ଜାତୀୟ ରାଜପଥର ବାରିହାପୁର ବାଇପାସଠାରୁ ବଜାର ଦେଇ ହାତୀଲୁଚାଣି ବାଇପାସ୍‌କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ନବୀକରଣ ହେବ। ୪ କି.ମି. ୫୦ ମିଟର ଦୀର୍ଘ ଏହି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ…

ଅଙ୍ଗୁଳିରେ କରିଛନ୍ତି ଆୟତ୍ତ

ଢେଙ୍କାନାଳ ଅଫିସ,୨୦।୨(ରତନ ନାୟାର): କାହା ପାଇଁ ବଜରଙ୍ଗୀ ତ କାହା ପାଇଁ ବିରାଜ। ପୁଣି କିଏ ଶ୍ରଦ୍ଧାରେ ଡାକନ୍ତି ଗୋବିନ୍ଦ। ନଁା ଅଲଗା, ହେଲେ ପରିଚୟ ଗୋଟିଏ। ଏବେ ସେଥିରେ ଯୋଡ଼ିହୋଇଛି କୁନି ମୃଦଙ୍ଗ ବାଦକର ସୁନାମ। ଖେଳିବୁଲିବା ବୟସରେ ପାରମ୍ପରିକ…

ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଛତୁଚାଷ

ଯୋଡ଼ା,୨୦ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ) ସହାୟତାରେ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି। ମହିଳାମାନେ ଛତୁଚାଷ କରି ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ସହାୟ ହୋଇଛନ୍ତି। ଟିଏସ୍‌ଏଫ ପକ୍ଷରୁ ସେମାନଙ୍କୁ…

ଖରାଦିନ ଆରମ୍ଭରୁ ଜଳକଷ୍ଟ

ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେଉଛି। ଆସନ୍ତା ଦିନରେ ବର୍ଷା ନ ହେଲେ ପରିସ୍ଥିତି…

ପଦ୍ମପୁରରେ ଘୋଷଣା, କେନ୍ଦୁଝରରେ ତାତି

କେନ୍ଦୁଝର,୨୦ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଦ୍ମପୁର ଗସ୍ତରେ ଯାଇ ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦୁଝର ଜିଲା ରାଜ୍ୟର ଏକ…

ରାଜପଥ ଦୁରବସ୍ଥା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା

କଟକ ଅଫିସ,୨୦ା୨: କାଠଯୋଡ଼ି ପୋଲଠାରୁ ପଳାଶୁଣୀ ଯାଏ ୧୬ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା କହିଲେ ନସରେ। ଗମନାଗମନ ଦୃଷ୍ଟିରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ରାଜପଥରେ ରହିଥିବା ବିଭିନ୍ନ ସମସ୍ୟା କମିଶନ୍‌ରେଟ୍‌ ପୋଲିସ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟିର…

ଗୋଚର ଜମି ଜବରଦଖଲ: ସଙ୍କଟରେ ପ୍ରାଣୀ ସମ୍ପଦ

କଣାସ,୨୦।୨(ସ୍ବ.ପ୍ର.): ପୁରୀ ଜିଲା ଚିଲିକା ଉପକୂଳରେ ଅବସ୍ଥିତ କଣାସ ବ୍ଲକରେ ଗୋଚରଜମି ଜବରଦଖଲ ହୋଇଥିବାବେଳେ ପଶୁଙ୍କ ପାଇଁ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ବ୍ଲକରେ ଦିନକୁ ଦିନ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ଏବଂ ପ୍ରାଣୀ ସମ୍ପଦ…

ବିକାଶରେ ବାଧକ ଶୋଚନୀୟ ରାସ୍ତା

ଯାଜପୁର ଅଫିସ,୨୦।୨: ଯାଜପୁର ଜିଲା ଗଠନ ହେବାର ୩୦ ବର୍ଷ ପରେ ବି ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ। ସବୁଦିନିଆ ରାସ୍ତା ସୁଦୃଢ଼ ନ ଥିଲେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?