ସରୁନି କୁଆଁସ ସେତୁ ନିର୍ମାଣ
ଭଦ୍ରକ ଅଫିସ,୧୬ା୧୧: ସେତୁ ପ୍ରଶସ୍ତୀକରଣ ପାଇଁ ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସ ସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ଦିଆଗଲା। ନୂତନ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅଧା ହୋଇନାହିଁ। ଏହାକୁ ନେଇ…
୩ ମାସ ହେଲାଣି ଗଛରେ ଉଡୁଛି ଜାତୀୟ ପତାକା
ନୀଳଗିରି, ୧୭।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପଣସ ଗଛରେ ଦୀର୍ଘ ୩ ମାସ ଧରି ଏକ ଜାତୀୟ ପତାକା ଉଡୁଛି। ଏହା ଜାତୀୟ ପତାକାକୁ ଅବମାନନା କରାଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଶହ…
ନାମାଙ୍କନ ପୂର୍ବରୁ ବୁଢ଼ାରଜାଙ୍କ ଆଶୀର୍ବାଦ ଲୋଡ଼ିଲେ ବର୍ଷା
ପଦ୍ମପୁର,୧୭ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମାଙ୍କନର ଆଜି ଶେଷ ଦିବସ। ଆଜି ନିଜର ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ…
ମାଟି ତଳୁ ମିଳିଲା ମଣିଷର ହାତ
ଖୋର୍ଦ୍ଧା ଅଫିସ,୧୭ା୧୧: ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଆମ୍ବ ତୋଟାରେ ମାଟି ଭିତରୁ ଏକ ମଣିଷର ହାତ ଦେଖିବାକୁ ମିଳିଛି। ବୁଧବାର ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଟିମ୍ ପହଞ୍ଚି ଚାରିପଟ ଦୌଡ଼ି ଟାଣି ସିଲ୍ କରିଥିଲା।…
ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ପଦ୍ମପୁରରେ ପିସିସି ସଭାପତି
ବରଗଡ଼ ଅଫିସ,୧୭ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ। ନାମାଙ୍କନ ପାଇଁ ପଦ୍ମପୁର ଚଳ ଚଞ୍ଚଳ ହୋଇପଡ଼ିଛି। ପଦ୍ମପୁରରେ ସବୁ ଦଳ ନାମାଙ୍କନ ପୂର୍ବରୁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପରେଖ ଦେବାରେ ଲାଗି ପଡ଼ିଛନ୍ତି।…
ଏନ୍ଏସି, ସିଏଚ୍ସି ଘୋଷଣା ଦାବିରେ ଆଜି ପାଇକମାଳ ବନ୍ଦ
ପାଇକମାଳ,୧୭ା୧୧(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ବିଭିନ୍ନ ପ୍ରସଙ୍ଗ, ଦାବି ଉପସ୍ଥାପନ କରୁଛନ୍ତି। ଲୋକଙ୍କ ଦାବି ପରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ବୁଧବାର…
ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସବୁ ସରକାରୀ ଅଫିସ ବନ୍ଦ
ବଲାଙ୍ଗୀର ଅଫିସ,୧୭ା୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ଗୁରୁବାର ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀରର ସମସ୍ତ ସରକାରୀ ଅଫିସ ବନ୍ଦ କରାଯାଇଛି। ଆକ୍ସନ କମିଟି ସଭାପତି ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ…
କେନାଲ ନାହିଁ, ଜଳକର ଦାବିକୁ ବିରୋଧ
କେନ୍ଦ୍ରାପଡ଼ା ଅଫିସ,୧୭ା୧୧: କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ନୀଳକଣ୍ଠପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଜମିକୁ ଏ ପର୍ଯ୍ୟନ୍ତ ଜଳସେଚନ ପାଇଁ କେନାଲ ନାହିଁ। ତେବେ ରାଜସ୍ବ ବିଭାଗ ଏହି ଅଞ୍ଚଳର ଅଧିବାସୀଙ୍କଠାରୁ ଜଳକର…
୨ ବିଡିଓଙ୍କ ସମେତ ୧୦ ଜଣଙ୍କୁ ଜବାବ ତଲବ
ଯାଜପୁର ଅଫିସ,୧୭ା୧୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ଓ ବିରୁହଁା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ହରିଲୁଟ ସମ୍ପର୍କରେ ପର୍ଦ୍ଦାଫାଶ ହୋଇଛି। ଅନେକ ସରକାରୀ ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଲୁଚାଇବା ପାଇଁ ଏହି ୨ ପଞ୍ଚାୟତର ଫାଇଲ୍ ପୋଡ଼ି…
ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି: ଜେଇଙ୍କ ପରେ ଭାରପ୍ରାପ୍ତ ଏଇଇ ନିଲମ୍ବିତ
ନୟାଗଡ଼ ଅଫିସ/ଭାପୁର,୧୭ା୧୧(ଡି.ଏନ୍.ଏ.): ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଭାପୁର ବ୍ଲକ ଜେଇ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ନିଲମ୍ବନ ପରେ ପୁଣି ଓଡ଼ିଶା ସରକାର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ସୁପାରିସ ଆଧାରରେ ନିଲମ୍ବନ କରିଛନ୍ତି।…
ବିଦ୍ୟୁତ୍ ସଂଯୋଗ କଟିବାରୁ ପାଠପଢ଼ା ବ୍ୟାହତ
ନାଉଗାଁ,୧୭ା୧୧(ସ୍ବ.ପ୍ର): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକୁ ରୂପାନ୍ତକରଣ କରୁଛନ୍ତି। ଏହି ଯୋଜନାରେ ବିଦ୍ୟାଳୟର ଖେଳପଡ଼ିଆଠାରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯନ୍ତ ସବୁ ପରିବର୍ତ୍ତନ କରାଯାଉଛି। ଶ୍ରେଣୀ ଗୃହଗୁଡ଼ିକୁ ସ୍ମାର୍ଟ କ୍ଲାସରେ ପରିବତ୍ତର୍ର୍ନ କରିବା ପାଇଁ…
ପୌରାଧ୍ୟକ୍ଷଙ୍କ ଫାଇଲ୍ ଫିଙ୍ଗା ଭିଡିଓ ଭାଇରାଲ
ଯାଜପୁର ରୋଡ୍,୧୭ା୧୧(ଡି.ଏନ୍.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। ହେଲେ ସହରର ପରିମଳ ବ୍ୟବସ୍ଥାକୁ ନେଇ ସମସ୍ୟା ଯେମିତିକୁ ସେମିତି…
Archives


