ଆମ ଜିଲା ଖବର

ବିଜେଡିର ରଣନୀତି ପ୍ରସ୍ତୁତି

ବ୍ରଜରାଜନଗର,୮ା୪ (ଡି.ଏନ.ଏ.): ଝାରସୁଗୁଡାର ଏକ ହୋଟେଲରେ ଶୁକ୍ରବାର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବିଜେଡି ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ସାରଦା ନାୟକ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ…

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା ଓ…

ଚାନ୍ଦା ଆଦାୟରେ ମାତିଛନ୍ତି ମଧ୍ୟସ୍ଥ

ଯାଜପୁର ଅଫିସ,୮ା୪: ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ରାଜ ଚାଲିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବା ଅଭିଯୋଗ ହେଉଛି।…

ଅଭିଯୁକ୍ତଙ୍କ ଘରେ ଭଙ୍ଗାରୁଜା, ବାଇକ୍‌ ପୋଡ଼ିଲେ ଲୋକେ

ତିର୍ତ୍ତୋଲ/ରାହାମା/କୁଜଙ୍ଗ, ୮।୪ ( ଡି.ଏନ.ଏ./ସ୍ବ.ପ୍ର.): ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତର ଶିରୋଳ ଗ୍ରାମରେ ଶ୍ମଶାନ ରାସ୍ତା ମାପଚୁପକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ମାପଚୁପ ସ୍ଥଳରେ ଗୋଟିଏ ପରିବାରର ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

୨୦୨୨-୨୩ରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ

ସମ୍ବଲପୁର,୮ା୪ (ବ୍ୟୁରୋ): ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟକୁ ୨୦୨୨-୨୩ ବର୍ଷରେ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏହି ବର୍ଷରେ ଏଠାରେ ଥିବା ଇକୋ ଟୁରିଜମରୁ ୨ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ପ୍ରାୟ…

୧୨ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକିଦେଲେ ବାପା

ଚଣ୍ଡିଖୋଲ,୮ା୪(ଡି.ଏନ.ଏ.): ମାତ୍ର ୧୨ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରିକରି ଦେଇଛନ୍ତି ବାପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଶାସନ ପୁରୁଷୋତ୍ତମପୁରର ଆଦିବାସୀ ବସ୍ତି ଚମାରଖଟି ଗ୍ରାମରେ। ଏହି ଗ୍ରାମର ଘନ ସିକୁ ଓ ତାଙ୍କ…

ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ୍‌ ଦେଲେ ସ୍ବାମୀ

ଡେରାବିଶ,୮ା୪(ସ୍ବ.ପ୍ର.): ସାଇବର ଠକେଇର ଶିକାର ହୋଇଥିବା ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ବାବୁରାମପାଟଣା ଗଁାରେ ଏହି ଘଟଣା ଘଟିଛି। ଗଁାର ଶେଖ୍‌ ରାଜିଦଙ୍କ ସ୍ତ୍ରୀ ଜମରୁନ୍‌ ବିବି ସାଇବର…

ବୌଦ୍ଧରୁ ପୁରୀ ଗଲା ରଥକାଠ

ବୌଦ୍ଧ, ୮।୪(ସ୍ବ.ପ୍ର.): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଚଳିତବର୍ଷ ଶୁକ୍ରବାର ପ୍ରଥମ ରଥ କାଠ ବୌଦ୍ଧ ବନଖଣ୍ଡରୁ ପୁରୀକୁ ପଠାଯାଇଛି। ଏ ନେଇ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲାପାଳ…

ବାଲେଶ୍ୱର ମୁଖ୍ୟ ଗିରଫ, ରିମାଣ୍ଡରେ ଆଣି ଜେରା

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୮।୪: ଆମେରିକାରୁ ପରିଚାଳିତ ମୋବାଇଲ ଆପ୍‌ ‘କ୍ଲାଉଡ୍‌ ଫଟ୍‌’ରେ ଅଳ୍ପ ଟଙ୍କା ନିବେଶ କରି ଲକ୍ଷାଧିକ ଟଙ୍କା ପାଇବା ଆଶାରେ ଦେଶବ୍ୟାପୀ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ…

ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ

ମାଲକାନଗିରି,୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ବୋମାକୁ ନିଷ୍କ୍ରିୟ କରିବାକୁ ଯାଇ ଜଣେ ଯବାନ ଗୁରୁତର ହୋଇଛନ୍ତି। ବୋମା ନିଷ୍କ୍ରିୟ ବେଳେ ଏହା ବିସ୍ଫୋରଣ ହୋଇଥିଲା। ସମ୍ପୃକ୍ତ ଯବାନ ଜଣକ…

ପୁଣି ମଇଁଷି ମାରିଲା ବାଘ: ଗ୍ରାମବାସୀ ଆତଙ୍କିତ

କେନ୍ଦୁଝର/ଘଟଗାଁ,୭ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ମେଲାଣ ପାଲମଣି ସାହିରେ ବାଘ ପୁଣି ମଇଁଷି ମାରିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ମୃତ ମଇଁଷି ମାଲିକଙ୍କୁ ୫…

ରାଗରେ ମୋବାଇଲ୍‌ ଗିଳିଦେଲେ ନାବାଳିକା

ଗ୍ବାଲିଓର,୭।୪: ରାଗରେ ଥିବା ଲୋକ କେତେବେଳେ କ’ଣ କରି ବସେ ତା’ର କିଛି ଠିକଣା ରୁହେନି। ମଧ୍ୟପ୍ରଦେଶ ଗ୍ବାଲିଓରରେ ଜଣେ ନାବାଳିକା ରାଗିଯାଇ ମୋବାଇଲ୍‌ ଗିଳିଦେଇଥିବା ଘଟଣା ସାମ୍ନାକୁ ଆସିଛି। ଭିନ୍ଦ ଜିଲା ଆମୟାନରେ ନାବାଳିକାଙ୍କ ଘର। ନାବାଳିକା ଜଣକ କି-ପ୍ୟାଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?