ଆମ ଜିଲା ଖବର

ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’ ୨୩ରେ…

ଶ୍ରମିକଙ୍କୁ ଉତ୍ସାହିତ କରିବାକୁ କୋଦାଳ ଧରିଲେ ସରପଞ୍ଚ

କେନ୍ଦୁଝର,୭।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସାମାଜିକ କର୍ମୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ସରପଞ୍ଚ ପୂର୍ଣ୍ଣମୀ ସର୍ଦ୍ଦାର…

୮୮ ଜୀବନ ବଞ୍ଚାଇଲେ ଦୀପକ, ଶୁଭଙ୍କର

ବାଲେଶ୍ୱର ଅଫିସ, ୭।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦୀପକ ରଞ୍ଜନ ବେହେରା ଏବଂ ଶୁଭଙ୍କର ଜେନା। ଅନେକ…

‘ମୋ ଜମି ନଷ୍ଟ କଲ, କ୍ଷତିପୂରଣ ଦିଅ’

ବାଲେଶ୍ୱର ଅଫିସ,୭।୬ବାହାନଗା ରେଳ ଦୁର୍ଘଟଣା ପରେ ନିକଟସ୍ଥ ଚାଷ ଜମିରେ ଖଣ୍ଡବିଖଣ୍ଡିତ ବଗି ଗୁଡ଼ିକ ରଖାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ଏହି ଜମିରେ ଚାଷ ହୋଇ ନ ପାରିବା ଆଶଙ୍କା କରି ଜଣେ ଜମି ମାଲିକ ପ୍ରଶାସନକୁ କ୍ଷତିପୂରଣ ମାଗିଛନ୍ତି।…

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

ତିହିଡି,୭।୬(ଡି.ଏନ.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ପଣ୍ତା ପୋଖରୀ ଛକରେ ବୁଧବାର ସକାଳେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଜଳଧର ମଳିକ (୫୮) ଏବଂ ତାଙ୍କ ଘର ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ…

ପୋଖରୀରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ: ସ୍ବାମୀ ଅଟକ

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀ୍‌ରେ ସୋମବାର ସାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସୋମବାରରାତିଲେ ତୁରୁମୁଙ୍ଗା ପୋଲିସ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହଟି ହେଉଛି…

ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ କମିଟି…

ବାହାଘର ପୂର୍ବରୁ ଜଳିବ ଜୁଇ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆଉ ୩ଦିନ ପରେ ଘରେ ଆରମ୍ଭ ହୋଇଥାନ୍ତା ଭାଇର ବାହାଘର। ସବୁକିଛି କାମ ସାରି ଭାଇ ଦିନେଶ ଯାଦବ ଯଶୋବନ୍ତ-ହାଓଡା ଏକ୍ସପ୍ରେସରେ ଶାଲିମାର ଆସୁଥିଲା। ସେଠୁ ଲୋକାଲ ଟ୍ରେନ୍‌ ମାଧ୍ୟମରେ ଝାଡଖଣ୍ଡର ଦେବଘର ଜିଲାକୁ ଆସିଥାନ୍ତେ। କିନ୍ତୁ କାଳର କରାଳ…

ନଦୀ ପାର ହେଉଥିବା ବେଳେ ବୁଡିଲା ଡଙ୍ଗା, ୨ ନିଖୋଜ

ମାଲକାନଗିରି,୭।୬(ଡି.ଏନ.ଏ.): ମାଲକାନାଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ଅଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନଦୀ ପାର ହେଉଥିବା ସମୟରେ ଡଙ୍ଗା ବୁଡି ୨ ଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ରାସବେଡା ପଞ୍ଚାୟତର…

ଅବ୍ୟବସ୍ଥାରେ ଖେଲାଉର ପାନୀୟଜଳ ପ୍ରକଳ୍ପ

ଡେଲାଙ୍ଗ,୭।୬(ଡି.ଏନ୍‌.ଏ.): ଡେଲାଙ୍ଗ ବ୍ଲକ ଅଧୀନ ଖେଲାଉର ପଞ୍ଚାୟତର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରକଳ୍ପର ସୁରକ୍ଷା ପ୍ରାଚୀର ନିର୍ମାଣ ସରିନାହଁି। ଫଳରେ ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଆଡ୍ଡା…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯାଉ

ପୁରୀ ଅଫିସ, ୭।୬:ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲାଯିବା ସହ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଏ ନେଇ ପୁରୀ ଜିଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ…

୫ ବାଘ ଶିକାରୀ ଗିରଫ

ନୂଆପଡ଼ା ଅଫିସ/ ଖଡ଼ିଆଳ, ୭।୬ (ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପତାଦର୍ହା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଓ ଖଡ଼ିଆଳ ବନବିଭାଗ ବାଘ ଶିକାର କରିବା ଘଟଣାରେ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?