ଆମ ଜିଲା ଖବର

ଦନ୍ତାକୁ ମାରି ଦାନ୍ତ ଲୁଟି ନେଲେ ଶିକାରୀ

ନୀଳଗିରି,୨୪।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ। ଗୁରୁବାର କୁଲଡ଼ିହାରୁ ଏକ ଦନ୍ତା ହାତୀର ମୃତଦେହ…

ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

ଚଣ୍ଡିଖୋଲ/ ଛତିଆ, ୨୪ା୩(ଡି.ଏନ୍‌.ଏ.):ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗାଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…

ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀଙ୍କ ଟୋକନ କଟ୍‌

ପଟ୍ଟାମୁଣ୍ଡାଇ,୨୪ା୩ (ସ୍ବ.ପ୍ର.): ଖରିଫ ଧାନକିଣାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ପ୍ରକୃତ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଆର୍ଥତ୍କ କ୍ଷତି ସହୁଛନ୍ତି। ସରକାରଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନଙ୍କର ଟୋକନ କଟିବା ଦ୍ୱାରା ସେମାନେ ସ୍ବଳ୍ପ…

ଗୁଳି ବିନିମୟ: ୫ ମାଓବାଦୀ ଗିରଫ

ମାଲକାନଗିରି, ୨୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବୁଧବାର ରାତିରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ପୋଲିସ ଗୁଳିରେ…

ଦୁବାଇରେ ୪ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ରାଜନଗର,୨୪ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ବହୁ ବେକାରୀ ଯୁବକ ପରିବାର ପ୍ରତିପୋଷଣ ପାଇଁ ଦୁବାଇ ସମେତ ଦେଶ ବାହାରକୁ କାମ ଅନ୍ବେଷଣରେ ଯାଇଛନ୍ତି। ଯୁବକମାନଙ୍କୁ କାମ ଧନ୍ଧା ଯୋଗାଇ ଦେବାକୁ କହି ଟୁରିଷ୍ଟ ଭିସାରେ ମାନବ ଚାଲାଣକାରୀ ଠିକାଦାରମାନେ କେନ୍ଦ୍ରାପଡ଼ା…

ଔଷଧୀୟ ବୃକ୍ଷ ଜିଲାରେ ଲୋପ ପାଉଛି

କେନ୍ଦ୍ରାପଡା ଅଫିସ,୨୪ା୩: ଜଳପଥ ଓ ଉର୍ବର ମୃତ୍ତିକା କେନ୍ଦ୍ରାପଡ଼ା ଜିଲାର ପ୍ରାକୃତିକ ପରିବେଶକୁ ସୁନ୍ଦର କରୁଛି। ଏହାସତ୍ତ୍ୱେ ଜାତୀୟ ଉଦ୍ୟାନ ଭିତରକନିକା ସମେତ ଗ୍ରାମ୍ୟ ଜଙ୍ଗଲରେ ଭରପୂର ଥିବା ଏହି ଜିଲାରେ ଏବେ ଔଷଧୀୟ ବୃକ୍ଷ ଲୋପ ହେବାକୁ ବସିଛି। ପୂର୍ବରୁ…

ସଙ୍ଗୀତଜ୍ଞ ମିହିର ଦାସଙ୍କ ପରଲୋକ

ବାରିପଦା ଅଫିସ,୨୪ା୩: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ ପରିଚିତ ଥିଲେ। ଆକାଶବାଣୀ ସହିତ ମଧ୍ୟ ଜଡିତ ଥିଲେ। ପ୍ରାୟ ୩୦ବର୍ଷ…

ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରତି ଅପମାନ

ଚଣ୍ଡିଖୋଲ,୨୪ା୩(ଡି.ଏନ.ଏ.): ଗୁରୁବାର ଥିଲା ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସ। ଉକ୍ତ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଉଦୀୟମାନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ସରକାରୀ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟକୁ ଯିବାବେଳେ ଦୁର୍ବୃତ୍ତ…

ବଢ଼ିଚାଲିଛି ଚୋରା ମଦ କାରବାର

ବ୍ରହ୍ମବରଦା,୨୪ା୩(ଡି.ଏନ୍‌.ଏ.): ବ୍ରହ୍ମବରଦା ଥାନା ଅଞ୍ଚଳର ବହୁ ଗ୍ରାମରେ ବେଧଡ଼କ ଭାବେ ଚାଲିଛି ଚୋରା ମଦ କାରବାର। ବିଶେଷକରି ବ୍ରହ୍ମବରଦା ପଞ୍ଚାୟତରେ ୨ ସରକାରୀ ମଦ ଦୋକାନ ଥିବା ସତ୍ତ୍ୱେ ଚୋରା ମଦ ବେପାର ଓ ନିଶା କାରବାର ସହ ମଦ୍ୟପଙ୍କ ସଂଖ୍ୟା…

ଦାନଗଦିର ଅପପୁଷ୍ଟି ପୀଡ଼ିତ ଶିଶୁ

କଟକ ଅଫିସ,୨୪ା୩: ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିର ୨ ଶିଶୁ ଅପପୁଷ୍ଟିର ଶିକାର ହୋଇ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ବାଙ୍କୁ ହେମ୍ବ୍ରମ୍‌ ଓ ତୁଳସୀ ହେମ୍ବ୍ରମ୍‌ଙ୍କ ୪ ବର୍ଷର ଝିଅ କୁନି…

ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା: କମିଟିକୁ ବୈଧ ଘୋଷଣା କଲେ ବିଇଓ

ରସୁଲପୁର,୨୪ା୩(ଡି.ଏନ.ଏ.): ରସୁଲପୁର ବ୍ଲକ କଲଣ ପଞ୍ଚାୟତସ୍ଥିତ ମଧୁପୁର ସରକାରୀ ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ ଅନିୟମିତତା ଘଟଣା ଏବେ ପୁଣି ଚର୍ଚ୍ଚାରେ। ବିଦ୍ୟାଳୟ ପକ୍ଷରୁ କମିଟି ଗଠନରେ ଅନିୟମିତତା ହୋଇଥିବା ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁଦର୍ଶନ ମଲିକଙ୍କ…

ବଟି ଆଦାୟ ଅଣାୟତ୍ତ

ଯାଜପୁର ଅଫିସ,୨୪ା୩: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ବ୍ୟାପକ ଦୁର୍ନୀତି ଚାଲିଛି। କର୍ମଚାରୀମାନେ ଦୀର୍ଘଦିନ ହେଲା ରହି ବେସରକାରୀ ଏଜେଣ୍ଟଙ୍କ ଜରିଆରେ ବେଆଇନ ଭାବେ ଅର୍ଥ ଆଦାୟରେ ମାତିଛନ୍ତି। ପରିବହନ ଅଧିକାରୀ ଉକ୍ତ ବେଆଇନ କାର୍ଯ୍ୟର ଭାଗୀଦାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri