ଖୋଲିଲା ହାଡ଼ବନ୍ଧ ପୋଖରୀ
କେନ୍ଦୁଝର,୨୮ା୩(ସ୍ବ.ପ୍ର.): ସାତ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ହାଡ଼ବନ୍ଧ ପୋଖରୀ ସର୍ବସାଧାରଣଙ୍କ ପାଇଁ ସୋମବାର ଖୋଲିଛି। ଖୋଲିବା ପରେ ଲୋକେ ପ୍ରାତଃ ଭ୍ରମଣ କରିବା ସହ ପାର୍କର ମଜା ନେଇଥିଲେ। ବହୁ ଦିନ ପରେ ଖୋଲିଥିବାରୁ ସ୍ଥାନୀୟ ଲୋକମାନେ…
ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ
ବାଲେଶ୍ୱର ଅଫିସ,୨୮।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି ବଦଳିଲେ ସମ୍ପୂର୍ଣ୍ଣ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାପୂର୍ବରୁ ବୋଇତବାଙ୍କ…
ଅନ୍ୟ ଗାଁରେ ଜନ୍ମ ବୋଲି ଶବ ଉଠାଇଲେନି
ପାଟଣା,୨୮ା୩(ସ୍ବ.ପ୍ର.): ଅନ୍ୟ ଗାଁରେ ଜନ୍ମ ବୋଲି ମୃତ୍ୟୁ ପରେ ସାହିଭାଇ ମୃତଦେହକୁ କାନ୍ଧ ଦେବାକୁ ମନାକଲେ। ଶବସତ୍କାର ନ ହୋଇ ଘର ଆଗରେ ଦୀର୍ଘ ସମୟ ପଡ଼ିରହିଲା। ଖବର ପାଇ ଭରସା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚତ୍ ଶେଷକୃତ୍ୟ କରିଥିବା ଜଣାପଡ଼ିଛି।…
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାକ୍ ଟିମ୍
ବାରିପଦା ଅଫିସ,୨୮ା୩: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ବୌଦ୍ଧିକ ପରିବେଶର ମୂଲ୍ୟାଙ୍କନ ଏବଂ ସ୍ବୀକୃତି ନିମନ୍ତେ ନାକ୍ର ଏକ ୫ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟକୁ ଆସିଛନ୍ତ। ଏହି ଟିମ୍ରେ ଆଗ୍ରାର ଡ.ବି.ଆର୍.ଆମ୍ବେଦକର ବିଶ୍ୱବିଦ୍ୟାଳୟର ପୂର୍ବତନ…
ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି କ୍ରୀଡ଼ା ପ୍ରତିଭା
ଧର୍ମଶାଳା,୨୮ା୩(ଡି.ଏନ.ଏ.):ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ। ସାଧାରଣ ମଣିଷଙ୍କ ପରି ବେଶ ସୁସ୍ଥ ଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ କୁମାରୀ ଗ୍ରାମର କ୍ରୀଡ଼ା ପ୍ରତିଭା ସରୋଜ ସାହୁ (୪୬) ଏକ ଦୁର୍ଘଟଣାର ଶିକାର ହୋଇ ଏବେ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ହେଲେ…
ନିଲାମ ଖଣିରେ ବେଆଇନ କାର୍ଯ୍ୟ
ନୟାଗଡ଼ ଅଫିସ,୨୮।୩:ଗଣିଆ ତହସିଲକୁ ଛାଡ଼ିଦେଲେ ନୟାଗଡ଼ ଜିଲାର ୭ ତହସିଲର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁଗୁନି ପଥର ଖଣିର ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି। ନିଲାମ ଖଣିରେ ବେଆଇନ ଖନନ ବଢ଼ି ଚାଲଥିଲେ ମଧ୍ୟ ଧରପଗଡ଼ର ଭୟ…
ରାସ୍ତା ନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଡାଙ୍ଗାସିବାସୀ
ରାଇକିଆ,୨୮ା୩(ଡି.ଏନ୍.ଏ):ରାସ୍ତା ନାହିଁ, ୫ କି.ମି. ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢ଼ି ଗଲେ ପହଞ୍ଚି ହୁଏ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ। କନ୍ଧମାଳ- ଗଞ୍ଜାମ ଜିଲା ସୀମାନ୍ତରେ ଥିବା ଏହି ଗ୍ରାମରେ ସରକାରର ସବୁ…
ରାସ୍ତା ନିର୍ମାଣରେ ଅର୍ଥ ଆତ୍ମସାତ୍
କୋରେଇ,୨୮ା୩(ଡି.ଏନ.ଏ.):ଯାଜପୁର ଜିଲାର ୧୦ ବ୍ଲକ ଅଧୀନରେ ଅନେକ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ଓ ମରାମତି ଚାଲୁଛି। ତେବେ ଏ ସବୁ ରାସ୍ତା ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ୧୩ଟି ରାସ୍ତା…
ପ୍ରସ୍ତାବିତ ଶିଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମେଳି
ମହାକାଳପଡ଼ା,୨୮ା୩ (ଡି.ଏନ.ଏ.):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଅଞ୍ଚଳର ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।…
୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ
କେନ୍ଦ୍ରାପଡ଼ା ଅଫିସ, ୨୮ା୩:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତର କଣ୍ଠିଆନାଳ ଉପରେ ସେତୁ ନିର୍ମାଣ ଦୀର୍ଘ ୧୭ ବର୍ଷ ତଳେ ଆରମ୍ଭ ହୋଇଥିଲା। ତାହା ଅଦ୍ୟାବଧି ଶେଷ ହୋଇନାହିଁ। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହି ପଞ୍ଚାୟତର ୩ ରାଜସ୍ବ ଗ୍ରାମବାସୀ…
ସିଆରପି, ଏମ୍ବିକେ ଚୟନରେ ଅନିୟମିତତା ନେଇ ଅଭିଯୋଗ
ଡେରାବିଶ, ୨୮ା ୩ (ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ରତାଦିଆଖଣ୍ଡସାହି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭତି ମଳିକ ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶିଶିର ସାମଲ,…
ନନ୍ଦନକାନନରୁ ମିଜୋରାମ ଗଲା ୨ ବାଘ
ବାରଙ୍ଗ,୨୮।୩(ଡି.ଏନ୍.ଏ.):ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ଜନ୍ତୁ ଅଦଳବଦଳ…
Archives


